ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆଜି କର୍ମକ୍ଷେତ୍ରରେ ସଫଳତା ମିଳିବ । ବ୍ୟବସାୟରେ ଲାଭର ସୁଯୋଗ ରହିଛି । ପରିବାରର ସହଯୋଗ ପାଇବେ । ଖର୍ଚ୍ଚ ବଢ଼ିପାରେ, ତେଣୁ ସଞ୍ଚୟ ଉପରେ ଧ୍ୟାନ ଦିଅନ୍ତୁ । ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ ଓ ଅନାବଶ୍ୟକ ଯାତ୍ରା ଏଡ଼ାନ୍ତୁ ।

ବୃଷ: ଆଜି କାମର ଚାପ ଅଧିକ ରହିବ । ବ୍ୟବସାୟରେ ଲାଭ ହେବ । କ୍ରୋଧ ନିୟନ୍ତ୍ରଣରେ ରଖନ୍ତୁ, ନଚେତ୍ ବିବାଦ ହୋଇପାରେ । ପରିବାରର ସହଯୋଗ ମିଳିବ । ଧାର୍ମିକ କାର୍ଯ୍ୟରେ ଆଗ୍ରହ ବଢ଼ିବ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।

ମିଥୁନ: ଆଜି ସାଧାରଣ ଦିନ ରହିବ । କର୍ମକ୍ଷେତ୍ରରେ ପରିଶ୍ରମର ଫଳ ମିଳିବ । ଅନାବଶ୍ୟକ ଖର୍ଚ୍ଚ ହୋଇପାରେ । ପରିବାରରେ ଶାନ୍ତି ରହିବ । ଖାଦ୍ୟପାନୀୟରେ ସତର୍କ ରୁହନ୍ତୁ ଓ ଗାଡ଼ି ଚଳାଇବା ବେଳେ ସାବଧାନ ରୁହନ୍ତୁ ।

କର୍କଟ: ଆଜି ଉନ୍ନତିର ସୁଯୋଗ ମିଳିବ । ଚାକିରି ଓ ବ୍ୟବସାୟରେ ଲାଭ ହେବ । ପରିବାର ସହ ଭଲ ସମୟ କାଟିବେ । ନୂଆ ନିବେଶ ପୂର୍ବରୁ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ । ସ୍ୱାସ୍ଥ୍ୟ ପ୍ରତି ଅବହେଳା କରନ୍ତୁ ନାହିଁ ।

ସିଂହ: ଆଜି ଭାଗ୍ୟ ସାଥ ଦେବ । କର୍ମକ୍ଷେତ୍ରରେ ସଫଳତା ଓ ପଦୋନ୍ନତିର ସମ୍ଭାବନା ରହିଛି । ବ୍ୟବସାୟରେ ଲାଭ ହେବ । ପରିବାରର ସମର୍ଥନ ପାଇବେ । ନିବେଶରେ ସତର୍କତା ଅବଲମ୍ବନ କରନ୍ତୁ । ସ୍ୱାସ୍ଥ୍ୟ ଭଲ ରହିବ ।

କନ୍ୟା: ଆଜି ଦିନଟି ଶୁଭ । ବ୍ୟବସାୟରେ ଆର୍ଥିକ ଲାଭ ହେବ । ଚାକିରି ଖୋଜୁଥିବା ଲୋକଙ୍କୁ ସୁଯୋଗ ମିଳିପାରେ । କାମର ବ୍ୟସ୍ତତା ରହିବ । କ୍ରୋଧ ଓ ଲୋଭରୁ ଦୂରେଇ ରୁହନ୍ତୁ । ସ୍ୱାସ୍ଥ୍ୟ ପାଇଁ ବାହାର ଖାଦ୍ୟ ପରିହାର କରନ୍ତୁ ।

ତୁଳା: ଆଜି ମିଶ୍ର ଫଳ ମିଳିବ । ବ୍ୟବସାୟରେ ସାମାନ୍ୟ ବାଧା ଆସିପାରେ, କିନ୍ତୁ ଲାଭ ମଧ୍ୟ ମିଳିବ । ପରିବାରରେ ଖୁସିର ପରିବେଶ ରହିବ । ଜୀବନସାଥୀଙ୍କ ସହ ସମ୍ପର୍କ ମଧୁର ହେବ । ଚାପରୁ ଦୂରେଇ ରୁହନ୍ତୁ ।

ବିଛା: ଆଜି କାମରେ କିଛି ବାଧା ଆସିପାରେ । ଧୈର୍ଯ୍ୟ ରଖିଲେ ସଫଳତା ମିଳିବ । ବଡ଼ ଆର୍ଥିକ କାରବାର ଏଡ଼ାନ୍ତୁ । ପରିବାରରେ ଶାନ୍ତି ରହିବ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ଓ ନୂଆ କାମ ଆରମ୍ଭ କରନ୍ତୁ ନାହିଁ ।

ଧନୁ: ଆଜି ଭଲ ଦିନ ରହିବ । କର୍ମକ୍ଷେତ୍ରରେ ସଫଳତା ମିଳିବ । ବ୍ୟବସାୟରେ ଉନ୍ନତି ହେବ । ଅବିବାହିତଙ୍କ ପାଇଁ ଶୁଭ ସମ୍ବାଦ ମିଳିପାରେ । ପରିବାରର ସହଯୋଗ ରହିବ । ସ୍ୱାସ୍ଥ୍ୟ ଭଲ ରଖିବା ପାଇଁ ବିଶ୍ରାମ ନିଅନ୍ତୁ ।

ମକର: ଆଜି କାମର ବ୍ୟସ୍ତତା ଅଧିକ ରହିବ । ସହକର୍ମୀଙ୍କ ସହଯୋଗରେ ସଫଳତା ମିଳିବ । ପରିବାରରେ ଶୁଭ କାର୍ଯ୍ୟ ହୋଇପାରେ । ଧାର୍ମିକ କାର୍ଯ୍ୟରେ ଆଗ୍ରହ ବଢ଼ିବ । ଗାଡ଼ି ଚଳାଇବା ବେଳେ ସାବଧାନ ରୁହନ୍ତୁ ।

କୁମ୍ଭ: ଆଜି ବ୍ୟବସାୟରେ ଲାଭ ମିଳିବ । ନୂଆ ଯୋଜନା କରିପାରନ୍ତି, କିନ୍ତୁ ତ୍ୱରାହୁଡ଼ କରନ୍ତୁ ନାହିଁ । ଅନାବଶ୍ୟକ ଖର୍ଚ୍ଚ ବଢ଼ିପାରେ । ପରିବାରରେ ମତଭେଦ ଏଡ଼ାନ୍ତୁ । ବୈବାହିକ ଜୀବନ ସୁଖମୟ ରହିବ । ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ ।

ମୀନ: ଆଜି ଭାଗ୍ୟ ଆପଣଙ୍କ ସହ ରହିବ । କର୍ମକ୍ଷେତ୍ର ଓ ବ୍ୟବସାୟରେ ସଫଳତା ମିଳିବ । ଅପ୍ରତ୍ୟାଶିତ ଧନଲାଭର ସମ୍ଭାବନା ରହିଛି । ପରିବାରର ସହଯୋଗ ମିଳିବ । ଖର୍ଚ୍ଚ ନିୟନ୍ତ୍ରଣରେ ରଖନ୍ତୁ ଓ ଆଳସ୍ୟ ଛାଡ଼ି କାମରେ ଧ୍ୟାନ ଦିଅନ୍ତୁ ।

Leave a comment