Browsing Tag

#odisha

କେନ୍ଦ୍ରାପଡ଼ା ଜିଲ୍ଲା ତିଖିରି ପଞ୍ଚାୟତର ଭାଇରାଲ ସରପଞ୍ଚ ଚାମେଲି ଓଝାଙ୍କୁ ଉଠାଇ ନେଲା ପୋଲିସ

କେନ୍ଦ୍ରାପଡ଼ା ଜିଲ୍ଲା ତିଖିରି ପଞ୍ଚାୟତର ଭାଇରାଲ ସରପଞ୍ଚ ଚାମେଲି ଓଝାଙ୍କୁ ଉଠାଇ ନେଲା ପୋଲିସ  । ମହାକାଳପଡ଼ା ପୋଲିସ ତାଙ୍କୁ ନେବାବଳେ ସୋସିଆଲ ମିଡିଆରେ ଲାଇଭ କରି ନିଜେ ଚାମେଲି ଏକଥା ଜଣାଇଛନ୍ତି  ।  କେବଳ ଚାମେଲି ନୁହଁନ୍ତି ତାଙ୍କ ଭାଇଙ୍କୁ ମଧ୍ୟ ପୋଲିସ ଉଠାଇ ନେଇଥିବା ଭିଡିଓ ସେ…

ପ୍ରଥମ ଥର ପାଇଁ ଝିଅ ବେଦାଙ୍କ ଝଲକ ସେୟାର କଲେ ଅଭିନେତା ବତ୍ସଲ ସେଠ୍ ଏବଂ ତାଙ୍କ ପତ୍ନୀ ଇଶିତା ଦତ୍ତା

ଟାର୍ଜନ୍ ଦି ୱଣ୍ଡର କାରର ଅଭିନେତା ବତ୍ସଲ ସେଠ୍ ଏବଂ ତାଙ୍କ ପତ୍ନୀ ଇଶିତା ଦତ୍ତା ପ୍ରଥମ ଥର ପାଇଁ ସେମାନଙ୍କ ଝିଅ ବେଦାଙ୍କ ଝଲକ ସେୟାର କରିଛନ୍ତି । ସେମାନଙ୍କ ଝିଅର ପ୍ରଥମ ଜନ୍ମଦିନ ଅବସରରେ ଦମ୍ପତି ଇନଷ୍ଟାଗ୍ରାମରେ ଏକ ସୁନ୍ଦର ଫ୍ୟାମିଲି ଫଟୋ ସେୟାର କରିଛନ୍ତି । ପୋଷ୍ଟ ସେୟାର କରିବା…

ଗୃହିଣୀଙ୍କ କାର୍ଯ୍ୟର ମୂଲ୍ୟ ପ୍ରତି ମାସ ୩୦,୦୦୦ ଟଙ୍କା – ସର୍ବୋଚ୍ଚ ନ୍ୟାୟାଳୟ

ଗୃହିଣୀ ଓ ସ୍ତ୍ରୀ ମାନଙ୍କ ପାଇଁ ଏକ ବଡ ରାୟ ଶୁଣାଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ସାରା ଦେଶରେ ସ୍ତ୍ରୀ ଏବଂ ଗୃହିଣୀଙ୍କ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ବିଚାରପତି ସଞ୍ଜୟ କାରୋଲ ଏବଂ ଏନ. କୋଟିଶ୍ୱର ସିଂହଙ୍କ ଖଣ୍ଡପୀଠ କହିଛନ୍ତି ଯେ ମହିଳାମାନଙ୍କୁ ଗୃହିଣୀ ନୁହେଁ, ବରଂ…

ଇଥାନଲ ମିଶ୍ରିତ ପେଟ୍ରୋଲ ଉପରୁ ଏକ୍ସାଇଜ ଡ୍ୟୁଟି ଛାଡ଼ କଲେ କେନ୍ଦ୍ର ସରକାର

କେନ୍ଦ୍ର ସରକାର ୨୨%ରୁ ୩୦% ଇଥାନଲ ମିଶ୍ରିତ ପେଟ୍ରୋଲ (E22, E25, E27 ଏବଂ E30)କୁ କେନ୍ଦ୍ରୀୟ ଏକ୍ସାଇଜ ଡ୍ୟୁଟିରୁ ଛାଡ଼ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ଏହି ପଦକ୍ଷେପ ଦ୍ବାରା ଇଥାନଲ ମିଶ୍ରିତ ପେଟ୍ରୋଲକୁ ପ୍ରୋତ୍ସାହନ ମିଳିବା ସହ ଅଶୋଧିତ ତେଲ ଆମଦାନୀ ଉପରେ ନିର୍ଭରତା…

ନିର୍ଦ୍ଵନ୍ଦ୍ଵରେ ରାଜ୍ୟସଭାକୁ ନିର୍ବାଚିତ ହେଲେ ଦେବାଶିଷ ସାମନ୍ତରାୟ

ନିକଟରେ ବିଜେଡି ଛାଡ଼ି ବିଜେପିରେ ମିଶିଥିବା ବରିଷ୍ଠ ନେତା ଦେବାଶିଷ ସାମନ୍ତରାୟ ନିର୍ଦ୍ଵନ୍ଦ୍ଵରେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି। ବିଜେପି ପ୍ରାର୍ଥୀ ଭାବେ ସେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ ହୋଇଛନ୍ତି। ଜୁନ ୫ରେ ବିଜେପିର ପ୍ରାର୍ଥୀ ଭାବେ ଦେବାଶିଷ ନାମାଙ୍କନ ପତ୍ର ଦାଖଲ କରିଥିଲେ।…

ଗୋଟିଏ ଟ୍ରାକରେ ଦୁଇଟି ଟ୍ରେନ୍‌ ସାମ୍ନାସାମ୍ନି ଧକ୍କା,କୌଣସି ମୃତାହତର ସୂଚନା ନାହିଁ

ଟ୍ରେନରେ ସୁରକ୍ଷିତ ଯାତ୍ରାକୁ ନେଇ ଉଠିଲା ପ୍ରଶ୍ନ। ବାହାନଗାରେ ଏତେ ବଡ଼ ଦୁର୍ଘଟଣା ପରେ ବି ପଶୁନି ଚେତା। ତାହା ପୁଣି କୌଣସି ଉପାନ୍ତ ଅଞ୍ଚଳରେ ନୁହେଁ ବରଂ ଖୋଦ୍‌ ରାଜ୍ୟର ରାଜଧାନୀରେ ଘଟିଛି । ଗୋଟିଏ ଟ୍ରାକ୍‌ରେ ଦୁଇଟି ଟ୍ରେନ୍‌ । ରାଜ୍ୟର ସବୁଠୁ ବଡ଼ ରେଳ ଷ୍ଟେସନ ନିକଟରେ ଘଟିଛି ଏହି…

ଆଗାମୀ ୩ ଦିନ ଭିତରେ ଓଡ଼ିଶା ଛୁଇଁବ ମୌସୁମୀ

ଆଗାମୀ ୩ ଦିନ ଭିତରେ ଓଡ଼ିଶା ଛୁଇଁବ ମୌସୁମୀ । ଆସନ୍ତା ୧୩ ତାରିଖ ବେଳକୁ ଦୁଇରୁ ୪ ଡିଗ୍ରୀ ସେଲସିୟସ ତାପମାତ୍ରା ହ୍ରାସ ପାଇବ । ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆଗାମୀ ଦୁଇ ଦିନ ଯାଏ ଲାଗି ରହିବ ଗରମ ଗୁଳୁଗୁଳି । ଦିନ ତାପମାତ୍ରାରେ କୌଣସି ପରିବର୍ତ୍ତନ…

ଆଜିର ରାଶିଫଳ

ମେଷ: ଆଜି ଆପଣ ଆଧ୍ୟାତ୍ମିକତା ଆଡ଼କୁ ଆକର୍ଷିତ ହେବେ । କୋର୍ଟ ମାମଲାରେ ଅସୁବିଧା ହୋଇପାରେ । ଆପଣଙ୍କ କଥାରେ ସଂଯମ ରଖନ୍ତୁ । ଯାତ୍ରା ଯୋଜନା ହୋଇପାରେ । ବୃଷ: ଏକ ନୂତନ ପ୍ରକଳ୍ପ ଆରମ୍ଭ କରିବା ଲାଭଦାୟକ ହେବ । ପିଲାମାନଙ୍କ ସହିତ ପାରସ୍ପରିକ କ୍ରିୟା ଭଲ ହେବ । ଆୟ ବୃଦ୍ଧି ହେବ ।…

ଏଥର ରଜ ପର୍ବ ଉପଲକ୍ଷେ ସୋମବାରରେ ଖୋଲା ରହିବ ‘ନନ୍ଦନକାନନ’

ସୋମବାର (୧୫.୦୬.୨୦୨୬) ଦିନ ଖୋଲା ରହିବ ‘ନନ୍ଦନକାନନ’। ଏଥର ରଜ ପର୍ବ ଉପଲକ୍ଷେ ସୋମବାରରେ ଖୋଲା ରହିବ ‘ନନ୍ଦନକାନନ’ ପ୍ରାଣୀ ଉଦ୍ୟାନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନ। ବାରଙ୍ଗ ସ୍ଥିତ ‘ନନ୍ଦନକାନନ’ ବୁଲିବାକୁ ମୁଖ୍ୟ ପର୍ବ ପର୍ବାଣୀ ରଜ,ଦଶହରା ଆଦି ସମୟରେ ପ୍ରବଳ ଭିଡ ହେଉଥିବା ଦେଖାଯାଏ। ଚଳିତ…

ବ୍ରେନ୍ ଟ୍ୟୁମରର ଲକ୍ଷଣ

ଆଜିକାଲିକା ଜୀବନଶୈଳୀ ଏବଂ ଖାଦ୍ୟପେୟ ପାଇଁ ଆମର ଅନେକ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେଇଥାଏ । ସେହି ସବୁ ସମସ୍ୟାକୁ ବେଳେବେଳେ ଆମେ ଅନେକ ସମୟରେ ଅଣଦେଖା କରି ଦେଇଥାଉ । ଯାହା ପରବର୍ତ୍ତୀ ମୂହୁର୍ତ୍ତରେ ବଡ଼ ସମସ୍ୟା ସୃଷ୍ଟି କରିଥାଏ । ବ୍ରେନ୍ ଏକ ଏପରି ଅଂଶ ଯାହା ଆମ ଶରୀର ପାଇଁ ଖୁବ୍…