ଚୀନ୍ରେ ପ୍ରକୃତିର କରାଳ ରୂପ ,ଘୂର୍ଣ୍ଣିଝଡ଼ ‘ନୌଲ୍’ ସ୍ଥଳଭାଗ ଛୁଇଁଛି,୩ ଲକ୍ଷରୁ ଅଧିକ ଲୋକ ସ୍ଥାନାନ୍ତର, ବିମାନ ଓ…
ଚୀନ୍ରେ ପ୍ରକୃତିର କରାଳ ରୂପ । ରବିବାର ଦକ୍ଷିଣ ଚୀନ୍ ଉପକୂଳବର୍ତ୍ତୀ ଅଞ୍ଚଳରେ ଶକ୍ତିଶାଳୀ ଘୂର୍ଣ୍ଣିଝଡ଼ ‘ନୌଲ୍’ ସ୍ଥଳଭାଗ ଛୁଇଁଛି। ଘଣ୍ଟା ପ୍ରତି ୧୪୫ କିଲୋମିଟର ବେଗରେ ପବନ ବହିବା ସହ ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ସମ୍ପୂର୍ଣ୍ଣ ଭାବରେ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଗୁଆଙ୍ଗଡୋଙ୍ଗ…