Browsing Tag

#metro tv

ବିଜେଡି ସରକାର ନିଜର ରାଜନୈତିକ ଫାଇଦା ପାଇଁ ଶ୍ରୀମନ୍ଦିରକୁ ବିପଦକୁ ଠେଲି ଦେଇଥିଲା: ଅନୀଲ ବିଶ୍ୱାଳ

କିଛି ଭୁଲ ଅଛି ଯାହାର କ୍ଷମା ନାହିଁ । ବିଗତ ବିଜେଡି ସରକାର ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ବାବୁ ଏବଂ ତାଙ୍କ ସହଯୋଗୀ ଭି.କେ.ପାଣ୍ଡିଆନ ବାବୁ ଏମିତି କିଛି ଭୁଲ କରିକି ଯାଇଛନ୍ତି ଯାହାର ମୂଲ୍ୟ ଏବେ ଓଡ଼ିିଶାବାସୀଙ୍କୁ ଦେବାକୁ ପଡୁଛି । ନିଜର ରାଜନୈତିକ ଫାଇଦା ପାଇଁ ସେମାନେ କିଭଳି…

ଟ୍ରେନ ଉପରକୁ ଗୁଳି ମାଡ଼

ଭଦ୍ରକ-ବାଉଦପୁର ସେକ୍ସନ ଟ୍ରେନ୍‌ ଲାଇନ୍‌ ମଝିରେ ମଙ୍ଗଳବାର ଏକ ଅଘଟଣ ଘଟିଛି। ନନ୍ଦନକାନନ ଏକ୍ସପ୍ରେସ ଟ୍ରେନ୍‌ ଉପରକୁ କେତେକ ଦୁର୍ବୃତ୍ତ ଟ୍ରେନ ଉପରକୁ ୨ ରାଉଣ୍ଡ ଗୁଳିମାଡ଼ କରିଛନ୍ତି। ଗୁଳିଟି ଗାର୍ଡ ବଗିର ୱିଣ୍ଡୋ କାଚରେ ବାଜିଛି। ଗୁଳିକାଣ୍ଡରେ ୱିଣ୍ଡୋ କାଚ ଭାଙ୍ଗି ଯାଇଥିବା ବେଳେ…

ଆଜି ବିଶ୍ଵ ସୁନାମି ସଚେତନତା ଦିବସ

 ପ୍ରତିବର୍ଷ ନଭେମ୍ବର ୫ରେ ବିଶ୍ୱ ସୁନାମି ସଚେତନତା ଦିବସ ପାଳନ କରାଯାଏ। ସୁନାମି ବିଷୟରେ ସଚେତନତା ବୃଦ୍ଧି କରିବା ଏହି ଦିବସର ମୁଖ୍ୟ ଲକ୍ଷ୍ୟ। ଏହି ଦିବସରେ ସୁନାମିର ପ୍ରକୋପରୁ କିପରି ଲୋକଙ୍କ ଜୀବନ ରକ୍ଷା କରାଯାଇପାରିବ ସେ ବିଷୟରେ କୁହାଯାଇଥାଏ। ମିଳିତ ଜାତିସଂଘର ସାଧାରଣ ସଭାର ୨୨…

କିଏ ହେବେ ଓଡିଶା କଂଗ୍ରେସର ନୂଆ ସଭାପତି ?

ସବୁ ବିଧାୟକ ଏବଂ  ଷ୍ଟିୟରିଂ କମିଟି ସଦସ୍ୟଙ୍କୁ ନେଇ ଚାଲିଥିଲା କଂଗ୍ରେସର ଏହି ବୈଠକ । କିଏ ଧରିବେ କଂଗ୍ରେସର ମଙ୍ଗ, ତାକୁ ନେଇ ପିସିସି କାର୍ଯ୍ୟାଳୟ ଭିତରେ ଘମାସନ ଆଲୋଚନା  ହୋଇଥିଲା । ଛତିଶଗଡ଼ର କଂଗ୍ରେସ ନେତା ଚରଣ ଦାସ ମହନ୍ତ ଏଵଂ ମିନାକ୍ଷୀ ନଟରାଜନ ଉପସ୍ଥିତିରେ ବସିଥିଲା ବୈଠକ…

ଦୁଇଦିନ ଭିତରେ ବାତ୍ୟା କ୍ଷତିଗ୍ରସ୍ତଙ୍କୁ ମିଳିବ ଟଙ୍କା

ଦିନକ ପରେ ବାତ୍ୟା କ୍ଷତିଗ୍ରସ୍ତଙ୍କ ଆକାଉଣ୍ଟକକୁ ଯିବ ଟଙ୍କା । ପ୍ରାଥମିକ ସ୍ତରରେ ୧୪ ଜିଲ୍ଲାରେ ପ୍ରାୟ ୬୦୦ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ଆକଳନ ହୋଇଥିବା କହିଛନ୍ତି ରାଜସ୍ବ ଓ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ତେଣୁ ଚାଷୀଙ୍କୁ ପ୍ରଥମେ କ୍ଷତିପୂରଣ ଦେବେ ରାଜ୍ୟ…

ବିଜୁ ପଟ୍ଟନାୟକ ବିମାନବନ୍ଦରକୁ ବୋମାରେ ଉଡେଇଦେବାକୁ ଧମକ

ଭୁବନେଶ୍ବର ବିମାନବନ୍ଦରରେ ଜରୁରୀ ଅବତରଣ । ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପୁଣି ବୋମା ଧମକ । ବିସ୍ଫୋରଣ କରି ବିମାନବନ୍ଦର ଉଡ଼ାଇଦେବାକୁ ଧମକ । ସୋମବାର ରାତିରେ ଭୁବନେଶ୍ବରରୁ ଦିଲ୍ଲୀ ଆଭିମୁଖେ ଯାତ୍ରା କରୁଥିବା ଇଣ୍ଡିଗୋ ବିମାନରେ ବୋମା ଥିବା ନେଇ ଧମକ ଆସିଥିଲା ।…

ବାଲିଯାତ୍ରା ପାଇଁ କଟକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ

ଉପର ପଡ଼ିଆରେ ବାଲିଯାତ୍ରା ନକରିବା ନେଇ ପ୍ରଶାସନକୁ ହାଇକୋର୍ଟ ପରାମର୍ଶ ଦେଇଛନ୍ତି । ଏ ପ୍ରସଙ୍ଗରେ ଆଜି କଟକ ଜିଲ୍ଲାପାଳଙ୍କ  ଅଧ୍ୟକ୍ଷତାରେ ବିଭାଗୀୟ ଅଧିକାରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଆଜି କୋର୍ଟରେ ସତ୍ୟପାଠ ଦାଖଲ ହେବ। ବ୍ୟବସାୟୀଙ୍କ ହିତ, କଟକବାସୀଙ୍କ…

ଏୟାରଷ୍ଟ୍ରାଇକ୍‌ରେ ହେଜ୍‌ବୋଲ୍ଲାର ମୋଷ୍ଟୱାନନ୍ଟେଡ କମାଣ୍ଡର ଅବୁ ଅଳି ରିଡା ନିହତ

ଇସ୍ରାଏଲୀ ସେନାର ଏୟାରଷ୍ଟ୍ରାଇକ୍‌ରେ ହେଜ୍‌ବୋଲ୍ଲାର ଶୀର୍ଷ କମାଣ୍ଡର ଅବୁ ଅଲି ରିଡା ନିହତ ହୋଇଥିବା ଜେରୁଜେଲମ୍‌ କହିଛି। ଦକ୍ଷିଣ ଲେବାନନ୍‌ରେ ଇସ୍ରାଏଲୀ ସେନା ବିରୋଧରେ ରକେଟ ଏବଂ ଟ୍ୟାଙ୍କ୍‌ ବିଧ୍ୱଂସୀ ମିଶାଇଲ ଆକ୍ରମଣ ଯୋଜନା ରିଡା କରିଥିଲେ। ଏୟାରଷ୍ଟ୍ରାଇକ୍‌ରେ ତାଙ୍କର ମୃତ୍ୟୁ…

ଜାଣନ୍ତୁ କେଉଁ ରାଶିରେ ସମସ୍ତ କ୍ଷେତ୍ରରେ ସଫଳତା ହାସଲ କରିବେ ?

ମେଷ : ଆଜି କୃତ୍ତିକା ନକ୍ଷତ୍ରର ପ୍ରତ୍ୟେକ କାମ ଟିକିଏ ବିଳମ୍ବ ଓ ଝାମେଲା ମଧ୍ୟରେ ସମ୍ପନ୍ନ ହେବ। ବ୍ୟବସାୟ, ବାଣିଜ୍ୟ, ଯୋଗାଯୋଗ ଓ ପରିବହନ ବାଧାପ୍ରାପ୍ତ ହୋଇପାରେ। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ…

୩ଦିନରେ ୧୦୦କୋଟି ଆୟ କଲା ‘ସିଙ୍ଘମ ଏଗେନ’

ରୋହିତ ସେଟ୍ଟୀଙ୍କ ନିର୍ଦ୍ଦେଶିତ ଫିଲ୍ମ 'ସିଙ୍ଘମ ଏଗେନ' ଦୀପାବଳି ଅବସରରେ ପ୍ରେକ୍ଷାଳୟରେ ରିଲିଜ୍ ହୋଇଥିଲା।  ଏହି ଚଳଚ୍ଚିତ୍ରରେ ଅଜୟ ଦେବଗନ୍, ଅକ୍ଷୟ କୁମାର, କରୀନା କପୁର, ରଣବୀର ସିଂ, ଟାଇଗର ଶ୍ରଫ୍, ସଲମାନ ଖାନ, ଦୀପିକା ପାଦୁକୋନ ଏବଂ ଅର୍ଜୁନ କପୁରଙ୍କ ଭଳି ଅନେକ ବଡ ତାରକା ନଜର…