ରାଜଧାନୀରେ ଉଦଘାଟିତ ହେଲା ବହୁ ପ୍ରତିକ୍ଷିତ ନୂତନ ସଡ଼କ
ରାଜଧାନୀରେ ଖୋଲିଲା ନୂଆ ସଡ଼କ । ଏକାମ୍ର ପାର୍କରୁ ଏବେ ଇନଫୋସିଟି ଦେଇ ଅନ୍ଧାରୁଆ ଇନଷ୍ଟିଚ୍ୟୁ ଅଫ ମାଥମେଟିକକୁ ଯିବା ହେବ ସହଜ। ଉଦଘାଟିତ ହେଲା ବହୁ ପ୍ରତିକ୍ଷିତ ନୂତନ ସଡ଼କ । ଏକାମ୍ର କାନନ ରୁ ସାଲିଆ ସାହି ଦେଇ ନିର୍ମିତ ଥିବା ଇନଫୋସିଟି ରାସ୍ତାଟି ସମ୍ପୁର୍ଣ୍ଣ ପରେ ଆଜି ଠାରୁ…