Browsing Tag

#metro tv

ଭାରତ ସହ ୪ ଦେଶ ଚୀନ ଉପରେ ଲଗାଇବେ ପ୍ରତିବନ୍ଧକ

ମେଟ୍ରୋ ଟିଭି ଓଡିଶା (୨୨.୫.୨୦୨୨ ) ଇଣ୍ଡୋ ପାସିଫିକ୍ ରିଜନରେ ଚୀନର ବଡ଼ ମାତ୍ରାରେ ବେଆଇନ ଭାବରେ ଗତିବିଧି ଉପରେ ଲଗାମ ଲଗାଇବା ପାଇଁ ଆମେରିକା, ଜାପାନ, ଅଷ୍ଟ୍ରେଲିଆ ଏବଂ ଭାରତ ମିଶି ପଦକ୍ଷେପ ନେବାକୁ ଯାଉଛନ୍ତି । ଏହି କ୍ୱାଡ ଦେଶ ପ୍ରଶାନ୍ତ ମହସାଗର ଏବଂ ଭାରତ ମହାସାଗରରେ

ତ୍ରିରଙ୍ଗାକୁ ଅସମ୍ମାନ: ଦିଲ୍ଲୀ ଏୟାରପୋର୍ଟରେ ଜାତୀୟ ପତାକାକୁ ତଳେ ବିଛାଇ ନମାଜ ପଢିଲେ

ମେଟ୍ରୋ ଟିଭି ଓଡିଶା (୨୨.୫.୨୦୨୨) ଦିଲ୍ଲୀ ଇନ୍ଦିରାଗାନ୍ଧୀ ଇଣ୍ଟନନ୍ୟାସନାଲ ଏୟାରପୋର୍ଟ ବା ଆଇଜିଆଇରେ ତ୍ରିରଙ୍ଗା ପତାକାକୁ ଅସମ୍ମାନ । ଜଣେ ଯୁବକ ତ୍ରିରଙ୍ଗା ପତାକା ଉପରେ ବସି ନମାଜ ପଢ଼ୁଥିବା ଅଭିଯୋଗ ହୋଇଛି । ଆସାମର ଏହି ଯୁବକଙ୍କୁ ତୁରନ୍ତ ଗିରଫ କରିଥିଲା ପୋଲିସ ।ଦିଲ୍ଲୀ

ଓଡ଼ିଶାରେ ତାତିରୁ ମିଳିଲା ତ୍ରାହି

ମେଟ୍ରୋ ଟିଭି ଓଡିଶା (୨୨.୫.୨୦୨୨ ) ରାଜ୍ୟରେ କାଳବୈଶାଖୀ ବର୍ଷା ସକ୍ରିୟ ରହିଛି । ଏହା ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ବଜ୍ରପାତ ସହ ତୁହାକୁ ତୁହା ବର୍ଷା ହଉଛି । ବର୍ଷା ଫଳରେ ତାତିରୁ ଆଶ୍ୱସ୍ତି ମିଳିଥିବା ବେଳେ ଏହା କିଛି ଲୋକଙ୍କ ପାଇଁ କାଳ ସାଜିଛି । ରାଜ୍ୟର ଭିନ୍ନ ଭିନ୍ନ

ଆସାମରେ ବନ୍ୟା:ଟ୍ରେନ୍‌ଲାଇନ୍‌ରେ ପଡ଼ି ରହିଛନ୍ତି ୫୦୦ ପରିବାର

ମେଟ୍ରୋ ଟିଭି ଓଡିଶା (୨୧.୫.୨୦୨୨ ) ଆସାମ ବନ୍ୟାପ୍ରପୀଡ଼ିତଙ୍କ ଅବସ୍ଥା ଦୟନୀୟ ହୋଇପଡ଼ିଛି। ବନ୍ୟା ପରର ଦୁର୍ଦ୍ଦଶା କହିଲେ ନସରେ।  ବନ୍ୟାରେ ଘରଦ୍ୱାର ଭାଙ୍ଗିଯିବା ପରେ ଅତି ଶୋଚନୀୟ ଭାବେ ଜୀବନ ବିତାଉଛନ୍ତି ଲୋକେ। ଭୟଙ୍କର ବନ୍ୟା ଆସି ସବୁକିଛି ଭସେଇନେବା ପରେ ନିଶ୍ୱ ହୋଇ

ଅନ୍ତଃରାଜ୍ୟ ପରିଷଦ ଷ୍ଟାଣ୍ଡିଂ କମିଟିରେ ନବୀନ

ମେଟ୍ରୋ ଟିଭି ଓଡିଶା (୨୦.୫.୨୦୨୨ ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅନୁମୋଦନକ୍ରମେ ନୂତନ ଅନ୍ତଃରାଜ୍ୟ ପରିଷଦ ଷ୍ଟାଣ୍ଡିଂ କମିଟିର ନୂଆ ସଦସ୍ୟ ନାଁ ଘୋଷଣା କରାଯାଇଛି । ଏନେଇ ଗତକାଲି ଗୃହ ମନ୍ତ୍ରଣାଳୟ ଜାରି କରିଥିବା ଗେଜେଟ୍ ବିଜ୍ଞପ୍ତିରୁ ଜଣାପଡ଼ିଛି। କେନ୍ଦ୍ର ସରକାର

ସତ୍ୟ ପ୍ରମାଣିତ ହେଉଛି ବିଷ୍ଣୁ ପୁରାଣର ଏହି ଭବିଷ୍ୟବାଣୀ, ଯାହାକୁ ଜାଣି ହେବେ ଆଶ୍ଚର୍ଯ୍ୟ

ମେଟ୍ରୋ ଟିଭି ଓଡିଶା (୨୧.୫.୨୦୨୨) ସନାତନ ଧର୍ମରେ ଅନେକ ଶାସ୍ତ୍ର ବର୍ଣ୍ଣନା କରାଯାଇଛି। ସେଥିମଧ୍ୟରୁ ଗୋଟିଏ ହେଉଛି ବିଷ୍ଣୁ ପୁରାଣ। ଏହି ପୁସ୍ତକରେ ମନୁଷ୍ୟର ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଅନେକ ଗୁରୁତ୍ୱପୂର୍ଣ୍ଣ ଜିନିଷ ବିଷୟରେ ବର୍ଣ୍ଣନା କରାଯାଇଛି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ