Browsing Tag

#metro tv

ଦ୍ରୌପଦୀ ମୁର୍ମୁଙ୍କ ପାଇଁ ଓଡ଼ିଶା ଗର୍ବିତ

ଭାରତୀୟ ଗଣତନ୍ତ୍ର ପାଇଁ ଦ୍ରୈାପଦୀ ମୁର୍ମୁ ଆଣିଛନ୍ତି ନୂଆ ଏକ ପରମ୍ପରା । ଭାରତ ଇତିହାସରେ ପ୍ରଥମ ଥର ଜଣେ ଅନୁସୂଚିତ ଜାତି ବର୍ଗର ମହିଳା ହୋଇଛନ୍ତି ରାଷ୍ଟ୍ରପତି । ଶ୍ରୀମତି ମୁର୍ମୁ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇ ସାରା ଭାରତ ପାଇଁ ପ୍ରେରଣା ପାଲଟିଯାଇଛନ୍ତି । 15ତମ

ନବନିର୍ବାଚିତ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଅଭିନନ୍ଦନ

ଭାରତର ରାଷ୍ଟ୍ରପତି ଭାବେ ନିର୍ବାଚିତ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତିଙ୍କଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ କେନ୍ଦ୍ରମନ୍ତ୍ରୀ ସମେସ୍ତ ଅଭିନନ୍ଦନ ଜଣାଇଛନ୍ତି । । ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଥିବା ବେଳେ

ନବୀନଙ୍କୁ ଭେଟିଲେ ଆର ମାଧବନ୍‌

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ବଲିଉଡି ତଥା ସାଉଥ ଫିଲ୍ମର ପ୍ରସିଦ୍ଧ ଅଭିନେତା ଆର୍ ମାଧବନ । ତାଙ୍କ ସହ ତାଙ୍କ ପତ୍ନୀ ଏବ ପୁଅ ଉପସ୍ଥିତ ଥିଲେ । ଏହି ସମୟରେ ମାଧବନଙ୍କ ପୁଅ ବେଦାନ୍ତଙ୍କୁ ତାଙ୍କ ଉପଲବ୍ଧି ପାଇଁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇବା ସହ ସେ ଭାରତ ପାଇଁ

ଜିତୁଛନ୍ତି ଦ୍ରୈାପଦୀ : 540 ସାଂସଦଙ୍କ ସମର୍ଥନ

ରାଷ୍ଟ୍ରପତି ନିର୍ବାଚନର ସାଂସଦଙ୍କ ଭୋଟର ଫଳାଫଳ ଆସିଛି । ପ୍ରଥମ ରାଉଣ୍ଡରେ ଦ୍ରୌପଦୀ ମୁର୍ମୁଙ୍କୁ ୫୪୦ ଖଣ୍ଡ ଭୋଟ୍ ମିଳିଥିବା ବେଳେ ମିଳିତ ବିରୋଧୀ ଦଳର ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ମିଳିଛି ୨୦୮ ଭୋଟ୍ । ସମୁଦାୟ ଭୋଟ୍‌ରୁ ୧୫ଟି ଭୋଟ୍ ନାକଚ ହୋଇଥିବା ଜଣାପଡ଼ିଛି । ଏଥିରୁ ସ୍ପଷ୍ଟ

ଲଏସିରେ ଚୀନ୍ ନୂଆ ହାଇୱେ ବନାଇବାକୁ ଯୋଜନା କରୁଛି

ଦୀର୍ଘଦିନ ହେବ ଏଲଏସିରେ ଭାରତ ଚୀନ ମଧ୍ୟରେ ଆଲୋଚନା ପାଇଁ ବୈଠକ ଉପରେ ବୈଠକ ବସୁଥିଲେ ବି ଚୀନ୍ ତାର ବିସ୍ତାରବାଦି ନିତିକୁ ଛାଡୁନି । ଏଲଏସିରେ ଚୀନ୍ ନୂଆ ହାଇୱେ ବନାଇବାକୁ ଯୋଜନା କରୁଛି ।ମିଳିଥିବା ରିପୋର୍ଟ ଅନିଯାୟୀ, ତିବତ୍ତର ଲୁଂଜଠାରୁ ନେଇ ସିଂଙ୍ଗଜିଆ କ୍ଷେତ୍ରଯାଏଁ ଦୀର୍ଘଗାମୀ

ଭୁବନେଶ୍ୱର ସୈନିକ ସ୍କୁଲରେ ଛାତ୍ରଙ୍କୁ ରାଗିଂ ଅଭିଯୋଗ

ଭୁବନେଶ୍ୱର ସୈନିକ ସ୍କୁଲରେ ଛାତ୍ରଙ୍କୁ ରାଗିଂ ଅଭିଯୋଗ ଆସିବା ପରେ ଗଣଶିକ୍ଷା ସଚିବ ବିଷ୍ଣୁପଦ ସେଠୀ ଭୁବନେଶ୍ୱର ସ୍ଥିତ ସୈନିକ ସ୍କୁଲକୁ ଜବାବ ମାଗିଥିଲେ । ଏହାର ଜବାବ ରଖିଛନ୍ତି ସ୍କୁଲ ପ୍ରିନ୍ସିପାଲ ଏକ ଚିଠି ଜାରି କରି ସ୍କୁଲ କର୍ତ୍ତୃପକ୍ଷ କହିଛନ୍ତି, ରାଗିଂ ରୋକିବା ନେଇ ସ୍କୁଲ

ଏନକାଉଣ୍ଟରରେ ୪ଗ୍ୟାଙ୍ଗଷ୍ଟର ସଫା

ପଞ୍ଜାବର ଅମୃତସର ଜିଲ୍ଲାର ଚିଚା ଭକନା ଗ୍ରାମରେ ପୁଲିସ ଏବଂ ଗ୍ୟାଙ୍ଗଷ୍ଟରଙ୍କ ମଧ୍ୟରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା। ଏହି ଏନକାଉଣ୍ଟରରେ ସମସ୍ତ ୪ଜଣ ଗ୍ୟାଙ୍ଗଷ୍ଟରଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଜଣ ସାଧାରଣ ନାଗରିକ ଓ ୩ଜଣ ପୁଲିସକର୍ମୀ ଆହତ ହୋଇଥିବା ଜଣାପଡ଼ିଛି।ଏହା ସହ ଗ୍ରାମର ଲୋକଙ୍କୁ

କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଦ୍ବାରା ପିଆଜ ଓ ଟମାଟ ମୂଲ୍ୟ ହ୍ରାସ କରିବାରେ ସହାୟତା ମିଳିଲା

ନୂଆଦିଲ୍ଲୀ: ଟମାଟର ଖୁଚୁରା ମୂଲ୍ୟରେ ଗତ ମାସ ତୁଳନାରେ 29% ର ହ୍ରାସ ଦେଖା ଯାଇଛି, କାରଣ ମୌସୁମୀ ଆରମ୍ଭ ହେବା ସହିତ ବଜାରରେ ଟମାଟର ଉପଲବ୍ଧତାରେ ଉନ୍ନତି ଆସିଛି। ପିଆଜର ଖୁଚୁରା ମୂଲ୍ୟ ଗତ ବର୍ଷ ତୁଳନାରେ 9 % କମ୍ ହୋଇ ବହୁତ ପରିମାଣରେ ନିୟନ୍ତ୍ରିତ ହୋଇ ପାରିଛି। ସରକାର ଚଳିତ

ଓଡିଶାର ୪୦.୫୨ ଲକ୍ଷ ପରିବାରକୁ ଟ୍ୟାପ୍‍ ଯୋଗେ ପାନୀୟ ଜଳ ଯୋଗାଣ

ନୂଆଦିଲ୍ଲୀ : ଓଡିଶାର ୪୦.୫୨ ଲକ୍ଷ ପରିବାରକୁ ଜଳ ଜୀବନ ମିଶନ ଯୋଜନାରେ ଟ୍ୟାପ ପାଣି ଯୋଗାଇ ଦିଆଯାଇଛି । ପାନୀୟଜଳ ଯୋଗାଣ ନେଇ ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଜଳ ଶକ୍ତି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପ୍ରହଲାଦ ସିଂହ ପଟେଲ ଏହି ସୂଚନା ଦେଇଛନ୍ତି । କେନ୍ଦ୍ର ମନ୍ତ୍ରୀ 

୪ ବର୍ଷରେ ସାଇବର ଠକ ଲୁଟିନେଇଛନ୍ତି କୋଟି କୋଟି ଟଙ୍କା

ଭୁବନେଶ୍ବର: ୪ ବର୍ଷରେ ୧୨୨ କୋଟି ଟଙ୍କା ଠକିଛନ୍ତି ସାଇବର ଠକ । ଏନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା । ବିଧାୟକ ତାରା ବାହିନୀପତିଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ ତୁଷାରକାନ୍ତି କହିଛନ୍ତି । ୨୦୧୮ରୁ ୨୦୨୨ ଏପ୍ରିଲ ମାସ ମଧ୍ୟରେ ରାଜ୍ୟରେ