Browsing Tag

#odisha

ଆଜିର ରାଶିଫଳ

ମେଷ: ଆପଣ ଏକ ଅଜଣା ଭୟ ଦ୍ୱାରା ଚିନ୍ତିତ ହୋଇପାରନ୍ତି । ଆପଣଙ୍କ କଥାବାର୍ତ୍ତାରେ ସନ୍ତୁଳିତ ରୁହନ୍ତୁ । ଆପଣଙ୍କ ବ୍ୟବସାୟରେ ପରିବର୍ତ୍ତନ ପାଇଁ ସୁଯୋଗ ମିଳିପାରେ । ଆପଣଙ୍କୁ ଜଣେ ବନ୍ଧୁଙ୍କଠାରୁ ସମର୍ଥନ ମିଳିପାରେ । ଆପଣଙ୍କର ଏକ ପ୍ରବଳ ଧାର୍ମିକ ଉତ୍ସାହ ରହିବ । କୋଠା ରକ୍ଷଣାବେକ୍ଷଣ…

ବିଦେଶରେ ଏକାଧିକ ସ୍ଥାନରେ କରିଛି ଅଦିନିଆ ରଥଯାତ୍ରା ଆୟୋଜନ କଲା ଇସ୍କନ

କେବେ ମାନିବ, କେବେ ଶୁଣିବ ? ଇସ୍କନର ପୁଣି ମନମାନି। ବିଦେଶରେ ଏକାଧିକ ସ୍ଥାନରେ କରିଛି ଅଦିନିଆ ରଥଯାତ୍ରା। ଗଜପତି ମହାରାଜଙ୍କ ବାରମ୍ବାର ଚିଠି ପରେ ବି ଇସ୍କନ ମାନୁନି କି , ଖାତିର୍ ବି କରୁନି। ଏପ୍ରିଲ ୧୧ରେ ହ୍ୟୁଷ୍ଟନରେ ରଥଯାତ୍ରା ଆୟୋଜନ କରିଥିଲା। ଟେକ୍ସାସ୍ ଓ ବ୍ରିସବେନ୍ର ମଧ୍ୟ…

ଭାରତରୁ ଆମଦାନୀ ହେଉଥିବା ସୋଲାର ସେଲ୍ ଉପରେ ୧୨୩ ପ୍ରତିଶତ ‘ଆଣ୍ଟି-ଡମ୍ପିଂ ଡ୍ୟୁଟି’ ଲାଗୁ କଲା…

ଭାରତୀୟ ସୋଲାର ପ୍ୟାନେଲ୍ ଏବଂ ସୋଲାର ସେଲ୍ (Solar Cells) ପ୍ରସ୍ତୁତକାରୀ କମ୍ପାନୀଗୁଡ଼ିକ ପାଇଁ ଆମେରିକା ବଜାରରୁ ଏକ ଖରାପ ଖବର ଆସିଛି। ଆମେରିକା ସରକାର ଭାରତରୁ ଆମଦାନୀ ହେଉଥିବା ସୋଲାର ସେଲ୍ ଉପରେ ୧୨୩ ପ୍ରତିଶତ 'ଆଣ୍ଟି-ଡମ୍ପିଂ ଡ୍ୟୁଟି' (Anti-Dumping Duty) ଲାଗୁ କରିବାକୁ…

ବୁଦ୍ଧଙ୍କ ବିଚାର ବର୍ତ୍ତମାନ ତଥା ଭବିଷ୍ୟତ ପାଇଁ ଖୁବ୍ ଜରୁରୀ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ରବିବାର ମନ୍ କୀ ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏଥିରେ ସେ ଭଗବାନ ବୁଦ୍ଧଙ୍କ ଶାନ୍ତିବାର୍ତ୍ତାଠୁ ଆରମ୍ଭ କରି ମହାକାଶ ବିଜ୍ଞାନରେ ଭାରତରେ ଅବଦାନ ବାବଦରେ ଅନେକ କିଛି କହିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସାରା…

ମୁମ୍ବାଇର ସାଣ୍ଟାକ୍ରୁଜ୍ରରେ ଏକ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ କିଣିଲେ ବଲିଉଡ୍ ପ୍ଲେବ୍ୟାକ୍ ଗାୟିକା ଶ୍ରେୟା…

ବଲିଉଡ୍ ପ୍ଲେବ୍ୟାକ୍ ଗାୟିକା ଶ୍ରେୟା ଘୋଷାଲ୍। ପ୍ରାୟତଃ କୌଣସି ନା କୌଣସି ଗୀତ କିମ୍ବା ଷ୍ଟେଜ୍ ପରଫମାନ୍ସ ପାଇଁ ଖବରରେ ରହିଥାଆନ୍ତି। ସେ ବର୍ତ୍ତମାନ ତାଙ୍କ ସଙ୍ଗୀତ ପାଇଁ ନୁହେଁ, ବରଂ ଏକ ନୂତନ ସମ୍ପତ୍ତି କିଣିବା ପାଇଁ ଶିରୋନାମାରେ ଅଛନ୍ତି। ରିପୋର୍ଟ ଅନୁଯାୟୀ ଗାୟିକା ମୁମ୍ବାଇର…

କନ୍ଧମାଳରୁ ପୁରୀ ଗଲା ରଥକାଠ,୩ ରଥର ଅଖ ନିର୍ମାଣ କାର୍ଯ୍ୟରେ ହେବ ବ୍ୟବହୃତ

ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ କନ୍ଧମାଳରୁ ପୁରୀ ଗଲା ରଥକାଠ । ପ୍ରଥମଥର ପାଇଁ କନ୍ଧମାଳ ଜିଲ୍ଲା କୋଟଗଡ଼ ବନାଞ୍ଚଳରୁ ରଥଯାତ୍ରା ପାଇଁ କାଠ ଯାଇଛି । ଏହି କାଠ ୩ ରଥର ଅଖ ନିର୍ମାଣ କାର୍ଯ୍ୟରେ ବ୍ୟବହୃତ କରାଯିବ । କୋଟଗଡ଼ ବନାଞ୍ଚଳରୁ ୨୩ ଖଣ୍ଡ ୪୦ ଫୁଟ ଲମ୍ବର ଧଉରା କାଠ ପଠାଯାଇଛି ।…

ଆଇପିଏଲର ୩୭ତମ ଲିଗ୍ ମୁକାବିଲା: ମୁହାଁମୁହିୀଁ ହେବେ ଚେନ୍ନାଇ ଏବଂ ଗୁଜୁରାଟ

ରବିବାର ଆଇପିଏଲର ୩୭ତମ ଲିଗ୍ ମୁକାବିଲାରେ ମୁହାଁମୁହିୀଁ ହେବେ ଚେନ୍ନାଇ ଏବଂ ଗୁଜୁରାଟ । ସିଏସକେ ନିଜ ଘରୋଇ ଗ୍ରାଉଣ୍ଡରେ ଗୁଜରାଟକୁ ଭେଟିବ । ଚେନ୍ନାଇ ଗତ ଗୁରୁବାର ଦିନ ମୁମ୍ବାଇକୁ ହରାଇ ପଏଣ୍ଟ ତାଲିକାର ପଞ୍ଚମ ସ୍ଥାନକୁ ଉନ୍ନୀତ ହୋଇଥିଲା। ଏହାର ଦିନକ ପରେ ଗୁଜରାଟ ଡିଫେଣ୍ଡିଂ ଚାମ୍ପିଅନ…

ସ୍କିନ୍ ଏବଂ କେଶ ପାଇଁ ଲାଭଦାୟକ ଭୃସଙ୍ଗ ପତ୍ର

ସାଧାରଣତଃ ସାଉଥ୍‌ ଇଣ୍ଡିଆ ଖାଦ୍ୟରେ ଭୃସଙ୍ଗ ପତ୍ର ବ୍ୟବହାର କରାଯାଇଥାଏ । ବର୍ଷ ବର୍ଷ ଧରି ଭାରତୀୟ ଘରେ ଭୃସଙ୍ଗ ପତ୍ର ବ୍ୟବହାର କରାଯାଉଛି । ଅନେକ ଔଷଧୀୟ ଗୁଣ ଭୃସଙ୍ଗ ପତ୍ରରୁ ମିଳିଥାଏ ଯାହା ଶରୀର ପାଇଁ ବହୁତ ଭଲ ହୋଇଥାଏ । ଭିଟାମିନ୍ B2, ଭିଟାମିନ୍ B1 ଏବଂ ଭିଟାମିନ୍ A ପରି ଅନେକ…

ତାତି ଓ ଗୁଳୁଗୁଳିରୁ ଆଶ୍ବସ୍ତି ଆଣିବ କାଳବୈଶାଖୀ

ତାତି ଓ ଗୁଳୁଗୁଳିରୁ ଆଶ୍ବସ୍ତି ଆଣିବ କାଳବୈଶାଖୀ । ଉତ୍ତର ଓଡ଼ିଶା, ଦକ୍ଷିଣ ଓଡ଼ିଶା ଏବଂ ଉପକୂଳ ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା । ଆଜି ବିଜୁଳି, ଘଡଘଡି ସହ ବର୍ଷା ପାଇଁ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ । ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ ଓ ମାଲକାନଗିରିରେ କାଳବୈଶାଖୀ ସମ୍ଭାବନା ରହିଛି…

ଆଜିର ରାଶିଫଳ

ମେଷ : ଆପଣ ମାନସିକ ଶାନ୍ତି ଅନୁଭବ କରିବେ । ଆପଣଙ୍କ ପାରିବାରିକ ଜୀବନ ଖୁସି ରହିବ । ଆପଣଙ୍କ ପିଲାମାନଙ୍କଠାରୁ ଆପଣଙ୍କୁ ଶୁଭ ଖବର ମିଳିପାରେ । ଆପଣଙ୍କ ଶିକ୍ଷାଗତ କାର୍ଯ୍ୟରେ ଉନ୍ନତି ହେବ । ବନ୍ଧୁମାନଙ୍କଠାରୁ ଆପଣଙ୍କୁ ସମର୍ଥନ ମିଳିବ । ଆପଣ କାର୍ଯ୍ୟକ୍ଷେତ୍ରରେ ସମସ୍ୟା ବିଷୟରେ…