Browsing Tag

#metro tv

କଟକରେ ଉଦ୍‌ଘାଟନ ହେଲା ଆମ ସାହି ଲାଇବ୍ରେରୀ

ମେଟ୍ରୋ ଟିଭି ଓଡିଶା,୯/୨ : କମିଶନରେଟ ପୋଲିସ ପକ୍ଷରୁ କଟକରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି ଆମ ସାହି ଲାଇବ୍ରେରି । ପୋଲିସ କମିଶନର ଏହି ଉଦ୍‌ଘାଟନୀ ଉତ୍ସବ ରେ ଯୋଗଦେଇ ଏହି ଲାଇବ୍ରେରୀ କୁ ଉଦ୍‌ଘାଟନୀ କରିଥିଲେ। ପିଲା ମାନଙ୍କ ମଧ୍ୟରେ ପଢିବାର ଆଗ୍ରହ ଓ ଶିକ୍ଷାର ବ୍ୟାପକତା

ଆହତ ଯୁବକଙ୍କୁ ବଞ୍ଚାଇ ଚର୍ଚ୍ଚାରେ ସୋନୁ ସୁଦ

ମେଟ୍ରୋ ଟିଭି ଓଡିଶା,୯/୨ : ଅଭିନେତା ସୋନୁ ସୁଦ ନିଜର ସାମାଜିକ କାମ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ସୋସିଆଲ ମିଡିଆରେ ନିଜର ସାମାଜିକ କାମ ପାଇଁ ଭିଡିଓ ଭାଇରଲ ହୋଇଥାଏ। ଠିକ୍ ଏପରି ଏକ କାମ ପାଇଁ ପୁଣି ଥରେ ପ୍ରଶଂସା ସାଉଁଟିଛନ୍ତି ସୋନୁ ସୁଦ। କାର ଦୁର୍ଘଟଣାରେ ଆହତ

ପୃଥିବୀ ଆଡେ ମାଡି ଆସୁଛି ଆଷ୍ଟ୍ରଏଡ ,ରଚିବ ଧ୍ୱଂସଲୀଳା

ମେଟ୍ରୋ ଟିଭି ଓଡିଶା,୯/୨ : ପୁଣି ଥରେ ପୃଥିବୀ ଆଡକୁ ମୁହାଁଉଛି ବିଶାଳକାୟ ଆଷ୍ଟ୍ରଏଡ । ଆଷ୍ଟ୍ରଏଡର ଆକାର ରହିଛି ୧.୩ କିଲୋମିଟର । ମାର୍ଚ୍ଚ ୪ରେ ପୃଥିବୀ ଏହା ନିକଟବର୍ତ୍ତୀ ହେବ। ଏହି ସମୟରେ ପୃଥିବୀ ଓ ଆଷ୍ଟ୍ରଏଡ ମଧ୍ୟରେ ଦୂରତା ରହିବ ୪୯ଲକ୍ଷ ୧୧ହଜାର ୨୯୮ କିଲୋମିଟର । JPL ଏହାକୁ

ଆଜି ଶ୍ରୀବିଗ୍ରହଙ୍କ ବନକଲାଗି ବେଶ

ମେଟ୍ରୋ ଟିଭି ଓଡିଶା,୯/୨ : ଆଜି ଶ୍ରୀମନ୍ଦିରରେ ଚତୁର୍ଦ୍ଧା ବିଗ୍ରହଙ୍କ ବନକଲାଗି ଓ ଶ୍ରୀମୁଖ ସିଂହାର ନୀତି । ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ସରିବା ପରେ ଦତ୍ତମହାପାତ୍ର ସେବକ ମାନେ ରତ୍ନବେଦୀରେ ମହାପ୍ରଭୁଙ୍କର ବନକଲାଗି ନୀତି ସମ୍ପର୍ଣ୍ଣ କରିବେ । ସୂଚନା

ରାଜଧାନୀ ଛାତି ଉପରେ ପାରା ମାନଙ୍କ ଆସର : ବାଟୋଇଟିଏ ଗଲାବେଳେ ଅଟକିବାକୁ ବାଧ୍ୟ ହୁଏ

ମେଟ୍ରୋ ଟିଭି ଓଡିଶା,୮/୨ : ଆଜିକାଲି ସମାଜରେ ବାପାମାଆଙ୍କୁ ନିଜର ସନ୍ତାନ ମାନେ ଅଣଦେଖା କରୁଥିବା ଦେଖିବାକୁ ମିଳିଛି । ଯିଏ ଅନ୍ତ ଫାଡି ଜନ୍ମ ଦେଇଛି,ତାକୁ ଅଲୋଡା ଭାବୁଛନ୍ତି କିଛି ସନ୍ତାନ ମାନେ । ଖାଇବା ପିଇବାରେ ଅବହେଳା ସାଙ୍ଗକୁ ଘରୁ ମଧ୍ୟ ବାହାର କରିଦେଉଛନ୍ତି । ହେଲେ ଆଜି ବି

ସେୟାର ବଜାର ବିଏସଇ ସେନସେକ୍ସରେ ୧୦୦୦ରୁ ଅଧିକ ଖସିଲା ପଏଣ୍ଟ

ମେଟ୍ରୋ ଟିଭି ଓଡିଶା,୮/୨ : ବିତ୍ତୀୟ, ଏଫ୍ଏମ୍ସିଜି ଏବଂ ଅଟୋ ଷ୍ଟକ୍ ଗୁଡିକ ଖସିବା ଫଳରେ ସୋମବାର ଭାରତୀୟ ପୁଞ୍ଜି ବଜାରରେ ବଡ଼ ହ୍ରାସ ଘଟିଛି । କାରବାର ଶେଷରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ସେନ୍ସେକ୍ସରେ ୧,୦୨୪ ପଏଣ୍ଟ ହ୍ରାସ ଘଟିଛି । ଫଳରେ ଏହା ୫୭,୬୨୧ ପଏଣ୍ଟରେ ବନ୍ଦ ହୋଇଛି । ୩ଟି

ଲତାଙ୍କୁ ମନେପକାଇଲେ ଶୋଏବ୍ ଅଖତର : ମା ଡାକିବା ପାଇଁ କହିଥିଲେ ଲତା

ମେଟ୍ରୋ ଟିଭି ଓଡିଶା,୮/୨ : ଲତା ମଙ୍ଗେସକରଙ୍କ ମୃତ୍ୟୁ ପରେ ସମଗ୍ର ଦେଶ ତାଙ୍କୁ ଓଦା ଆଖିରେ ବିଦାୟ ଦେଇଛି । ତାଙ୍କର ପ୍ରଶଂସକମାନେ ସମଗ୍ର ବିଶ୍ୱରେ ବ୍ୟାପିଛନ୍ତି । ପଡୋଶୀ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଠାରୁ ଆରମ୍ଭ କରି ସଙ୍ଗୀତ ଏବଂ କ୍ରୀଡା ବ୍ୟକ୍ତିତ୍ୱ ମଧ୍ୟ

ଇନ୍ଦୋରରେ ନିର୍ମାଣ ହେବ ଲତାଙ୍କର ସଙ୍ଗୀତ ଏକାଡେମୀ

ମେଟ୍ରୋ ଟିଭି ଓଡିଶା,୮/୨ : ଇନ୍ଦୋରରେ ନିର୍ମାଣ ହେବ ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ନାମରେ ଏକ ସଙ୍ଗୀତ ଏକାଡେମୀ। ଏଥି ସହିତ ତାଙ୍କର ଏକ ପ୍ରତିମୂର୍ତ୍ତି ମଧ୍ୟ ସ୍ଥାପନ କରାଯିବ। ଏ ନେଇ ଘୋଷଣା କରିଛନ୍ତି ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ । ମୁଖ୍ୟମନ୍ତ୍ରୀ

ମାଲ ମିଲେଗା,ପୁଷ୍ପା ଭି ମିଲେଗା ଟ୍ୱିଟ କଲେ ୟୁପି ପୋଲିସ

ମେଟ୍ରୋ ଟିଭି ଓଡିଶା,୮/୨ : ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା: ଦ ରାଇଜ’ ସୁପରହିଟ୍ ହେବା ପରେ କାଠ ତସ୍କରୀ କରୁଥିବା ଚୋର ଏବେ ସାବଧାନ ହୋଇପଡିଛନ୍ତି। ଖାଲି ଏତିକି ନୁହେଁ, ଏମାନଙ୍କୁ ସାବାଡ କରିବା ପାଇଁ ମଧ୍ୟ ପୋଲିସ ତତ୍ପର ହୋଇପଡିଛି। ଏମିତି ଏକ ଘଟଣା ୟୁପିର ଶାହାରନପୁର

ନେଟ୍‌ଫ୍ଲିକ୍ସସ୍ ରେ ରିଲିଜ୍ ହେବ ଶାହାରୁଖ ଓ ଆଲିଆଙ୍କ ଫିଲ୍ମ ଡାର୍ଲିଂସ

ମେଟ୍ରୋ ଟିଭି ଓଡିଶା,୮/୨ : ମହାମାରୀ କରୋନା ଯୋଗୁଁ ସମସ୍ତ ଫିଲ୍ମ ହଲ୍ ବନ୍ଦ ହୋଇ ରହିଛି । ଏଥିପାଇଁ ଅନେକ ଫିଲ୍ମ ମଧ୍ୟ ସ୍ଥଗିତ ହୋଇ ରହିଛି । ଏହାକୁ ନେଇ କଳାକାର ମାନେ ଏବେ ଓଟିଟି ପ୍ଲାଟଫର୍ମରେ ପାଦ ଦେଇଛନ୍ତି । ବଡ଼ ବଡ଼ ଫିଲ୍ମକୁ ଓଟିଟିରେ ପ୍ରତିଯୋଗିତା ଆରମ୍ଭ ହୋଇଛି। ଖାସ୍