Browsing Tag

#metro tv

ଇରାକରେ ସଂସଦ ଭବନ ଭିତରକୁ ପଶିଗଲେ ବିକ୍ଷୋଭକାରୀ

ମେଟ୍ରୋ ଟିଭି ଓଡ଼ିଶା ବ୍ୟୁରୋ:  ବାଗଦାଦରେ ବୁଧବାର ହଜାର ହଜାର ସଂଖ୍ୟାରେ ପ୍ରଦର୍ଶନକାରୀ ସଂସଦ ଭବନକୁ କବଜା କରିଛନ୍ତି ।ଇରାକରେ ଶ୍ରୀଲଙ୍କା ଭଳି ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଛି ।ଅଧିକାଂଶ ବିକ୍ଷୋଭକାରୀ ଇରାକର ଶିୟା ନେତା ମୁକତଦା ଅଲ-ସଦରଙ୍କ ସମର୍ଥକ । ଏମାନେ ଇରାନ ସମର୍ଥିତ

ଆମେରିକା ଓ ଚୀନ୍‌ ମଧ୍ୟରେ ପୁଣି ବିବାଦ

ଆମେରିକାର ସଂପର୍କ ତାଇଓ୍ବାନ ସହ ବଢ଼ୁଥିବାରୁ ଚାଇନା ରାଗିପାଚି ଲାଲ ହୋଇଯାଇଛି । ଆମେରିକାର ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ ଅଧ୍ୟକ୍ଷା ନାନ୍‌ସି ପେଲୋସି ତାଇୱାନ ଗସ୍ତ ପାଇଁ ପ୍ରସ୍ତୁତ ହେଉଥିବା ନେଇ ରିପୋର୍ଟ ପ୍ରକାଶ ପାଇବା ପରେ ଚୀନ୍‌ ଏଭଳି କଠୋର ଆଭିମୁଖ୍ୟ ପୋଷଣ କରିଛି ।ତାଇୱାନ

ତୃତୀୟ ଦିନିକିଆରେ ଭାରତ ବିଜୟୀ

ୱେଷ୍ଟଇଣ୍ଡିଜ୍‌କୁ ୩ୟ ଦିନିକିଆରେ ୧୧୯ ରନ୍‌ରେ ପରାସ୍ତ କରିଛି ଭାରତ । ମ୍ୟାନ ଅଫ ଦି ମ୍ୟାଚ ଏବଂ ମ୍ୟାନ ଅଫ ଦି ସିରିଜ ହୋଇଛନ୍ତି ଶୁଭମନ ଗିଲ । ଟସ୍ ଜିଣି ଭାରତ ପ୍ରଥମେ ବ୍ୟାଟିଂ କରିଥିଲା । ୩ ୱିକେଟ୍‌ରେ ୨୨୫ ରନ୍ ସଂଗ୍ରହ କରିପାରିଥିଲା ଭାରତୀୟ ଦଳ ।

ମୋ ବାପାମାଆଙ୍କ ପାଖକୁ ଯିବାକୁ ଦିଅନ୍ତୁ :ବାବୁସାନ

ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି । ବାବୁସାନ ଘରକୁ ଫେରିଛନ୍ତି । ଗଣମାଧ୍ୟମ ବାବୁସାନଙ୍କ ପ୍ରତିକ୍ରିୟ ଜାଣିବାକୁ ଚାହିଁଥିବା ବେଳେ ବାବୁସାନ କହିଛନ୍ତି ପ୍ରଥମେ ମୋ ବାପା ମାଆଙ୍କୁ ପାଖକୁ ଯିବାକୁ ଦିଅନ୍ତୁ । ପରେ ମୁଁ ଆପଣମାନଙ୍କ ସହ କଥା ହେବି । ତେବେ ଦୁଇଦିନ ହେବ ବାବୁସାନ ଠିକରେ

ପ୍ରକାଶ ପାଇଲା ଓଜେଇଇ ରେଜଲ୍ଟ

ଆଜି ପ୍ରକାଶ ପାଇଛି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)ର ରେଜଲ୍ଟ। ୧୨ଟି ବୈଷୟିକ ଓ ବୃତ୍ତିଗତ ପାଠ୍ୟକ୍ରମ ପାଇଁ ରେଜଲ୍ଟ ପ୍ରକାଶ ପାଇଛି। ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା

କାଶୀପୁର ହଇଜା ମୃତ୍ୟୁ ଘଟଣା ମନୁଷ୍ୟକୃତ,
ରାଜ୍ୟ ସରକାର ସଂପୂର୍ଣ୍ଣ ଦାୟୀ: ମୋହନ ମାଝୀ

ପାନୀୟଜଳ, ସୁଷମ ଖାଦ୍ୟ ଭଳି ମୌଳିକ ଅଧିକାରରୁ ବଂଚିତ ହୋଇଥିବା ଇଲାକାର ଏକ ଉଦାହରଣ ହେଉଛି ରାୟଗଡା ଜିଲ୍ଲାର କାଶୀପୁର ବ୍ଲକ୍ । କାଶୀପୁରରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି । କାଶୀପୁର ଅଂଚଳବାସୀ ଦୂଷିତ ପାନୀୟ ଜଳ ପିଇବା ଏବଂ ବିଷାକ୍ତ ଖାଦ୍ୟ ଖାଉଥିବାରୁ ଝାଡା, ବାନ୍ତିରେ ପଡ଼ିଛନ୍ତି

ଭାରତ ଗୌରବ ଦିବ୍ୟ କାଶୀ ଯାତ୍ରା ଟ୍ରେନ

ଭୁବନେଶ୍ବର: 23 ଜୁଲାଇ 2022 ରେ ଦକ୍ଷିଣ ଭାରତର କୋଏମ୍ବାଟୁରରୁ ଛାଡି ଥିବା ଶକ୍ତି ପୀଠ ଆଧାରିତ ଟୁରିଷ୍ଟ ସର୍କିଟ୍ ଭାରତ ଗୌରବ ଟ୍ରେନ୍ “ଦିବ୍ୟ କାଶୀ - ଆଦି ଅମାବାସ୍ୟା ଯାତ୍ରା” ଟ୍ରେନ ଏହାର ଯାତ୍ରା ସ୍ଥଳ ପରିଭ୍ରମଣ ମଧ୍ୟରେ ଆଜି ଯାଜପୁର କେନ୍ଦୁଝର ରୋଡ଼ ଷ୍ଟେସନ ଠାରେ

ଓଡିଶାରେ ୧୧୮ଟି ବିଦ୍ୟୁତ୍ ଯାନ ଚାର୍ଜିଂ ଆଉଟ୍ ଲେଟ୍ କାର୍ଯ୍ୟକ୍ଷମ

ଭାରତରେ ହାଇବ୍ରିଡ୍ ଏବଂ ଇଲେକ୍ଟ୍ରିକ୍ ଯାନ ଗୁଡିକୁ (ଫେମ୍ ଇଣ୍ଡିଆ) ଦ୍ରୁତ ଗତିରେ ଗ୍ରହଣ କରିବା ଏବଂ ଏହା ଅଧିକ ପରିମାଣରେ ଉତ୍ପାଦନ ହେବା ଯୋଗୁଁ ପର୍ଯ୍ୟାୟ – ୨ରେ ସାର୍ବଜନିନ ପରିବହନ ନିମନ୍ତେ ଇଲେକ୍ଟ୍ରିକ୍ ଯାନବାହନ (ଇଭି) ବ୍ୟବହାରକୁ ପ୍ରୋତ୍ସାହିତ କରାଯାଉଛି । ତୈଳ

ମୟୂରଭଞ୍ଜ ଜିଲ୍ଲାରେ ୨୭ ଓ ୨୮ ଜୁଲାଇରେ ଅନୁଷ୍ଠିତ ହେବ ‘‘ଉଜ୍ଜ୍ବଳ ଭାରତ – ଉଜ୍ଜ୍ବଳ ଭବିଷ୍ୟ ଶକ୍ତି @2047’’ ସମାରୋହ

ଦେଶ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ କରାଯାଉଛି । ଏହାର ଅଂଶବିଶେଷ ସ୍ବରୂପ ଭାରତ ସରକାର ଏବଂ ଓଡ଼ିଶା ସରକାରଙ୍କ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି ‘‘ଉଜ୍ଜ୍ବଳ ଭାରତ – ଉଜ୍ଜ୍ବଳ ଭବିଷ୍ୟ ଶକ୍ତି @2047’’ ସମାରୋହ । ଶକ୍ତି

ଭାରତ ଓ ପାକିସ୍ତାନ ଦିନେ ଏକ ହୋଇଯିବେ!

ମେଟ୍ରୋ ଟିଭି ଓଡ଼ିଶା ବ୍ୟୁରୋ: ପଶ୍ଚିମ ଏବଂ ପୂର୍ବ ଜର୍ମାନୀ ଏକ ହୋଇପାରନ୍ତି, ତେବେ କାହିଁକି ଭାରତ, ପାକିସ୍ତାନ ଏବଂ ବାଂଲାଦେଶ ଏକ ହୋଇପାରିବେ ନାହିଁ? ଏକ କାର୍ଯ୍ୟକ୍ରମରେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଏହା କହିଛନ୍ତି। ସେ ଦେଶର ବିଭାଜନକୁ ଦୁଃଖଦାୟକ ବୋଲି କହି