Browsing Tag

#metro tv

୧୨ ଦିନ ବନ୍ଦ ରହିବ ବ୍ୟାଙ୍କ

ମେଟ୍ରୋ ଟିଭି ଓଡିଶା (୨୯.୫.୨୦୨୨ ) ବ୍ୟାଙ୍କ ସହ ଜଡ଼ିତ ଅଧିକାଂଶ କାମ ଆଜିକାଲି ଅନଲାଇନରେ ହେଉଛି । କିନ୍ତୁ ଏପରି କିଛି କାମ ରହିଛି, ଯେଉଁଥିପାଇଁ ଆପଣଙ୍କୁ ବେଳେବେଳେ ବ୍ୟାଙ୍କ ଯିବାକୁ ପଡିଥାଏ । ଯଦି ଆପଣ ଜୁନ ମାସରେ ବ୍ୟାଙ୍କ ସହ ଜଡ଼ିତ କିଛି କାମ ପାଇଁ ବ୍ରାଞ୍ଚ ଯିବାକୁ ଯୋଜନା

ଆଇପିଏଲ ଫାଇନାଲ ଦେଖିବାକୁ ପହଞ୍ଚିବେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଅମିତ ଶାହା

ମେଟ୍ରୋ ଟିଭି ଓଡିଶା (୨୯.୫.୨୦୨୨ ) ଆଇପିଏଲ୨୦୨୨ର ଫାଇନାଲ ରବିବାର ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଗୁଜରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯିବ । ଏହି ମୁକାବିଲକୁ ଦେଖିବା ଲାଗି ଲକ୍ଷାଧିକ ପ୍ରଶଂସକଙ୍କ ଭିଡ଼ ଷ୍ଟାଡିୟମରେ ଦେଖିବାକୁ ମିଳିବ। ଏହବାଦ୍

ଆଗକୁ ଆସିପାରେ ଅଧିକ ‘ମହାବାତ୍ୟା’, ମାଡ଼ିଆସିବ ୩ ମିଟରରୁ ଅଧିକ ଉଚ୍ଚର ଜୁଆର

ମେଟ୍ରୋ ଟିଭି ଓଡିଶା (୨୯.୫.୨୦୨୨ ) ଜଳବାୟୁ ପରିବର୍ତ୍ତନ ସାରା ବିଶ୍ୱ ପାଇଁ ଆତଙ୍କର କାରଣ ପାଲଟିଥିବା ବେଳେ ଏହା ଭାରତ ପାଇଁ ବିପଦର କାରଣ ସାଜିପାରେ ବୋଲି ବୈଜ୍ଞାନିକମାନେ ସତର୍କ କରାଇ ଦେଇଛନ୍ତି । ଆଗକୁ ଅଧିକ ମହାବାତ୍ୟା ଆସିବାର ଯଥେଷ୍ଟ ସମ୍ଭାବନା ଥିବା ନେଇ ସତର୍କ କରାଇ

ରାଜ୍ୟସଭା ପାଇଁ ପ୍ରାର୍ଥୀ ଘୋଷଣା କଲା BJD: ଜାଣନ୍ତୁ କାହାକୁ ବାଛିଲେ ମୁଖ୍ୟମନ୍ତ୍ରୀ

ମେଟ୍ରୋ ଟିଭି ଓଡିଶା (୨୯.୫.୨୦୨୨ ) ୪ ରାଜ୍ୟସଭା ଆସନ ପାଇଁ ଆଜି ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ପୁଣି ରାଜ୍ୟସଭାକୁ ଯିବେ ସସ୍ମିତ ପାତ୍ର । ଏହା ସହ ଶ୍ରୀମତି ସୁଲତା ଦେଓ, ମାନସ ମଙ୍ଗରାଜ, ନିରଞ୍ଜନ ବିଶିଙ୍କୁ ରାଜ୍ୟସଭା ପ୍ରାର୍ଥୀ ଭାବେ ଘୋଷଣା କରିଛି ବିଜେଡି ।

ନେପାଳରେ ବିମାନ ନିଖୋଜ

ମେଟ୍ରୋ ଟିଭି ଓଡିଶା (୨୯.୫.୨୦୨୨ ) ନେପାଳରେ ଆଜି ଏକ ବିମାନ ନିଖୋଜ ହୋଇଯାଇଛି। ସେଥିରେ ୨୨ ଜଣ ଯାତ୍ରୀ ଥିଲେ। ସେମାନଙ୍କ ମଧ୍ୟରେ ୪ ଜଣ ଭାରତୀୟ ଥିବା ସୂଚନା ମିଳିଛି | ସୂଚନା ଅନୁସାରେ- ଘରୋଇ ବିମାନ ତାରା ୯ ଏନଏଇଟି ସହ ବିମାନବନ୍ଦରର ସମ୍ପର୍କ ହୋଇପାରୁନି । ବିମାନରେ କ୍ରୁ ମେମ୍ବର

ଆଜି ସରୁଛି ନବୀନ ସରକାରଙ୍କ ପଞ୍ଚମ ପାଳିର ତୃତୀୟ ବର୍ଷ

ମେଟ୍ରୋ ଟିଭି ଓଡିଶା (୨୯.୫.୨୦୨୨ ) ଆଜି ପୂରୁଛି ନବୀନ ସରକାରଙ୍କ ପଞ୍ଚମ ପାଳିର ତୃତୀୟ ବର୍ଷ । ୨୨ ବର୍ଷ ଧରି ରାଜ୍ୟର ଶାସନ ଭାର ସମ୍ଭାଳିଥିବା ନବୀନଙ୍କ ପାଇଁ ଏହି ତୃତୀୟ ବର୍ଷ ବଡ ଚ୍ୟାଲେଜ ଥିଲା । ପଞ୍ଚାୟତ ସହିତ ପୌର ନିର୍ବାଚନକୁ ସଫଳତା ସହିତ ସାମ୍ନା କରିଥିଲା। ଏହା ସହିତ

କାଳବୈଶାଖୀ ସମ୍ଭାବନା, ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ମେଟ୍ରୋ ଟିଭି ଓଡିଶା (୨୯.୫.୨୦୨୨ ) ରାଜ୍ୟରେ କିଛି ଦିନ ପରେ ପୁଣି ତାତି ବଢିଛି | ଆସନ୍ତା ୪ ଦିନ ତାତିରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ । ବିଭିନ୍ନ ସ୍ଥାନରେ କାଳବୈଶାଖୀ ହୋଇପାରେ। ରବିବାର ୮ଟି ଜିଲ୍ଲାରେ ଘଡ଼ଘଡ଼ି, ବର୍ଷା ସହ ଧୂଳିଝଡ଼ ଆଶଙ୍କା ଥିବାରୁ ୟେଲୋ ୱାର୍ଣ୍ଣିଂ

୩୧ରେ ଚାଷୀଙ୍କୁ ମିଳିବ ଟଙ୍କା

ମେଟ୍ରୋ ଟିଭି ଓଡିଶା (୨୯.୫.୨୦୨୨ ) ଆସନ୍ତା ୩୧ରେ ଚାଷୀଙ୍କୁ ମିଳିବ ପିଏମ୍ କିଶାନ ଟଙ୍କା। ପିଏମ୍ କିଶାନ୍ ସମ୍ମାନ ନିଧିର ଏକାଦଶ କିସ୍ତି ଅର୍ଥ ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ। ଚାଷୀଙ୍କ ଆକାଉଣ୍ଟଙ୍କୁ ୨୧ ହଜାର କୋଟି ଟଙ୍କା ବଣ୍ଟନ ନେଇ ପିଏମ୍ଓ ସୂଚନା ଦେଇଛି। ମିଳିଥିବା ସୂଚନା

ଜିଲ୍ଲା ପରିଷଦ ଉପନିର୍ବାଚନ: ବିଜେଡି ବିଜୟୀ

ମେଟ୍ରୋ ଟିଭି ଓଡିଶା (୨୮.୫.୨୦୨୨ ) କେନ୍ଦୁଝର ଜିଲ୍ଲା ଘଟଗାଁ ଜିଲ୍ଲା ପରିଷଦ ଉପନିର୍ବାଚନରେ ବାଜିମାରିଛି ବିଜେଡି । ଜିଲ୍ଲା ପରିଷଦ ଉପନିର୍ବାଚନରେ ବିଜେଡିର ରଣଜିତ ନାୟକ ବିଜୟୀ ହୋଇଛନ୍ତି । ବିଜେପିର ମହେଶ୍ୱର ନାୟକଙ୍କୁ ହରାଇଛନ୍ତି ରଣଜିତ । ଉପନିର୍ବାଚନରେ ରଣଜିତଙ୍କୁ ୧୮,୨୪୦