ଆସନ୍ତା ୪ ତାରିଖରୁ କ୍ଷୀର ଦର ବୃଦ୍ଧି କରିବ ଓମଫେଡ୍,ଦର ଲିଟର ପିଛା ୨ରୁ ୪ ଟଙ୍କା ବୃଦ୍ଧି
ପୁଣି ଗ୍ରାହକଙ୍କୁ ମହଙ୍ଗା ମାଡ଼ । କ୍ଷୀର ଦର ବୃଦ୍ଧି କରିବ ଓମଫେଡ୍ । ଆସନ୍ତା ୪ ତାରିଖରୁ ଓମଫେଡ୍ କ୍ଷୀର ଦର ବୃଦ୍ଧି କରିବାକୁ ଯାଉଛି । ପ୍ରତି ଲିଟରରେ ୨ରୁ ୪ ଟଙ୍କା ବଢିଛି । ଟୋନ୍ଡ ଦୁଗ୍ଧ ଲିଟର ପ୍ରତି ୫୬ ଟଙ୍କାରୁ ବୃଦ୍ଧି ପାଇ ୫୮ ଟଙ୍କା ହୋଇଛି ।
ରାଜ୍ୟରେ ଓମଫେଡ୍ କ୍ଷୀରର ଦର…