କମିଲା ବର୍ଷା, ବଢ଼ିଲା ବନ୍ୟା ଆଶଙ୍କା , ଆସନ୍ତାକାଲି ଖୋଲିବ ହୀରାକୁଦ ଗେଟ୍
କମିଲା ବର୍ଷା, ବଢ଼ିଲା ବନ୍ୟା ଆଶଙ୍କା । ଆସନ୍ତାକାଲି ଖୋଲିବ ହୀରାକୁଦ ଗେଟ୍ । ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ହେଲେ ଉପରମୁଣ୍ଡରୁ ପାଣି ଆସିଲେ ମହାନଦୀ ଓ ଶାଖା ନଦୀରେ ପାଣି ସାମାନ୍ୟ ବଢ଼ିପାରେ । ଜଳସ୍ତର ଲଗାତାର ବୃଦ୍ଧି ପାଉଥିବାରୁ ତଳିଆ ଅଞ୍ଚଳରେ ସ୍ଥିତି ବିଗିଡ଼ିବାରେ ଲାଗିଛି ।…