Browsing Tag

#metro tv

ବଲିଉଡରେ ଡେବ୍ୟୁ କରିବେ କିଙ୍ଗ ଖାନ୍‌ଙ୍କ ଲାଡିଲୀ ସୁହାନା

ମେଟ୍ରୋ ଟିଭି ଓଡିଶା,୮/୨ : ଶାହାରୁଖ୍ ଓ ଗୌରୀଙ୍କ ଲାଡଲୀ ସୁହାନା ଏବେ ବଲିଉଡ୍ରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି । ବାପାଙ୍କ ପରେ ସେ ଏବେ ବଲିଉଡ୍ ନିଜର ଜଲଓ୍ବା ଦେଖାଇବେ। ତାଙ୍କର ସୋସିଆଲ ମିଡିଆରେ ଫ୍ୟାନ୍ ଫଲୋର୍ସଙ୍କ ଧାଡି ଲମ୍ବିଛି । ଅନେକ ଦିନ ହେବ ସୁହାନାଙ୍କର ବଲିଉଡ୍ ନେଇ

ଆରପାରିରେ ମହାଭାରତର ଭୀମ : କଳାପ୍ରେମୀଙ୍କ ମନରେ ଶୋକର ଛାୟା

ମେଟ୍ରୋ ଟିଭି ଓଡିଶା,୮/୨ : ଭାରତର ଲୋକପ୍ରିୟ ସିରିଏଲ ମହାଭାରତରେ ଭୀମ ଚରିତ୍ରରେ ଅଭିନୟ କରୁଥିବା ପ୍ରବୀଣ କୁମାରଙ୍କ ମୃତ୍ୟ ହୋଇଛି । ଫଳରେ କଳାପ୍ରେମୀଙ୍କ ମନରେ ଶୋକର ଛାୟା ଖେଳିଯାଇଛି । ୭୪ ବର୍ଷ ବୟସରେ ପ୍ରବୀଣ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ‘ମହାଭାରତ’ର ଭୀମ ଭୂମିକାରେ

ଅରୁଣାଚଳ ପ୍ରଦେଶରେ ୭ ଯବାନ ନିଖୋଜ ,ମିଳୁନି ପତ୍ତା

ମେଟ୍ରୋ ଟିଭି ଓଡିଶା,୮/୨ : ମିଳୁନି ନିଖୋଜ ଯବାନଙ୍କ ପତ୍ତା । ଅରୁଣାଚଳ ପ୍ରଦେଶର କାମେଙ୍ଗ ସେକ୍ଚରରେ ପାଟ୍ରୋଲିଂ ସମୟରେ ହିମସ୍ଖଳନରେ ୭ ଭାରତୀୟ ଯବାନ ନିଖୋଜ ହୋଇଯାଇଛନ୍ତି। ଏବେସୁଦ୍ଧା ଯବାନଙ୍କ କୌଣସି ପତ୍ତା ମିଳିପାରି ନାହିଁ । ଏମାନଙ୍କୁ ସୁରକ୍ଷିତ ଉଦ୍ଧାର କରିବା ଲାଗି ସେନା

ରାଜ୍ୟରେ କାଲିଠୁ ପୁଣି ବର୍ଷା , କମି ପାରେ ଶୀତ

ମେଟ୍ରୋ ଟିଭି ଓଡିଶା,୮/୨ : ରାଜ୍ୟରେ ଏବେ ପଶ୍ଚିମା ଝଡ଼ ସକ୍ରିୟ ଅଛି । ଏହାର ପ୍ରଭାବରେ ୯ ତାରିଖରୁ ବର୍ଷା ଆରମ୍ଭ ହୋଇଯିବ । ଫଳରେ ଆସନ୍ତା ୩ ଦିନ ଯାଏ ରାତି ତାପମାତ୍ରା ପ୍ରାୟ ୩ରୁ ୪ ଡିଗ୍ରୀ ବଢ଼ିବ ଓ ଶୀତ କମିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ୮ ତାରିଖ ରାତିରୁ

ପାଞ୍ଚ ବର୍ଷରେ ୧,୦୦,୦୦୦ ପଏଣ୍ଟ ଛୁଇଁପାରେ ସେନସେକ୍ସ

ମେଟ୍ରୋ ଟିଭି ଓଡିଶା,୬/୨ : ବମ୍ୱେ ଷ୍ଟକ ଏକ୍ସଚେଞ୍ଜର ୩୦ ୟେସାର ସୂଚକାଙ୍କ ସେନସେକ୍ସ ଆସନ୍ତା ୫ ବର୍ଷରେ ୧,୦୦,୦୦୦ ପଏଣ୍ଟ ସ୍ତର ପାର କାରିପାରେ । ଏହି ଉପଲବ୍ଧି ଭାରତକୁ ପୁଣି ଥରେ ଏସିଆର ସବୁଠାରୁ ବଡ ବଜାର କରିପାରିବ । ଜେଫରିସର ଇକ୍ୱିଟି ଷ୍ଟ୍ରାଟେଜୀର ଗ୍ଲୋବାଲ ହେଡ୍

ଗିରଫ ହେଲା ମୁମ୍ବାଇ ସିରିଜ ବ୍ଳାଷ୍ଟର : କାବୁ କଲା ଭାରତୀୟ ଏଜେନ୍ସି

ମେଟ୍ରୋ ଟିଭି ଓଡିଶା,୬/୨ : ମୁମ୍ବାଇ ସିରିଜ ବ୍ଲାଷ୍ଟର ମାଷ୍ଟର ମାଇଣ୍ଡ ଗିରଫ । ୨୯ ବର୍ଷ ପରେ ମୋଷ୍ଟ ଓ୍ଵାଣ୍ଟେଡ ଆତଙ୍କବାଦୀ ଅବୁ ବକରକୁ ଦୁବାଇରୁ କାବୁ କରିଛି ଭାରତୀୟ ଏଜେନ୍ସି । ଖୁବଶୀଘ୍ର ଅବୁ ବକର୍‌କୁ ଟଇଋରୁ ଭାରତ ଅଣାଯିବ । ଅବୁ ବକର୍ ହେଉଛି ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମର

ଅମ୍ବାନୀଙ୍କ ଲଗଜରୀ ରୋଲସ୍ ରୟାସ କାର

ମେଟ୍ରୋ ଟିଭି ଓଡିଶା,୬/୨ : ରିଲାୟନ୍ସ କମ୍ପାନୀର ଚେୟାରମ୍ୟାନ ତଥା ଏସିଆ ମହାଦେଶର ସବୁଠୁ ଧନି ବ୍ୟକ୍ତି ହେଉଛନ୍ତି ମୁକେଶ ଅମ୍ବାନୀ । ସେ ନିକଟ ଅତୀତରେ ଦେଶର ସବୁଠୁ ମହଙ୍ଗା କାର କିଣିଛନ୍ତି। ଅମ୍ବାନୀ ଅଲଟ୍ରା ଲଗଜରୀ ରୋଲସ୍ ରୟାସ କାର କିଣିଛନ୍ତି। ସୂଚନା ଅନୁଯାୟୀ ଏହାର ଦାମ ରହିଛି

ବିବାହ ବନ୍ଧନରେ ବାନ୍ଧି ହେଲେ କରିସ୍ମା ଓ ବରୁଣ

ମେଟ୍ରୋ ଟିଭି ଓଡିଶା,୬/୨ : ଲୋକପ୍ରିୟ ଟେଲି ଅଭିନେତ୍ରୀ କରିସ୍ମା ତନ୍ନା ଓ ବରୁଣ ବଙ୍ଗେରା ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଗତକାଲି ବିବାହ ସମ୍ପନ୍ନ ହେବା ପରେ ଦୁହେଁ ଦାମ୍ପତ୍ୟ ଜୀବନ ଆରମ୍ଭ କରିବେ । ସୋସିଆଲ୍ ମିଡିଆରେ ଏବେ ଦୁହିଁଙ୍କ ବିବାହ ଫଟୋ ଜୋରସୋରରେ ଭାଇରଲ୍

ଅଣ୍ଡର ୧୯ ବିଶ୍ୱକପ ଜିତିଲା ଟିମ୍ ଇଣ୍ଡିଆ

ମେଟ୍ରୋ ଟିଭି ଓଡିଶା,୬/୨ : ଭାରତକୁ ପଞ୍ଚମ ଟାଇଟଲ । ୧୯ ବର୍ଷରୁ କମ୍ ବିଶ୍ୱକପ୍ କ୍ରିକେଟ୍ରେ ଭାରତ ଚାମ୍ପିଅନ୍। ଫାଇନାଲରେ ଇଂଲଣ୍ଡକୁ ୪ ୱିକେଟରେ ହରାଇ ବିଶ୍ୱକପ୍ କ୍ରିକେଟ୍ ଟ୍ରଫି କରିଛି ଟିମ୍ ଇଣ୍ଡିଆ । ରାଜ ବାୱା ଓ ରବି କୁମାରଙ୍କ ଘାତକ ବୋଲିଂର ମୁକାବିଲା କରିନପାରି ଇଂଲଣ୍ଡ ଟିମ ୪୪

ବବି ସାର୍‌ଙ୍କ ନିଆରା ପ୍ରୟାସ

ମେଟ୍ରୋ ଟିଭି ଓଡିଶା,୬/୨ : ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ ଦାଇଁଲ ପଞ୍ଚାୟତର ଯୁବ ସମାଜସେବି ରଞନ କୁମାର ଜେନା ବବି ସାର୍ ଙ୍କ ନିୟାରା ପ୍ରୟାସ ଦେଖିବାକୁ ମିଳିଛି। ନିଜଶ୍ୱ ଉଦ୍ୟମରେ ଦାଇଁଲ ହନୁମାନ ମନ୍ଦିର ପାଖରୁ ବାୟା ଅବଧୂତ କଲେଜ ପାଖ ରାସ୍ତା ଦୁଇପାଖ କଣ୍ଟାକୁ ସପାଂ କରିବା ସହ