Browsing Tag

#metro tv

ମୟୁର ଅଣ୍ଡା ସହ ଲାଗିବା ଯୁବତୀଙ୍କୁ ପଡିଗଲା ମହଙ୍ଗା, ଭାଇରାଲ ଭିଡିଓ

ମେଟ୍ରୋ ଟିଭି ଓଡିଶା (୨୭.୫.୨୦୨୨) ମଣିଷ ହୁଅନ୍ତୁ କି ପଶୁ ପକ୍ଷୀ । ଗୋଟିଏ ମା ତା ଛୁଆର ସୁରକ୍ଷା ପାଇଁ କିଛି କରିବାକୁ ସାହସ ରଖିଥାଏ । ଛୁଆର ମଙ୍ଗଳ ପାଇଁ ଜୀବନ ଦେବାକୁ କୁଣ୍ଠାବୋଧ କରେନି । ଆଉ ଦରକାର ପଡିଲେ ଦୁନିଆର ସବୁ ଶକ୍ତି ସହ ଲଢିଯିବାର ସାହସ ରଖିଥାଏ ଗୋଟିଏ ମାଆ । ସେହିଭଳି

ଆଜି ରାଜସ୍ଥାନ-ଆର୍‌ସିବି ଲଢ଼େଇ

ମେଟ୍ରୋ ଟିଭି ଓଡିଶା (୨୭.୫.୨୦୨୨)  ରବିବାର ଚଳିତ ଆଇପିଏଲ୍‌ର ଫାଇନାଲରେ ଗୁଜରାଟ ଟାଇଟାନ୍‌ସର ମୁକାବିଲା କିଏ କରିବ; ତାହା ଶୁକ୍ରବାର ଜଣା ପଡ଼ିଯିବ। ସ୍ଥାନୀୟ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଶୁକ୍ରବାର ରାଜସ୍ଥାନ ରୟାଲ୍‌ସ ଓ ରୟାଲ ଚ୍ୟାଲେଞ୍ଜର୍ସ ମଧ୍ୟରେ କ୍ବାଲିଫାୟର-୨ ଖେଳାଯିବ।

ଚିଲିକା ମଝିରେ ଫସିଲା ଡଙ୍ଗା

ମେଟ୍ରୋ ଟିଭି ଓଡିଶା (୨୭.୫.୨୦୨୨) ପୁଣି ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଡଙ୍ଗା । ଆଜି ସକାଳେ ଜହ୍ନିକୁଦା ଘାଟରୁ ସାତପଡ଼ା ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ଡଙ୍ଗା ମଝି ଚିଲିକାରେ ଫସି ରହିଛି । ଡଙ୍ଗାରେ ସବାର ଥିବା ପ୍ରାୟ ୩୦ ରୁ ୪୦ ଯାତ୍ରୀ ଏବେବି ଚିଲିକା ମଝିରେ ଫସି

ଦୁଇ ଦିନ ପେଟ୍ରୋଲ ପମ୍ପ ବନ୍ଦ

ମେଟ୍ରୋ ଟିଭି ଓଡିଶା (୨୭.୫.୨୦୨୨ ) ଆଜିଠୁ ଦୁଇ ଦିନ ପର୍ଯ୍ୟନ୍ତ ପେଟ୍ରୋଲ ପମ୍ପ ବନ୍ଦ ରହିବ | ଧର୍ମଘଟକୁ ଓହ୍ଲାଇବ ପେଟ୍ରୋଲିୟମ୍ ଡିଲର୍ସ ଆସୋସିଏସନ୍। ଆଜି ସନ୍ଧ୍ୟା ୬ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ପେଟ୍ରୋଲ ପମ୍ପ ବନ୍ଦ ରହିବାକୁ ଥିବା ବେଳେ ଆସନ୍ତାକାଲି ମଧ୍ୟ ସନ୍ଧ୍ୟା ୬ଟାରୁ ସକାଳ