Browsing Tag

#odisha

ସରିଲା ରାଷ୍ଟ୍ରପତିଙ୍କ ୩ ଦିନିଆ ଓଡ଼ିଶା ଗସ୍ତ,ଭୁବନେଶ୍ବର ରେଳ ଷ୍ଟେସନରେ ପହଞ୍ଚିବା ପରେ ଦିଲ୍ଲୀ ଫେରିଗଲେ ରାଷ୍ଟ୍ରପତି

ସରିଲା ରାଷ୍ଟ୍ରପତିଙ୍କ ୩ ଦିନିଆ ଓଡ଼ିଶା ଗସ୍ତ । ଭୁବନେଶ୍ବରରୁ ଦିଲ୍ଲୀ ଅଭିମୁଖେ ଦ୍ରୌପଦୀ ମୁର୍ମୁ । ଭୁବନେଶ୍ବର ରେଳ ଷ୍ଟେସନରେ ପହଞ୍ଚିବା ପରେ ଦିଲ୍ଲୀ ଫେରିଗଲେ ରାଷ୍ଟ୍ରପତି । ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ନୂଆଦିଲ୍ଲୀ ଫେରିଛନ୍ତି । ଗତକାଲି ଗଞ୍ଜାମ ଜିଲ୍ଲାର ତପ୍ତପାଣି ନିକଟସ୍ଥ…

ରେଭେନ୍ସା ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ରାଜନୈତିକ ହସ୍ତକ୍ଷେପକୁ ବିରୋଧ କରି ହଷ୍ଟେଲ୍ର ସମସ୍ତ ଓ୍ୱାର୍ଡେନ ଇସ୍ତଫା…

ଘନେଇଲା ବିବାଦ । ରେଭେନ୍ସା ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ରାଜନୈତିକ ହସ୍ତକ୍ଷେପକୁ ବିରୋଧ କରି ହଷ୍ଟେଲ୍ର ସମସ୍ତ ଓ୍ୱାର୍ଡେନ ଇସ୍ତଫା ପ୍ରଦାନ କରିଛନ୍ତି । ହଷ୍ଟେଲ ଦାୟିତ୍ୱରୁ ଓହରିବା ସହ ଭିସିଙ୍କୁ ଇସ୍ତଫା ଦେଇଥିବା ସୂଚନା । ଖବର ଅନୁଯାୟୀ, ଦିନ ଗଡ଼ିବା ସହ ରେଭେନ୍ସା…

ବାବା ଧବଳେଶ୍ୱରଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି

ବାବା ଧବଳେଶ୍ବରଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି । ବ୍ରହ୍ମପୁରରେ ଭୋରରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିଛନ୍ତି ଦ୍ରୌପଦୀ ମୁର୍ମୁ । ଗତକାଲି ଗୋଳାବନ୍ଧ ଆର୍ମି ଏଡି କଲେଜରେ ରାତ୍ର ଯାପନ କରିଥିଲେ । ଆଜି ଭୋରରୁ ଆର୍ମି ଏଡି କଲେଜରୁ ଚାଲି ଚାଲି ଧବଳେଶ୍ଵର ମନ୍ଦିରରେ ପହଞ୍ଚିଥିଲେ ରାଷ୍ଟ୍ରପତି…

ଆଜିଠୁ ରାଜ୍ୟରେ ପୁଣି ବଢ଼ିବ ବର୍ଷା ପରିମାଣ,୮ ତାରିଖ ଯାଏ ପୁରା ରାଜ୍ୟକୁ ବିଜୁଳି ଘଡଘଡି ସହ ବର୍ଷା ପାଇଁ ୟେଲୋ…

ପୁଣି ବର୍ଷାରେ ଭିଜିବ ଓଡ଼ିଶା । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ । ଆଜିଠୁ ରାଜ୍ୟରେ ପୁଣି ବଢ଼ିବ ବର୍ଷା ପରିମାଣ । ୮ ତାରିଖ ଯାଏ ପୁରା ରାଜ୍ୟକୁ ବିଜୁଳି ଘଡଘଡି ସହ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆଜି ସକାଳ ସାଢ଼େ ୮ଟା…

ଜାଣନ୍ତୁ ଆଜିର ରାଶିଫଳ

ମେଷ : ଆଜି ଆପଣଙ୍କ ପାଇଁ ଶୁଭ ଦିନ । କଠିନ ପରିଶ୍ରମର ଭଲ ଫଳ ମିଳିବ । ବ୍ୟବସାୟ ବିସ୍ତାର ପାଇଁ ନୂଆ ସୁଯୋଗ ଆସିବ । କାର୍ଯ୍ୟାଳୟରେ ସହଯୋଗ ମିଳିବ ଏବଂ ସାମାଜିକ ସମ୍ମାନ ବୃଦ୍ଧି ପାଇବ । ପରିବାର ଓ ବନ୍ଧୁଙ୍କ ସହ ଭଲ ସମୟ କଟିବ । ବୈବାହିକ ଜୀବନ ସୁଖମୟ ରହିବ । ଛାତ୍ରଛାତ୍ରୀ ପାଠପଢ଼ାରେ…

ଶୁଭଦୀପ ଘୋଷ ଭାରତୀୟ ପୁରୁଷ କ୍ରିକେଟ୍‌ ଦଳର ଫିଲ୍‌ଡିଂ ପ୍ରଶିକ୍ଷକ ଭାବେ ନିଯୁକ୍ତ

ଶୁଭଦୀପ ଘୋଷ ଭାରତୀୟ ପୁରୁଷ କ୍ରିକେଟ୍‌ ଦଳର ଫିଲ୍‌ଡିଂ ପ୍ରଶିକ୍ଷକ ନିଯୁକ୍ତ ହୋଇଛନ୍ତି। ପୂର୍ବରୁ ଥିବା ଟି. ଦିଲୀପଙ୍କ ସ୍ଥାନରେ ଶୁଭଦୀପଙ୍କୁ ବିସିସିଆଇ ଏହି ନିଯୁକ୍ତି ଦେଇଛି। ୫୭ ବର୍ଷ ବୟସ୍କ ଶୁଭଦୀପ ଘରୋଇ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ଶୃଙ୍ଖଳାରୁ ଭାରତୀୟ ଦଳ ସହ କାମ ଆରମ୍ଭ କରିବେ।…

ଆରପାରିରେ ‘ଗଜନୀ ର ଖଳନାୟକ ବରିଷ୍ଠ ଅଭିନେତା ପ୍ରଦୀପ ରାୱତ,କଳା ଜଗତରେ ଶୋକର ଛାୟା

'ଲଗାନ୍', 'ଗଜନୀ', 'ସରଫରୋଶ୍' ଏବଂ ବି.ଆର୍.ଚୋପ୍ରାଙ୍କ 'ମହାଭାରତ' ଭଳି ଲୋକପ୍ରିୟ ସିନେମା ଓ ଧାରାବାହିକରେ ନିଜର ଦମଦାର ଅଭିନୟ ପାଇଁ ଜଣାଶୁଣା ବରିଷ୍ଠ ଅଭିନେତା ପ୍ରଦୀପ ରାୱତଙ୍କ ୭୪ ବର୍ଷ ବୟସରେ ନିଧନ ହୋଇଛି । ପ୍ରଦୀପଙ୍କ ମୃତ୍ୟୁ ନେଇ ତାଙ୍କ ମ୍ୟାନେଜର ସୂଚନା ଦେଇଛନ୍ତି । ଏହି…

LPG ଉପଭୋକ୍ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା ,ଅଗଷ୍ଟ ୧୬ ତାରିଖ KYC ପୂରଣ କରିବାକୁ ପଡ଼ିବ

LPG ଉପଭୋକ୍ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା। ଯଦି ଆପଣ LPG ସିଲିଣ୍ଡର ବ୍ୟବହାର କରନ୍ତି, ଆପଣଙ୍କର ପଞ୍ଜିକୃତ ମୋବାଇଲ୍ ନମ୍ବରରେ ଏକ ମେସେଜ୍ ପାଇଥିବେ ଯେଉଁଥିରେ ଆପଣଙ୍କୁ ଆପଣଙ୍କର e-KYC ପୂରଣ କରିବାକୁ କୁହାଯାଇଥିବ। ତୈଳ ବିପଣନ କମ୍ପାନୀଗୁଡ଼ିକ ଦ୍ୱାରା ପଠାଯାଇଥିବା ଏହି SMS,…

କାର୍ଗୋ ଜାହାଜ ଉପରେ ଆକ୍ରମଣ,କଣ ରହିବ ଟ୍ରମ୍ପ୍ ଙ୍କ ଆଭିମୁଖ୍ୟ

ହର୍ମୋଜ ଅଶାନ୍ତ । କିଛି ଦିନର ନୀରବତା ପରେ ପୁଣି ଅଶାନ୍ତ ହୋଇ ଉଠିଛି ଏହି ସାମୁଦ୍ରିକ ପଥ । ମଙ୍ଗଳବାର ଏଠାରେ ଏକ କାର୍ଗୋ ଜାହାଜ ଉପରେ ଆକ୍ରମଣ ହୋଇଛି । ପ୍ରୋଜେକ୍ଟାଇଲ୍ ଦ୍ୱାରା କାର୍ଗୋ ବିମାନକୁ ଟାର୍ଗେଟ୍ କରାଯାଇଛି । ତେବେ ଏଥିରେ ହୋଇଥିବା କ୍ଷୟକ୍ଷତି ନେଇ କୌଣସି ସୂଚନା…

ଗିରଫ ହେବା ପରେ ପ୍ରାୟ ୪ ଘଣ୍ଟା ପରେ ମାଡ୍ରାସ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ପୁଲିସ ମୁକ୍ତ ହେଲେ ଷ୍ଟାଲିନ

ଫିଲ୍ମ ଅଭିନେତ୍ରୀ ତ୍ରିଷାଙ୍କୁ ନେଇ ଦ୍ବିଅର୍ଥବୋଧକ ମନ୍ତବ୍ୟ ଦେବା ଘଟଣାରେ ଗିରଫ ହୋଇଥିଲେ ତାମିଲନାଡୁ ବିଧାନସଭାର ବିରୋଧୀ ଦଳ ନେତା ଉଦୟନିଧି ଷ୍ଟାଲିନ । ମାଡ୍ରାସ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କୁ ପ୍ରାୟ ୪ ଘଣ୍ଟା ପରେ ପୁଲିସ ମୁକ୍ତ କରିଛି । ଡିଏମକେ ନେତା ଷ୍ଟାଲିନଙ୍କୁ…