Browsing Tag

#metro tv

ରାଜ୍ୟରେ ପ୍ରତିଷ୍ଠା ହେବ ମତ୍ସ୍ୟ ଓ ପଶୁ ସମ୍ପଦ ବିଶ୍ୱବିଦ୍ୟାଳୟ

ରାଜ୍ୟରେ ଖୁବ୍‌ଶୀଘ୍ର ମତ୍ସ୍ୟ ଓ ପଶୁ ସମ୍ପଦ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବ। ଏ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି। ‌ଆଜି ଇନଷ୍ଟିଚ୍ୟୁଟ୍ ଅଫ୍‌ ଇଞ୍ଜିନିୟର୍ସଠାରେ ବିଶ୍ବ ମତ୍ସ୍ୟ ଦିବସ ପାଳନ ଅବସରରେ…

ଜାଣନ୍ତୁ କେଉଁ ରାଶିକୁ ଆଜି ବେଶି ସଫଳତା ମିଳିବ ?

ମେଷ : ଗତକାଲି ପରି ଆଜିର ପରିସ୍ଥିତିରେ କୌଣସି ପରିବର୍ତ୍ତନ ସୂଚନା ନାହିଁ। ଉପସ୍ଥିତବୁଦ୍ଧି ଅନ୍ୟମାନଙ୍କୁ ଆପଣାର କରିବାରେ ସହାୟକ ହେବ। ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରଖିବା ସକାଶେ ପାରସ୍ପରିକ ସହମତି ନେବା ଭଲ। କୌଣସି ଉଦ୍ଦେଶ୍ୟରେ ରଖିଥିବା ଟଙ୍କା ଭିନ୍ନ ବାଟରେ…

ଓଡ଼ିଶାରେ ପ୍ରତିଷ୍ଠା ହେବ ପ୍ରାଣୀସମ୍ପଦ ବିଶ୍ୱବିଦ୍ୟାଳୟ

ଓଡ଼ିଶାରେ ପ୍ରାଣୀସମ୍ପଦ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ମତ୍ସ୍ୟ ଓ ପ୍ରାଣୀସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି । ସମ୍ବଲପୁରଠାରେ ୧୦୦ ଏକର ଜମିରେ ଆକ୍ୱାପାର୍କ ପ୍ରତିଷ୍ଠା କରାଯିବ ବୋଲି ଭୁବନେଶ୍ୱରଠାରେ ଆୟୋଜିତ ବିଶ୍ୱ…

ବିଧାୟକଙ୍କୁ ଆକ୍ରମଣ ମାମଲା: ୧୦ ଜଣଙ୍କୁ ବାନ୍ଧିଲା ପୁଲିସ୍‌

ବିଧାୟକଙ୍କୁ ଆକ୍ରମଣ ମାମଲାରେ ୧୦ ଜଣଙ୍କୁ ବାନ୍ଧିଲା ପୁଲିସ୍‌। ଗତକାଲି ଏତଲା ଆଧାରରେ ପୁଲିସ୍‌ ୧୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ବୁଧବାର ସନ୍ଧ୍ୟା ବେଳେ ଧର୍ମଶାଳା ବିଧାୟକ ହିମାଂଶୁ ସାହୁ ଯାଜପୁର ଜିଲ୍ଲାପାଳଙ୍କ ଅଫିସରେ ହେବାକୁ ଥିବା ବୈଠକରେ ଯୋଗଦେବା ପାଇଁ ଯାଉଥିଲେ। ତେବେ…

ରାଜ୍ୟରେ ପ୍ରତିଷ୍ଠା ହେବ ମହିଳା କୋର୍ଟ

ରାଜ୍ୟରେ ଦିନକୁ ଦିନ ଦୁଷ୍କର୍ମ ଘଟଣା ବୃଦ୍ଧି ପାଇବାରେ ଲାଗିଛି। ବିଶେଷ କରି ନାବାଳିକାମାନଙ୍କ ଉପରେ ଅଧିକ ଯୌନ ନିର୍ଯାତନା କରାଯାଉଥିବାର ଘଟଣା ନଜରକୁ ଆସୁଛି । ଯାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରାଜ୍ୟରେ ଖୁବଶୀଘ୍ର ମହିଳା କୋର୍ଟ ପ୍ରତିଷ୍ଠା କରିବାକୁ ଯାଉଛନ୍ତି। ଏ…

ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ଆପ୍‌ ପକ୍ଷରୁ ପ୍ରଥମ ପ୍ରାର୍ଥୀ ତାଲିକା ଜାରି

ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ଆମ ଆଦମୀ ପାର୍ଟି(ଆପ୍‌) ପକ୍ଷରୁ ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରାଯାଇଛି। ଏହି ତାଲିକାରେ ୧୧ ପ୍ରାର୍ଥୀଙ୍କ ନାମ ରହିଛି। ସେମାନଙ୍କ ମଧ୍ୟରୁ ୬ ଏପରି ପ୍ରାର୍ଥୀ ଅଛନ୍ତି, ଯେଉଁମାନେ ନିକଟରେ କଂଗ୍ରେସ ଓ ବିଜେପି ଛାଡ଼ି ଆପ୍‌ରେ ସାମିଲ ହୋଇଛନ୍ତି। ଏହି…

ଆସନ୍ତା 24 ରେ ଆସିବ ତୃତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା

 ରାଜ୍ୟ ସରକାର ଅଙ୍ଗନବାଡି କର୍ମୀମାନଙ୍କୁ ମଧ୍ୟ ସୁଭଦ୍ରା ଯୋଜନା ଦେବା ନେଇ ଘୋଷଣା କରିଛନ୍ତି ଏଥିସହ ଆସନ୍ତା ୨୪ରେ ତୃତୀୟ କିସ୍ତି ମିଳି ସୁଭଦ୍ରା ଯୋଜନାର ଟଙ୍କା ଏ ନେଇ ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଥିବା ବେଳେ ଡିସେମ୍ବରରେ ମିଳିବ ଚତୁର୍ଥ କିସ୍ତି ଟଙ୍କା । ସୁଚନା ଅନୁଯାୟୀ  ରାଜ୍ୟରେ…

ବାଦାମ ଏବଂ କିସମିସ୍ BP ନିୟନ୍ତ୍ରଣ କରେ

ଶୀତ ଦିନରେ ଶରୀରକୁ ଗରମ ରଖିବା ପାଇଁ ଅଧିକାଂଶ ଲୋକ ଡ୍ରାଏ ଫ୍ରୁଟ୍ସ ଖାଆନ୍ତି । ଡ୍ରାଏ ଫ୍ରୁଟ୍ସ  ପ୍ରକୃତିରେ ଗରମ  ତେଣୁ ଏହାକୁ ପାଣିରେ ଭିଜାଇବା ପରେ ଖାଇବା ପରାମର୍ଶ ଦିଆଯାଇଥାଏ । ଲୋକମାନେ କିସମିସ୍ ଏବଂ ବାଦାମକୁ ରାତିସାରା ପାଣିରେ ଭିଜାଇ ସକାଳେ ଖାଆନ୍ତି । ବାଦାମ ଖାଇବା ଦ୍ୱାରା…

ଟି-୨୦ ଅଲରାଉଣ୍ଡରରେ ନମ୍ବର ଓ୍ୱାନ୍ ହାର୍ଦ୍ଦିକ ପାଣ୍ଡ୍ୟା

ଆସିଲା ଆଇସିସିର ନୂଆ ରାଙ୍କିଙ୍ଗ୍ ତାଲିକା । ଆଉ ନୂଆ ରାଙ୍କିଙ୍ଗ୍ ତାଲିକାରେ ଭାରତୀୟ ଖେଳାଳିଙ୍କୁ ମିଳିଛି ବଡ ସଫଳତା । ଭାରତର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଟି-୨୦ ଅଲରାଉଣ୍ଡର ରାଙ୍କିଙ୍ଗର ପ୍ରଥମ ସ୍ଥାନ ଅକ୍ତିଆର କରିଛନ୍ତି | ତେବେ ହାର୍ଦ୍ଦିକ ପାଣ୍ଡ୍ୟା ନିକଟରେ ଦକ୍ଷିଣ…

ଲାଓସ୍‌ରେ ଭାରତ-ଚୀନ୍‌ ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ବୈଠକ

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଭିଏଣ୍ଟିଆନେରେ ଚୀନ୍ ପ୍ରତିରକ୍ଷା ମନ୍ତ୍ରୀ ଡୋଙ୍ଗ ଜୁନ୍ ଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଛନ୍ତି, ଯେଉଁଥିରେ ଦୁଇ ଦେଶ ମଧ୍ୟରେ ସୀମା ବିବାଦ ଏବଂ ସୈନ୍ୟ ପ୍ରତ୍ୟାହାର ନେଇ ଆଲୋଚନା ହୋଇଥିଲା। ଶାନ୍ତି ଓ ସହଯୋଗ ପାଇଁ ଭାରତ-ଚୀନ ସମ୍ପର୍କ ବଜାୟ ରଖିବାକୁ…