ଜ୍ୱର, କାଶ, ସର୍ଦ୍ଦି ଏବଂ ଗଳା ଯନ୍ତ୍ରଣା ଏହା ସାଧାରଣ ଫ୍ଲୁ ନା କୋଭିଡ୍?ଅନେକେ ଦ୍ୱନ୍ଦ୍ୱରେ
ବର୍ଷା ଋତୁ ଆସିଲେ ବଢ଼ିଯାଏ ଭାଇରାଲ ସଂକ୍ରମଣ ର ଆଶଙ୍କା । ଜ୍ୱର, କାଶ, ସର୍ଦ୍ଦି ଏବଂ ଗଳା ଯନ୍ତ୍ରଣା ଭଳି ଲକ୍ଷଣ ଦେଖାଦେଲେ ଅନେକେ ଦ୍ୱନ୍ଦ୍ୱରେ ପଡ଼ୁଛନ୍ତି—ଏହା ସାଧାରଣ ଫ୍ଲୁ ନା କୋଭିଡ୍? କାରଣ ଏବେ ଉଭୟ ରୋଗର ଲକ୍ଷଣ ପ୍ରାୟ ଏକାଭଳି ହୋଇଥିବାରୁ କେବଳ ଲକ୍ଷଣ ଦେଖି ଭେଦ କରିବା କଷ୍ଟକର ।…