Browsing Tag

#metro tv

ଅଯଥା ବିବାଦ ସୃଷ୍ଟି କରୁଛନ୍ତି ଅନୁଭବ

ମେଟ୍ରୋ ଟିଭି ଓଡିଶା (୨୨.୫.୨୦୨୨ ) ଓଲିଉଡ୍ ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ପୁରୀଘାଟ ଥାନାରେ ଏତଲା ଦେଇଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ବର୍ଷା ଅଭିଯୋଗ କରିଛନ୍ତି ଯେ, ଅନୁଭବ ବାରମ୍ବାର ଭିଡିଓ ଅପଲୋଡ କରି ଅଯଥା ବିବାଦ ସୃଷ୍ଟି କରୁଛନ୍ତି।

ଅପଣଙ୍କ ପାଖରେ ଅଛି କି ପୁରୁଣା ନୋଟ କିମ୍ବା କଏନ,ତେବେ ସାବଧାନ! ଆରବିଆଇ ଦେଲା ଚେତାବନୀ

ମେଟ୍ରୋ ଟିଭି ଓଡିଶା (୨୨.୫.୨୦୨୨ ) ବର୍ତ୍ତମାନ ଦିନରେ ପୁରୁଣା ମୁଦ୍ରା ଏବଂ ନୋଟ୍ କିଣିବା ଏବଂ ବିକ୍ରୟ କରିବାର ଧାରା ତୀବ୍ର ହୋଇଛି। ଅନେକ ଅନଲାଇନ୍ ଏବଂ ଅଫଲାଇନ୍ ପ୍ଲାଟଫର୍ମ ଅଛି ଯେଉଁଠାରେ ପୁରୁଣା ନୋଟ ଏବଂ ମୁଦ୍ରା ବିକ୍ରି ହେଉଛି। କିନ୍ତୁ କେନ୍ଦ୍ରୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ)

ଜୁନ୍ ମାସରୁ ରାସନ୍ କାର୍ଡରେ ଆଉ ମିଳିବନି ଗହମ

ମେଟ୍ରୋ ଟିଭି ଓଡିଶା (୨୨.୫.୨୦୨୨) ରାଜ୍ୟରେ ଆସନ୍ତା ଜୁନ୍ ମାସରୁ ରାସନ କାର୍ଡରେ ମିଳୁଥିବା ଗହମ ଆଉ ମିଳିବନି। ଜୁନ୍ ମାସରୁ ୨୦୨୩ ମାର୍ଚ୍ଚ ପର୍ଯ୍ୟନ୍ତ ଅର୍ଥାତ୍ ୧୦ ମାସ ଯାଏ ଗହମ ମିଳିବନି। ଗରିବ ଖାଉଟି ମାନଙ୍କୁ ୧୦ ମାସ ଗହମ ବଦଳରେ ଚାଉଳ ମିଳିବ। ତେବେ ଏହାର ପ୍ରଭାବ ସିଧାସଳଖ

କେନ୍ଦ୍ର ପରେ ଏହି ରାଜ୍ୟ ମଧ୍ୟ ହ୍ରାସ କଲେ ପେଟ୍ରୋଲ-ଡିଜେଲ ଦାମ୍, ଜାଣନ୍ତୁ କ’ଣ ରହିଛି ନୂଆ ଦର

ମେଟ୍ରୋ ଟିଭି ଓଡିଶା (୨୨.୫.୨୦୨୨ ) କେନ୍ଦ୍ର ସରକାର ପେଟ୍ରୋଲ-ଡିଜେଲ ଉପରେ ଶୁଳ୍କ ହ୍ରାସ କରିବା ପରେ କେରଳ ଏବଂ ରାଜସ୍ଥାନରେ ମଧ୍ୟ ରାଜ୍ୟ ସରକାର ପେଟ୍ରୋଲ-ଡିଜେଲ ଦର ହ୍ରାସ କରିଛନ୍ତି। ଶନିବାର କେରଳ ସରକାର ରାଜ୍ୟ ପେଟ୍ରୋଲ-ଡିଜେଲ ଦରରେ ୨.୪୧ ଟଙ୍କା ଏବଂ ୧.୩୬ ଟଙ୍କା ରାଜ୍ୟ ଶୁଳ୍କ