Browsing Tag

#odisha

ବିଜେପିକୁ ଡେଇଁବାକୁ ବିଜେଡି ନେତାଙ୍କ ସଜବାଜ! ଦିଲ୍ଲୀ ମଞ୍ଚରେ ଧରିପାରନ୍ତି ପଦ୍ମ

ଭୁବନେଶ୍ବର: ଆସନ୍ତା ନିର୍ବାଚନରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରାୟ ଅଧାଅଧି ବିଧାୟକଙ୍କୁ ବଦଳାଇବେ ବୋଲି ଚର୍ଚା ହେଉଛି ।  ବିଜେଡିର ଅନେକ ବିଧାୟକଙ୍କ ଟିକେଟ କଟିବା ନେଇ ଆଲୋଚନା ଜାରି ରହିଥିବା ବେଳେ କିଛି ଅସନ୍ତୁଷ୍ଟ ନେତା ବିଜେପିରେ ଯୋଗ ଦେବାକୁ ସଜ ହେଉଛନ୍ତି । ଏହି…

ପୁଣି ବିପଦରେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ, ସଂଯୁକ୍ତା ଦେଲେ ଏଫଆଇଆର

ବିଜେଡିର ପୋଲସରା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କୁ ପୋଲିସ ଜେରା କରିବ କି । ବିଜେଡି ଦଳ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ କି ? ଏପରି ଅନେକ ଚର୍ଚା ଏବେ ହେଉଛି ।  ତାଙ୍କ ନାଁ ରେ ପୁଣି ଗୁରୁତର ଅଭିଯୋଗ ଆଣିଛନ୍ତି ସଂଯୁକ୍ତା ମହଲା । ନିଜ ଅଧିକାର ପାଇଁ…

ବିଦେଶ ମନ୍ତ୍ରୀ ଆଜି ମନୋନୟନପତ୍ର ଦାଖଲ କରିବେ ଜୟଶଙ୍କର

ଗାନ୍ଧୀନଗର: ବିଦେଶ ମନ୍ତ୍ରୀ ଏସ୍‌ ଜୟଶଙ୍କର ଗୁଜରାଟରୁ ରାଜ୍ୟସଭା ପାଇଁ ଆଜି ମନୋନୟନପତ୍ର ଦାଖଲ କରିବେ। ଗୁଜରାଟରେ ପହଁଚିଛନ୍ତି ଜୟଶଙ୍କର । ଗୁଜରାଟରେ ମୋଟ ୩ଟି ରାଜ୍ୟସଭା ଆସନ ଖାଲି ହେବାକୁ ଥିବା ବେଳେ ଅନ୍ୟ ଦୁଇ ପ୍ରାର୍ଥୀଙ୍କ ସଂପର୍କରେ ବିଜେପି ସଂସଦୀୟ ବୋର୍ଡ ଶୀଘ୍ର ନିଷ୍ପତ୍ତି…

ଏକାମ୍ର କ୍ଷେତ୍ରରେ ଜମିଲାଣି କାଉଡ଼ିଆଙ୍କ ଭିଡ଼

ଭୁବନେଶ୍ବର: ଆଜି ଶ୍ରାବଣ ମାସର ପ୍ରଥମ ସୋମବାରରେ ଶ୍ରୀଲିଙ୍ଗରାଜ ମନ୍ଦିର ନିକଟରେ କାଉଡ଼ିଆଙ୍କ ଭିଡ଼ ଜମିବାରେ ଲାଗିଛି। ଦେବ ଦେବ ମହାଦେବଙ୍କ ଉପରେ ଜଳଲାଗି କରିବା ପାଇଁ ଏକାମ୍ର କ୍ଷେତ୍ର ଚଳଚଞ୍ଚଳ ହୋଇପଡ଼ିଛି। ବିଭିନ୍ନ ନଦୀ ଘାଟରୁ ପାଣି ଉଠାଇ କାଉଡ଼ିଆମାନେ ଏକାମ୍ର କ୍ଷେତ୍ରକୁ ଛୁଟି…

ଓଡ଼ିଆରେ ନ୍ୟୁଜ୍ ପଢ଼ିବ ପ୍ରଥମ ଓଡ଼ିଆ ଏଆଇ ନ୍ୟୁଜ୍ ଆଙ୍କର ‘ଲିସା

ଓଟିଭି ପକ୍ଷରୁ  ଓଡ଼ିଶାର ପ୍ରଥମ ଏଆଇ ନ୍ୟୁଜ୍ ଆଙ୍କରକୁ ଲଞ୍ଚ କରାଯାଇଛି। ହୋଟେଲ ପ୍ରେସିଡେନ୍ସିଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏଆଇ ନ୍ୟୁଜ ଆଙ୍କର ‘ଲିସା’ଙ୍କୁ ଦର୍ଶକଙ୍କ ସମ୍ମୁଖକୁ ଆଣିଛନ୍ତି ଓଟିଭି ନେଟୱର୍କର ସହ-ପ୍ରତିଷ୍ଠାତ୍ରୀ ତଥା ପରିଚାଳନା ନିର୍ଦ୍ଦେଶିକା ଜଗି ମଙ୍ଗତ ପଣ୍ଡା। ସେ…

ଔଷଧ ଗୋଦାମରେ ଲାଗିଲା ନିଆଁ, ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ

ମଞ୍ଚେଶ୍ବର ଶିଳ୍ପାଞ୍ଚଳସ୍ଥିତ ସରକାରୀ ଔଷଧ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ଘଟି  ବିପୁଳ କୋଭିଡ୍‌ ଔଷଧ ଓ କିଟ୍‌ ଜଳିପୋଡ଼ି ପାଉଁଶ ହୋଇଯାଇଛି।  କ୍ଷୟକ୍ଷତିର ଆକଳନ ହୋଇନଥିଲେ ବି କୋଟି କୋଟି ଟଙ୍କାର ସରକାରୀ ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଥିବା ଅନୁମାନ କରାଯାଉଛି। କୋଭିଡ୍‌ ଔଷଧ…

ଦୁଇଟି ରାଶିର ବ୍ୟକ୍ତି ଆଜି ପାଇବେ ଶୁଭ ଫଳ

ଦୁଇଟି ରାଶିର ବ୍ୟକ୍ତି ଆଜି ପାଇବେ ଶୁଭ ଫଳ । ଏହି ଦୁଇଟି ରାଶି ବିଷୟରେ ଆସନ୍ତୁ ଜାଣିବା ମେଷ: ଆପଣ ଅତ୍ୟଧିକ ଆତ୍ମବିଶ୍ୱାସ ଅନୁଭବ କରିବେ। କ୍ୟାରିୟରର ଠିକ୍‌ ଦିଶାରେ ଅଗ୍ରସର ହେବେ। ପ୍ରସିଦ୍ଧି ଓ ପ୍ରଶଂସା ମିଳିବା ଯୋଗ ରହିଛି। ଛାତ୍ରଛାତ୍ରୀମାନେ ସାମାନ୍ୟ ପରିଶ୍ରମରୁ ଯଥେଷ୍ଟ ଶୁଭଫଳ…

ପଞ୍ଚାୟତ ନିର୍ବାଚନ ବେଳେ ପଶ୍ଚିମବଙ୍ଗରେ ବ୍ୟାପକ ହିଂସା, ୧୮ ମୃତ

କୋଲକାତା : ପଶ୍ଚିମବଙ୍ଗରେ ବ୍ୟାପକ ହିଂସା ମଧ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ଶେଷ ହୋଇଛି। ହିଂସା ଯୋଗୁଁ ରାଜ୍ୟରେ ୧୮ ଜଣଙ୍କର ମୃତ୍ୟୁ ଘଟିଛି। ମୁର୍ଶିଦାବାଦ, କୁଚବିହାର, ମାଲଦା, ଦକ୍ଷିଣ ୨୪ ପ୍ରଗଣା, ଉତ୍ତର ଦିନାଜପୁର ଏବଂ ନଦିଆରେ  ବ୍ୟାପକ ହିଂସା ହୋଇଛି। ହିଂସା…

ଏସି ଟ୍ରେନ୍‌ ଭଡ଼ାରେ ରିହାତି ଯୋଜନା ଘୋଷଣା କଲା ରେଳ ମନ୍ତ୍ରଣାଳୟ

ଟ୍ରେନରେ ବସିବା ପାଇଁ ରହିଥିବା ସୁବିଧାର ସର୍ବୋତ୍ତମ ଉପଯୋଗକୁ ଦୃଷ୍ଟିରେ ରଖି, ସବୁ ଏସି ସିଟ୍‌ ଥିବା ଟ୍ରେନରେ ରିହାତି ଭଡ଼ା ଯୋଜନା କାର୍ଯ୍ୟକାରୀ କରିବା ଲାଗି ଜୋନ୍‌ ସ୍ତରୀୟ ରେଳବାଇକୁ କ୍ଷମତା ଦେବା ନିମନ୍ତେ ରେଳ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି ।  ଭିଷ୍ଟାଡୋମ୍‌ କୋଚ୍‌ ସମେତ ଏସି…

ରାୟପୁର – ଖରିଆର ରୋଡ ରେଳ ଲାଇନ ଦୋହରୀକରଣକୁ ପ୍ରଧାନମନ୍ତ୍ରୀ କଲେ ଉତ୍ସର୍ଗ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ  ଛତିଶଗଡର ରାୟପୁରରେ ପ୍ରାୟ ୭୫୦୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ସେ ପ୍ରାୟ ୬୪୦୦ କୋଟି ଟଙ୍କା ମୂଲ୍ୟର ୫ ଟି ଜାତୀୟ ରାଜପଥ ପ୍ରକଳ୍ପ ପାଇଁ ଭିତ୍ତି ପ୍ରସ୍ତର…