Browsing Tag

#odisha

ଆସନ୍ତାକାଲି ଶ୍ରୀମନ୍ଦିରକୁ ବାହୁଡ଼ିବେ ଶ୍ରୀଜିଉ,ଆଜି ନବମୀ ତିଥିରେ ସନ୍ଧ୍ୟା ଦର୍ଶନ କରିବେ ଭକ୍ତ

କାଲି ବାହୁଡ଼ା, ଆଜି ସନ୍ଧ୍ୟା ଦର୍ଶନ । ଆଜି ନବମୀ ତିଥିରେ ସନ୍ଧ୍ୟା ଦର୍ଶନ କରିବେ ଭକ୍ତ । ଏଥିପାଇଁ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି । ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତି ଆଧାରରେ ଆଜି ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଆଡପ ମଣ୍ଡପରେ ସନ୍ଧ୍ୟା ଦର୍ଶନ କରିବେ ଭକ୍ତ ।…

୨୦୨୫-୨୬ ଶିକ୍ଷାବର୍ଷର ଦୁଇଟି ସେମିଷ୍ଟର ପେପର ଲିକ୍ ଅଭିଯୋଗ, ବାତିଲ ହେଲା ପରୀକ୍ଷା

ପୁଣି ଲିକ୍ ହେଲା ପ୍ରଶ୍ନପତ୍ର। ଏଭଳି ଘଟଣା ଘଟିଛି ବୀର ମାଧୋ ସିଂହ ଭଣ୍ଡାରୀ ଉତ୍ତରାଖଣ୍ଡ ବୈଷୟିକ ବିଶ୍ୱବିଦ୍ୟାଳୟ (UTU) । ୨୦୨୫-୨୬ ଶିକ୍ଷାବର୍ଷର ଦୁଇଟି ସେମିଷ୍ଟର ପେପର ଲିକ୍ ଅଭିଯୋଗ ପରେ ପରୀକ୍ଷାକୁ ବାତିଲ କରିଛି। ଘଟଣା ସାମ୍ନାକୁ ଆସିବା ପରେ ବିଶ୍ୱବିଦ୍ୟାଳୟ ସହକାରୀ ପ୍ରଫେସରଙ୍କ…

ଛାତ୍ରଙ୍କ ସମର୍ଥନରେ ବାହାରିଲେ ସାମାଜିକ କାର୍ଯ୍ୟକର୍ତ୍ତା ଆନ୍ନା ହଜାରେ,ମହାତ୍ମା ଗାନ୍ଧିଙ୍କ ପ୍ରତିମା ନିକଟରେ ୨…

ସାମାଜିକ କାର୍ଯ୍ୟକର୍ତ୍ତା ଆନ୍ନା ହଜାରେ ମହାରାଷ୍ଟ୍ରର ଅହିଲ୍ୟାନଗରରେ ଦିଲ୍ଲୀରେ ବିରୋଧ ପ୍ରଦର୍ଶନ କରୁଥିବା ଛାତ୍ରଙ୍କ ସମର୍ଥନରେ ଗୁରୁବାର ୨ ଘଣ୍ଟା ମୌନ ବ୍ରତ କରିଛନ୍ତି। ହଜାରେ ଅହିଲ୍ୟାନଗରସ୍ଥିତ ମହାତ୍ମା ଗାନ୍ଧିଙ୍କ ପ୍ରତିମା ନିକଟରେ ପୂର୍ବାହ୍ନ ୧୧ଟା ବେଳେ ତାଙ୍କ ମୌନ ବିରୋଧ…

ବିଲକୁ ଓଲଟିଲା ଘରୋଇ ବସ୍,୪୦ ଆହତ

ବିଲକୁ ଓଲଟିଲା ବସ୍ । ୪୦ ଆହତ । ନବରଙ୍ଗପୁର ଜିଲ୍ଲାର ଚନ୍ଦାହାଣ୍ଡିରୁ ଜୟପୁର ଅଭିମୁଖେ ଆସୁଥିବା ବେଳେ ଆଉଳି ନିକଟରେ ଏକ ଘରୋଇ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ବସ୍ ସମ୍ମୁଖକୁ ହଠାତ୍ ଏକ ମୋଟର ସାଇକେଲ୍ ଆସିଯିବାରୁ ଭାରସାସ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା ବସ୍ ଟି । ଏଥିରେ ୪୦…

ଇନଷ୍ଟାଗ୍ରାମ ୟୁଜର୍ସଙ୍କ ପାଇଁ ଆସିଛି ଏକ ଦମଦାର ଅପଡେଟ୍,ପୋଷ୍ଟକୁ ଡିଲିଟ୍ ନକରି ମଧ୍ୟ ତାହାର ଅଡିଓ କିମ୍ବା ମ୍ୟୁଜିକ୍…

ଇନଷ୍ଟାଗ୍ରାମ ୟୁଜର୍ସଙ୍କ ପାଇଁ ଆସିଛି ଏକ ଦମଦାର ଅପଡେଟ୍ । ଏବେ ପୂର୍ବରୁ ପବ୍ଲିସ୍ କରିଥିବା ପୋଷ୍ଟକୁ ଡିଲିଟ୍ ନକରି ମଧ୍ୟ ତାହାର ଅଡିଓ କିମ୍ବା ମ୍ୟୁଜିକ୍ ବଦଳାଇବାର ସୁବିଧା ପାଇପାରିବେ ୟୁଜର୍ସ । ବିଶେଷ କରି କ୍ରିଏଟରମାନଙ୍କ ପାଇଁ ଇନଷ୍ଟାଗ୍ରାମର ଏହି ନୂଆ ଫିଚର୍ସ ବେଶ୍ ଉପଯୋଗୀ…

ତେହରାନ ଭିତରେ ପଶି ଆକ୍ରମଣ କରିବୁ, ଦେଶର ସବୁ ବିଦ୍ୟୁତ ପ୍ଲାଣ୍ଟକୁ ଉଡ଼ାଇ ଦେବୁ – ଟ୍ରମ୍ପ୍ ଙ୍କ ଇରାନକୁ କଡ଼ା…

ହୋର୍ମୋଜ୍ ପ୍ରଣାଳୀରେ ବାରମ୍ବାର ଜାହାଜ ଉପରେ ଆକ୍ରମଣ ହେବାକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଇରାନକୁ କଡ଼ା ଚେତାବନୀ ଦେଇଛନ୍ତି । କହିଛନ୍ତି, ହର୍ମୋଜରେ ଆଉ ହମଲା କରନାହିଁ । ନହେଲେ ତେହରାନ ଭିତରେ ପଶି ଆକ୍ରମଣ କରିବୁ। ଦେଶର ସବୁ ବିଦ୍ୟୁତ ପ୍ଲାଣ୍ଟକୁ ଉଡ଼ାଇ ଦେବୁ।…

ବିଶ୍ବ ଟେଷ୍ଟ ଚାମ୍ପିଅନସିପ ୨୦୨୭ ଫାଇନାଲ ପାଇଁ ତାରିଖ ଏବଂ ସ୍ଥାନକୁ ନେଇ ମୋହର ମାରିଛି ଆଇସିସି

ବିଶ୍ବ ଟେଷ୍ଟ ଚାମ୍ପିଅନସିପ ୨୦୨୭ ଫାଇନାଲ ପାଇଁ ତାରିଖ ଏବଂ ସ୍ଥାନକୁ ନେଇ ମୋହର ମାରିଛି ଆଇସିସି । ଫାଇନାଲ ମ୍ୟାଚ୍ ଆସନ୍ତାବର୍ଷ ଲଣ୍ଡନ ସ୍ଥିତ ଦ ଓଭାଲ ମଇଦାନରେ ଖେଳାଯିବ । ଏହାପୂର୍ବରୁ ୨୦୨୩ରେ ଫାଇନାଲ ଓଭାଲରେ ଖେଳା ଯାଇଥିଲା । ସେତେବେଳେ ଅଷ୍ଟ୍ରେଲିଆ ନିଜ ନାମରେ ଟାଇଟଲ ହାସଲ…

ଦୁଇ ଘଣ୍ଟା ପରେ ଆୟେଶା ଖାନଙ୍କୁ ରିଲିଜ କଲା ପୋଲିସ

'ଧୁରନ୍ଧର' ଚଳଚ୍ଚିତ୍ରର 'ଶରାରତ' ଗୀତରୁ ଫେମ୍ ହାସଲ କରିଥିବା ଅଭିନେତ୍ରୀ ଆୟେଶା ଖାନ। ତାଙ୍କ ପ୍ରଶଂସକମାନଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ମୁମ୍ବାଇର ଦାଦର ଅଞ୍ଚଳରେ ଛାତ୍ର ପ୍ରତିବାଦ ସମୟରେ ପୋଲିସ ଦ୍ୱାରା ଅଟକ ରଖାଯାଇଥିବା ଆୟେଶା ଖାନଙ୍କୁ ଦୁଇ ଘଣ୍ଟା ପରେ ରିଲିଜ୍…

ରାଜ୍ୟ ସରକାରୀ କର୍ମଚାରୀଙ୍କ ୫ ପ୍ରତିଶତ ଡିଏ ବୃଦ୍ଧି କଲେ ରାଜ୍ୟ ସରକାର

ରାଜ୍ୟ ସରକାରୀ କର୍ମଚାରୀଙ୍କ ଡିଏ ବୃଦ୍ଧି । ପ୍ରାକ୍-ସଂଶୋଧିତ ବେତନ ସ୍କେଲରେ ଥିବା କର୍ମଚାରୀଙ୍କ ଡିଏ ୫ ପ୍ରତିଶତ ବୃଦ୍ଧି । ୨୫୭%ରୁ ବଢ଼ି ୨୬୨% ହେଲା । ରାଜ୍ୟ ସରକାର ଓଆରଏସପି-୨୦୦୮ ଅନୁଯାୟୀ ପ୍ରାକ୍-ସଂଶୋଧିତ ବେତନ ସ୍କେଲରେ ବେତନ ପାଉଥିବା ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ମହଙ୍ଗା…

ରାଜ୍ୟରେ ୨ କୋଭିଡ ପଜେଟିଭ ଚିହ୍ନଟ ,କିନ୍ତୁ କୋଭିଡ ପରିସ୍ଥିତି ନାହିଁ, ଏବେ ଏହା ଏକ ସାଧାରଣ ଇନ୍ ଫ୍ଲୁଏଞ୍ଜା

ରାଜ୍ୟରେ ୨ କୋଭିଡ ପଜେଟିଭ ଚିହ୍ନଟ । କିନ୍ତୁ କୋଭିଡ ପରିସ୍ଥିତି ନାହିଁ, ଏବେ ଏହା ଏକ ସାଧାରଣ ଇନ୍ ଫ୍ଲୁଏଞ୍ଜା ଏହା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ରବୀନ୍ଦ୍ରନାଥ ମିଶ୍ର । ରାଜ୍ୟରେ ଏବେ କୋଭିଡ୍ ପରିସ୍ଥିତି ନାହିଁ । ଏହାର କିଛି ବି ଗୁରୁତ୍ୱ ନାହିଁ । ଏହା ଏକ ସାଧାରଣ…