Browsing Tag

#metro tv

ଫାଇଟର ଜେଟ ମିଗ-୨୯ ଦୁର୍ଘଟଣାଗ୍ରସ୍ତ

ଉତ୍ତରପ୍ରଦେଶର ଆଗ୍ରାରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଆଗ୍ରା ନିକଟରେ ଖସିପଡ଼ିଥିଲା ମିଗ-୨୯ ବିମାନ। ମିଗ-୨୯ରେ ଥିବା ପାଇଲଟ ପାରାଚ୍ୟୁଟ ଯୋଗେ ବର୍ତ୍ତି ଯାଇଥିବା ଜଣାପଡ଼ିଛି। ପଞ୍ଜାବ-ଆଦମପୁରରୁ ଆଗ୍ରା ଯାଉଥିଲା ଏହି ଫାଇଟର ଜେଟ। ବିମାନରେ ପାଇଲଟଙ୍କ ସମେତ ୨ଜଣ ଉପସ୍ଥିତ ଥିଲେ।

କାନାଡାରେ ହିନ୍ଦୁ ମନ୍ଦିର ଭାଙ୍ଗିବା ସହ ହିନ୍ଦୁମାନଙ୍କ ଉପରକୁ ଆକ୍ରମଣ

କାନାଡାରେ ହିନ୍ଦୁ ମନ୍ଦିରକୁ ଟାର୍ଗେଟ୍ । ଖଲିସ୍ତାନୀମାନେ ବ୍ରମ୍ପଟନରେ ହିନ୍ଦୁସଭା ମନ୍ଦିରକୁ ଆକ୍ରମଣ କରିବା ସହ କିଛି କର୍ମକର୍ତ୍ତାଙ୍କୁ ଠେଲାପେଲା କରି ମାଡ ମାରିଛନ୍ତି।  ଏହାକୁ ନେଇ କାନାଡା ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ନିନ୍ଦା କରାଯିବା ସହ କଡା ପ୍ରତିକ୍ରିୟା ପ୍ରକାଶ ପାଇଛି ।…

ଶିମିଳିପାଳ ଜଙ୍ଗଲରେ ପ୍ରାଣତ୍ୟାଗ କଲା ‘ଯଶୋଦା’

୬ ମାସ ତଳେ ଯଶୋଦାକୁ ଚନ୍ଦକା ଅଭୟାରଣ୍ୟରୁ ଶିମିଳିପାଳକୁ ଆଣାଯାଇଥିଲା । ଆସିବା ସମୟରୁ ଯଶୋଦା ଅସୁସ୍ଥ ରହିଥିଲା । ଗତ ତିନିମାସ ହେବ ତାର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଅନେକ ବିଶେଷଜ୍ଞ ଡାକ୍ତରଙ୍କ ଦ୍ଵାରା ଚିକିତ୍ସା କରାଯାଉଥିଲା । ହେଲେ କୌଣସି ସୁଫଳ ମିଳିନଥିଲା । ଶେଷରେ…

ଜାଣନ୍ତୁ କିପରି ପେଟ ସମସ୍ୟା ଦୂର କରିବ ପିଜୁଳି ?

ପିଜୁଳି ସବୁ ଋତୁରେ ମିଳିଥାଏ ଏହା ଫଳ ବଜାରରେ ବହୁଳ ଭାବରେ ବିକ୍ରି ହେଉଛି । ଲୋକମାନେ ଏହାର ମିଠା ଏବଂ ଖଟା ସ୍ୱାଦକୁ ବହୁତ ପସନ୍ଦ କରନ୍ତି । କିନ୍ତୁ ଆପଣ ଜାଣନ୍ତି କି ଏହି ଫଳ ପେଟ ପାଇଁ ବହୁତ ଲାଭଦାୟକ ଅଟେ । ପିଜୁଳି ଭିଟାମିନ୍ ସି, ଆଣ୍ଟିଅକ୍ସିଡାଣ୍ଟ, ପୋଟାସିୟମ୍ ଏବଂ ଅନ୍ୟାନ୍ୟ ପୋଷକ…

୨ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସରକାରୀ ଓ ଦଳୀୟ କାର୍ଯ୍ୟକ୍ରମରେ କରିବେ ଯୋଗଦାନ । ଏହି ଗସ୍ତ ସମୟରେ ଅନେକ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବାର ରହିଛି କାର୍ଯ୍ୟକ୍ରମ । ଓଡ଼ିଶାର ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗରେ କରିପାରନ୍ତି ଆଲୋଚନା । ସେହିପରି ମୁଖ୍ୟମନ୍ତ୍ରୀ ୩ ଦିନିଆ ବିଦେଶ…

୧୦ ତାରିଖରୁ ଟ୍ରକ୍ ପରିବହନ ବନ୍ଦ କରିବାକୁ ଚେତାବନୀ ଦେଲା ଟ୍ରକ୍ ମାଲିକ ସଂଘ

ରାଜ୍ୟ ସରକାରଙ୍କୁ କଡ଼ା ଚେତାବନୀ ଦେଇଛି ଲଘୁ ଖଣିଜ ପରିବହନ କରୁଥିବା ମିଳିତ ଟ୍ରକ ମାଲିକ ସଂଘ। ଖୋର୍ଦ୍ଧା ଟ୍ରକ ମାଲିକ ସଂଘ ଆହ୍ବାନ କ୍ରମେ ପାଖାପାଖି ୧୦ ଜିଲ୍ଲାର ୧୫ ଟ୍ରକ ମାଲିକ ସଂଘର ମିଳିତ ବୈଠକରେ ଏଭଳି ନିଷ୍ପତ୍ତି ହୋଇଛି । ସେମାନଙ୍କ ଦାବି, ନଦୀ ବାଲି ପରିବହନ କ୍ଷେତ୍ରରେ…

ଶ୍ରୀମନ୍ଦିରରେ ହରିହର ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ଶ୍ରୀଜିଉ

ମହାପ୍ରଭୁଙ୍କ ଅବକାଶ ନୀତି ପରେ ବଡ଼ଠାକୁରଙ୍କୁ ହରିହର ବେଶରେ ସଜ୍ବିତ କରାଯିବ। ବଡ଼ଠାକୁରଙ୍କୁ ହର ବା ଶିବ ବୋଲି ବିବେଚନା କରାଯାଉଥିବା ବେଳେ ଏହି ବେଶରେ ହରି ଓ ହର ଙ୍କ ଆତ୍ମୀୟତା ପ୍ରସ୍ଫୁଟିତ ହୋଇଥାଏ। ଏହି ବେଶରେ ବଡ଼ଠାକୁର ଅର୍ଦ୍ଧେକ ଧଳା ଓ ଅର୍ଦ୍ଧେକ କଳା ଦିଶିବା ସହ ୩୨ ପ୍ରକାର…

୭୦୦ ଟଙ୍କାରେ ଦେଖିପାରିବେ ଫେବ୍ରୁଆରୀ ୯ରେ ଭାରତ-ଇଂଲଣ୍ଡ ମ୍ୟାଚ୍

ଆପଣ ଭାରତ -ଇଂଲଣ୍ଡ ମ୍ୟାଚ ଦେଖିବାକୁ ଚାହୁଁଛନ୍ତି କି ? ତେବେ ଡେରି କାହିଁକି କରୁଛନ୍ତି, ଟିକେଟ କିଣିବା ପାଇଁ ଚେଷ୍ଟା କରନ୍ତୁ । କାରଣ ଟିକେଟର ମୂଲ୍ୟ ୭୦୦ ଟଙ୍କାରୁ ଆରମ୍ଭ ହେଉଛି । ୨୦୨୫ ଫେବ୍ରୁଆରୀ ୯ ତାରିଖରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଏହି ହାଇ ଭୋଲଟେଜ ମ୍ୟାଚ ଖେଳାଯିବ । କଟକ…

‘ନରସିଂହ ବାରାହି ବ୍ରିଗେଡ’ କାହିଁକି ଲଞ୍ଚ କଲେ ପଓ୍ବନ କଲ୍ୟାଣ!

ଦକ୍ଷିଣରେ ସନାତନ ଧର୍ମ ସୁରକ୍ଷା ପାଇଁ ଅଣ୍ଟା ଭିଡିଛନ୍ତି ପଓ୍ବନ କଲ୍ୟାଣ । ଏଥିପାଇଁ ସେ ଯୁବବାହିନୀ ଗଠନ କରିଛନ୍ତି ।  ଜଣାଶୁଣା ସୁପରଷ୍ଟାର ତଥା ଜନସେନା ପାର୍ଟି (ଜେଏସପି) ମୁଖ୍ୟ ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ପୱନ କଲ୍ୟାଣ ତାଙ୍କ ଦଳ ମଧ୍ୟରେ ନରସିଂହ ବାରାହି ବ୍ରିଗେଡ ଗଠନ…

ଜମ୍ମୁ-କଶ୍ମୀରରେ ପୁଣି ଆତଙ୍କବାଦୀ- ସୁରକ୍ଷାବାହିନୀ ମୁହାଁମୁହିଁ

ଜମ୍ମୁ-କଶ୍ମୀରରେ ପୁଣି ଆତଙ୍କବାଦୀ- ସୁରକ୍ଷାବାହିନୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି । କିଛି ଦିନ ହେଲା ଆତଙ୍କବାଦୀ ମାତିଛନ୍ତି । ସୁରକ୍ଷାକର୍ମୀ ଉପରକୁ  ଆକ୍ରମଣ ବୃଦ୍ଧି ପାଉଛି। ଗତ ସପ୍ତାହ ହେଲା ଶ୍ରୀନଗରରେ ଅନେକ ଗ୍ରେନେଡ୍‌ ଆକ୍ରମଣ ହୋଇସାରିଲାଣି । ଆକ୍ରମଣକାରୀଙ୍କୁ ଧରିବା…