ବହୁ ସମୟରେ ଓଡ଼ିଶା ଆସେ, କାରଣ ମୁଁ ଓଡ଼ିଶାର ଜ୍ବାଇଁ : ପ୍ରଧାନ ବିଚାରପତି
କଟକରେ ଆରମ୍ଭ ହୋଇଥିବା ଦୁଇ ଦିନିଆ ଡିଜିଟାଇଜେସନ, ପେପରଲେସ କୋର୍ଟ୍ସ କୁ ଉଦଘାଟନ କରିଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୁଡ। ଓଡିଶା ଜୁଡ଼ିସିଆଲ ଏକାଡେମୀ ସମ୍ମିଳନୀ କକ୍ଷରେ ଆୟୋଜିତ ସଭାରେ ପ୍ରଧାନ ବିଚାରପତି କହିଛନ୍ତି ସେ ଅନେକ ଥର ଓଡ଼ିଶା ଆସିଛନ୍ତି…