Browsing Tag

#metro tv

ଦ୍ରୈାପଦୀଙ୍କ ପାଇଁ ଲକ୍ଷ୍ମଣ ରେଖା ଲଙ୍ଘିଲେ ବିରୋଧୀ: ବଢ଼ିଲା କ୍ରସଭୋଟିଂ

ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ବିରୋଧୀ ଯେଉଁ ବାହାସ୍ଫୋଟ ମାରୁଥିଲେ ତାହା ଫିକା ପଡିଛି । ନରେନ୍ଦ୍ର ମୋଦିଙ୍କ ମାଷ୍ଟର ଷ୍ଟ୍ରୋକ୍ ଆଗରେ ବିରୋଧୀଙ୍କ ରଣକୈାଶଳ ଫେଲ ମାରିଛି । ଦ୍ରୈାପଦୀ ମୁର୍ମୁ ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ବିରୋଧୀ ଦଳଗୁଡ଼ିକ ଦୋଛକିରେ ପଡିଥିଲେ । ଦଳର

ମିଡିଆ ସତରେ କଣ କଙ୍ଗାରୁ କୋର୍ଟ ଚଲାଉଛି!

ସୁପ୍ରିମ କୋର୍ଟର ମୁ୍ଖ୍ୟ ବିଚାରପତି ଜଷ୍ଟିସ ଏନ ଭି ରମନ୍ନା ଝାଡ଼ଖଣ୍ଡ ଗସ୍ତ ସମୟରେ ମିଡିଆକୁ ନେଇ ବଡ଼ କଥା କହିଛନ୍ତି । ସେ କହିଛନ୍ତି ଆଜିକାଲି ମିଡିଆ କଂଗାରୁ କୋର୍ଟ ଚଲାଇଛି । ଯାହା ମନକୁ ଆସିଲା ତାହା ଗପୁଛି । ଯାହା ଠିକ୍ ଭାବିଲା ତାହାକୁ ନ୍ୟାୟ ବୋଲି ଦର୍ଶାଉଛି । ଏଭଳି

ଏସସି ଓ ଏସଟି ମାନ୍ୟତା ପ୍ରସଙ୍ଗ: ଜାତି ଜନଜାତି ତାଲିକାରେ ନାମ ସାମିଲ କରାଯାଉନାହିଁ

ସମାନ ଜାତିର ଲୋକ ମାନଙ୍କର ସାଙ୍ଗିଆ ଭିନ୍ନ ହେଲେ ମଧ୍ୟ ସେମାନଙ୍କୁ ଅନୁସୂଚିତ ଜାତି ଓ ଜନଜାତି ତାଲିକାରେ ସାମିଲ କରା ଯାଉ ନାହିଁ। ଯାହା ଫଳରେ ସେମାନେ ସଂରକ୍ଷଣ ଓ ଅନ୍ୟ ବ୍ୟବସ୍ଥାର ଲାଭ ପାଇ ପାରୁ ନାହାନ୍ତି । ଏହା ଉପରେ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ବିଶେଷ ଧ୍ୟାନ ଦେବା ଆବଶ୍ୟକ

ପ୍ରକୃତି ମୋ ଘର ଭାଙ୍ଗୁଛନ୍ତି: ବାବୁସାନଙ୍କ ପତ୍ନୀ

ଭୁବନେଶ୍ବର: ରାସ୍ତା ଉପରେ ବାବୁଶାନଙ୍କ ପତ୍ନୀଙ୍କ ଚିତ୍କାର ଶୁଭୁଛି । ଗାଳି କରୁଛନ୍ତି ସେ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ । ଚୁଟି ଟାଣି ତାଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟୁଥିବା ବି ଦେଖିବାକୁ ମିଳୁଛି । ଏମିତି ଏକ ଭିଡିଓ ଆଜି ଭାଇରାଲ ହେବାରେ ଲାଗିଛି । ପାଖରେ ଥିବା ଲୋକମାନେ

ଫିଟ୍ ଇଣ୍ଡିଆ କ୍ୱିଜ୍: ଜାତୀୟ ପର୍ଯ୍ୟାୟରେ ଓଡିଶାର ଦୁଇ ଛାତ୍ର

ଫିଟ୍ ଇଣ୍ଡିଆ କ୍ୱିଜ୍‌, ୨୦୨୧ର ଜାତୀୟ ପର୍ଯ୍ୟାୟ ଖେଳ ଆରମ୍ଭ ହୋଇ ଯାଇଛି । ୩୬ଟି ରାଜ୍ୟ / କେନ୍ଦ୍ର ଶାସିତ ପ୍ରଦେଶ ଗୁଡିକର ରାଜ୍ୟ ସ୍ତରୀୟ ବିଜେତା ଶୀର୍ଷ ସମ୍ମାନ ଏବଂ ବୃହତ୍ ପରିମାଣର ନଗଦ ପୁରସ୍କାର ଗୁଡିକ ନିମନ୍ତେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ।

ସୁରୀୟା ଓ ଅଜୟ ଦେବଗନଙ୍କୁ ଶ୍ରେଷ୍ଠ ଅଭିନେତା ଓ ଅପର୍ଣ୍ଣା ବାଲମୁରଲୀଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର

ସୂର୍ଯ୍ୟ ଦେଓଙ୍କ ଦ୍ୱାରା ଲିଖିତ କାଲିର ସିନେମା ପୁସ୍ତକ କୁ ସ୍ୱତନ୍ତ୍ର ଉଲ୍ଲେଖ ପୁରସ୍କାର ୬୮ତମ ଜାତୀୟ ଚଳଚ୍ଚିତ୍ର ବିଚାରକ ମଣ୍ଡଳୀ ଆଜି (୨୨.୭.୨୦୨୨) ୨୦୨୦ ବର୍ଷ ପାଇଁ ବିଜେତାମାନଙ୍କ ନାମ ଘୋଷଣା କରିଛନ୍ତି । ଘୋଷଣା ପୂର୍ବରୁ ବିଚାରକମଣ୍ଡଳୀ ତଥା ଏହାର ଅଧ୍ୟକ୍ଷ କେନ୍ଦ୍ର ସୂଚନା

ମମତାଙ୍କ ମନ୍ତ୍ରୀଙ୍କୁ ଗିରଫ କଲା ଇଡି

ଶିକ୍ଷକ ନିଯୁକ୍ତି ଦୁର୍ନୀତିର ତଦନ୍ତ କରୁ କରୁ ମମତାଙ୍କ ମନ୍ତ୍ରୀଙ୍କୁ ଗିରଫ କରିଛି ଇଡି । ପଶ୍ଚିମବଙ୍ଗର ପୂର୍ବତନ ଶିକ୍ଷାମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ ଗିରଫ କରିଛି । https://twitter.com/ani_digital/status/1550714893245956096

ପ୍ରଥମ ଦିନିକିଆ: ଭାରତ 3 ରନ୍ ରେ ବିଜୟୀ

ପ୍ରଥମ ଦିନିକିଆରେ ଓ୍ୱେଷ୍ଟଇଣ୍ଡିଜ୍ କୁ 3 ରନରେ ପରାସ୍ତ କରିଛି ଇଣ୍ଡିଆ । ଓ୍ବେଷ୍ଟ ଇଣ୍ଡିଜ ଆଗରେ ୩୦୯ ରନର ଟାର୍ଗେଟ ଥିବାବେଳେ ସିରାଜଙ୍କ ଶେଷ ଓଭରରେ 11 ରନ କରିଥିଲା ଓ୍ବେଷ୍ଟଇଣ୍ଡିଜ । ୱେଷ୍ଟଇଣ୍ଡିଜ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତୀୟ ଦଳ ୫୦ ଓଭର ଖେଳି ୭

ଅବକାରୀ ନୀତି ଉପରେ ‘ସିବିଆଇ’ ତଦନ୍ତ 

ଦିଲ୍ଲୀ ମୁଖ୍ୟ ଶାସନ ସଚିବଙ୍କ ରିପୋର୍ଟକୁ ଆଧାର କରି ସିବିଆଇ ତଦନ୍ତ ହେବ କେଜ୍ରିୱାଲ୍‌ ସରକାରଙ୍କ ବିବାଦୀୟ ‘ଦିଲ୍ଲୀ ଅବକାରୀ ନୀତି । ‘ସିବିଆଇ’ ତଦନ୍ତ କରିବା ଲାଗି ଉପରାଜ୍ୟପାଳ ଭି.କେ. ସାକ୍ସେନା ଆଦେଶ ଦେଇଛନ୍ତି। ଏଥିରେ ଦୁର୍ନୀତି ହୋଇଥିବା କୁହାଯାଇଛି । ଉପମୁଖ୍ୟମନ୍ତ୍ରୀ ମନୀଷ

ପ୍ରକାଶ ପାଇଲା ସିବିଏସଇ ଦଶମ ପରୀକ୍ଷାଫଳ

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ଦ୍ବାରା ପରିଚାଳିତ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି। ଚଳିତ ବର୍ଷ ୨୧ ଲକ୍ଷ ୧୬ ହଜାର ୨୯୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସିବିଏସଇ ଦଶମରେ ପାସ୍‍ ହାର ୯୪.୪୦ ପ୍ରତିଶତ। ରାଜଧାନୀ ଭୁବନେଶ୍ୱର ରିଜିଅନରେ ପାସ ହାର