Browsing Tag

#odisha

ଜୁନିୟର ଆକାଉଣ୍ଟାଣ୍ଟ ପରୀକ୍ଷା ବାତିଲ କଲା ଓଏସଏସସି

ଭୁବନେଶ୍ୱର: ଚାରିଆଡୁ ବିରୋଧ ପରେ ଜୁନିୟର ଆକାଉଣ୍ଟାଣ୍ଟ ପରୀକ୍ଷା ବାତିଲ କଲା ଓଏସଏସସି । ଗତକାଲି ଏହି ପରୀକ୍ଷା ହୋଇଥିବା ବେଳେ ପରୀକ୍ଷାରେ ଓଡ଼ିଆ ପ୍ରଶ୍ନ ବୁଝିହେଉନଥିବା ଅଭିଯୋଗ ହୋଇଥିଲା । ଫଳରେ ଆଜି ଜୁନିୟର ଆକାଉଣ୍ଟାଣ୍ଟ ପରୀକ୍ଷା ବାତିଲ୍‌ ହୋଇଛି। ପ୍ରଶ୍ନପତ୍ରରେ ବ୍ୟାପକ…

ସଚିନ ଙ୍କ ଜନ୍ମଦିନ, ୫୦ ବର୍ଷ ର ସ୍ମୃତି

ସଚିନଙ୍କ ସାରା ବିଶ୍ୱରେ ପ୍ରଶଂସକ ଅଛନ୍ତି । ଆଜି ଜନ୍ମଦିନରେ ସମସ୍ତେ ତାଙ୍କୁ ଶୁଭେଚ୍ଛା ବାର୍ତ୍ତା ପଠାଉଛନ୍ତି । କ୍ରିକେଟ ଖେଳରୁ ତାଙ୍କୁ ଭଗବାନ କୁହାଯାଉଛି । ଏସବୁ ତାଙ୍କର ଅକ୍ଲାନ୍ତ ପରିଶ୍ରମ ପାଇଁ । ସେ କେବଳ ଖେଳର ନିଷ୍ଠା ପରିଶ୍ରମ ପାଇଁ ଏସବୁ ସାଉଁଟିଛନ୍ତି ।…

ଓଏସଏସସି ପରୀକ୍ଷାର ପ୍ରଶ୍ନପତ୍ର :ଓଡ଼ିଶା ଭାଷାକୁ କଦର୍ଥ କରିବା

ଭୁବନେଶ୍ୱର:  ଓଏସଏସସି ପରୀକ୍ଷାରେ ଓଡ଼ିଆ ପ୍ରଶ୍ନପତ୍ର କରି ଓଡ଼ିଶାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ଖେଳୁଛନ୍ତି ରାଜ୍ୟ ସରକାର ।  ଓଏସଏସସି ପରୀକ୍ଷାର ପ୍ରଶ୍ନପତ୍ର ଦେଖିଲେ ଜଣାପଡୁଛି ଏହାକୁ ପ୍ରସ୍ତୁତ କରୁଥିବା ସଂସ୍ଥା ଓଡ଼ିଆ ସଂସ୍ଥା ନୁହେଁ ଏବଂ ଏହାର ଦାୟିତ୍ୱରେ ଥିବା ଅଧିକାରୀ ମଧ୍ୟ…

କେକେଆର୍‌କୁ ୪୯ ରନ୍‌ରେ ପରାସ୍ତ କଲା ସି‌ଏସ୍‌କେ

କୋଲ୍‌କାତା: କୋଲ୍‌କାତା ନାଇଟ୍‌ ରାଇଡର୍ସ କୁ ୪୯ ରନ୍‌ରେ ପରାସ୍ତ କରି ଚେନ୍ନାଇ ସୁପର କିଙ୍ଗ୍ସ  ପଞ୍ଚମ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷକୁ ଉଠିଛି। ସିଏସ୍‌କେ ୨୩୫ ରନ୍‌ କରିଥିଲା। ଟସ୍‌ ହାରି ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରିତ ସିଏସ୍‌କେ ପାଳିରେ ଅଜିଙ୍କ୍ୟ ରାହାଣେ ୭୧, ଡେଭନ କନ୍‌ୱେ…

ରାଜସ୍ଥାନକୁ ୭ ରନ୍‌ରେ ହରାଇଲା ବାଙ୍ଗାଲୋର

ବାଙ୍ଗାଲୋର: ଏକ ରୋମାଂଚକର ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୭ ରନ୍‌ରେ ପରାସ୍ତ କରିଛି।  ୧୯୦ ରନ୍‌ର ବିଜୟ ଲକ୍ଷ୍ୟ ନେଇ ଦ୍ବିତୀୟ ପାଳି ଖେଳିଥିବା ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭରରେ ୬ଟି ୱିକେଟ୍‌ ହରାଇ ୧୮୨ ରନ୍‌ରେ ଅଟକି ଯାଇଛି। ଦୁଇ ଦଳ ମଧ୍ୟରେ…

ଭୁବନେଶ୍ୱର ଠାରେ ଜି-୨୦ “ଭବିଷ୍ୟତର କାର୍ଯ୍ୟଶୈଳୀ ଓ ଦକ୍ଷତା ପ୍ରଦର୍ଶନୀ” ଉଦଘାଟିତ

ଭୁବନେଶ୍ୱର : ଓଡ଼ିଶାର ଭୂମିରେ କଳା, ସାହିତ୍ୟ, ସଂସ୍କୃତି ଓ ବାଣିଜ୍ୟରେ ଦକ୍ଷତାର ପରାକାଷ୍ଠା ରହିଛି ।  ଭୁବନେଶ୍ୱର ସ୍ଥିତ ଆଇଏମଏମଟି ପରିସରରେ ଜି-୨୦ ଶିକ୍ଷା ଓ୍ୱାର୍କିଂ ଗ୍ରୁପ ବୈଠକ ପରିପ୍ରେକ୍ଷୀରେ ଆୟୋଜିତ “ଭବିଷ୍ୟତର କାର୍ଯ୍ୟଶୈଳୀ ଓ ଦକ୍ଷତା ପ୍ରଦର୍ଶନୀ”ର ଉଦଘାଟନ କରିବା ଅବସରରେ…

ମନୀଷ ସିସୋଦିଆଙ୍କ ଅଡ଼ୁଆ ବଢ଼ୁଛି!

ନୂଆଦିଲ୍ଲୀ: ମଦ ଦୁର୍ନୀତିକୁ ନେଇ ଏବେ ସାରା ଦେଶରେ ଚର୍ଚା । କଟର ଇମାନଦାରୀ ଦଳ କୁହାଯାଇଥିବା ଆପ ଏବେ ମଦ ଦୁର୍ନୀତିରେ ଛନ୍ଦି ହୋଇଯାଇଛି । ହାଇକୋର୍ଟରେ ଜାମିନ ପାଇଁ ମନୀଷ ସିସୋଦିଆ ଗୁହାରି କରିଥିବା ବେଳେ ସିବିଆଇ କିନ୍ତୁ ମନିଷଙ୍କୁ ଜାମିନ ନଦେବା ପାଇଁ ବଳିଷ୍ଠ ଯୁକ୍ତି ରଖିଛି ।…

ଝଡ଼ ଆସୁଛି ସତର୍କ ରହିବା ଜରୁରୀ

ଭୁବନେଶ୍ୱର: କିଛି ଦିନ ଧରି ପ୍ରବଳ ତାତି ପରେ ଏବେ ଝଡ଼ ବର୍ଷା ଆସୁଛି । ଏଥିପାଇଁ  ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ବିଶେଷ କରି ବିଜୁଳି ଘଡ଼ଘଡ଼ି ସମୟରେ ସତର୍କ ରହିବା ପାଇଁ କୁହାଯାଇଛି । ରାଜ୍ୟରେ ପଶ୍ଚିମା ଝଡ ସକ୍ରିୟ ରହିଥିବାରୁ କିଛି ସ୍ଥାନରେ…

ଶ୍ରୀଜୀଉଙ୍କ ରଥ ଅନୁକୂଳ

ପୁରୀ: ଚଳିତ ବର୍ଷ ରଥଯାତ୍ରା ପାଇଁ ଆଜି ପବିତ୍ର  ଅକ୍ଷୟ ତୃତୀୟା ତିଥିରେ ଶ୍ରୀଜୀଉମାନଙ୍କ ରଥ ନିର୍ମାଣ ଅନୁକୂଳ କରାଯିବା ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ପରମ୍ପରା ଅନୁଯାୟୀ ରଥ ଖଳାରେ ୩ଟି ୧୨ଫୁଟିଆ ଧଉରା କାଠ ରଖାଯାଇଛି । ରଥଖଳାରେ  ହୋମ ଯଜ୍ଞ ପରେ ରଥ ନିର୍ମାଣ ଅନୁକୂଳ ହେବ ।…

ଅଖିମୁଠି ଅନୁକୂଳ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଚାଷୀଙ୍କ ପାଇଁ ପବିତ୍ର ଦିବସ ପବିତ୍ର ଅକ୍ଷୟ ତୃତୀୟା । ସାରା ଓଡ଼ିଶାରେ ଆଜି ଅକ୍ଷୟ ତୃତୀୟା ପାଳନ କରାଯାଉଛି । ଚାଷୀମାନେ ଆଜିର ଦିନରେ ଅଖିମୁଖି ଅନୁକୂଳ କରିଥାନ୍ତି । ଏହି ଅବସରରେ  ଅଖିମୁଠି ଅନୁକୂଳ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।…