ଆଦାନୀଙ୍କ ଲାଞ୍ଚ କାରବାର ଖବରର ପ୍ରଭାବ: ଏଲଆଇସି ହରାଇଲା 8700 କୋଟି
ଆଦାନୀଙ୍କ ଲାଞ୍ଚ କାରବାର ଖବରର ପ୍ରଭାବ ଭାରତୀୟ ଜୀବନ ବୀମା ନିଗମ (ଏଲ୍ଆଇସି) ଉପରେ ପଡ଼ିଛି। ଆଦାନୀ ଗ୍ରୁପ୍ର ୭ଟି କମ୍ପାନିରେ ଏଲ୍ଆଇସି ସେୟାର କିଣିଛି। ଏହି ସେୟାର ମୂଲ୍ୟ ହ୍ରାସ ଫଳରେ ଏଲ୍ଆଇସିକୁ ୮୭୦୦ କୋଟି ଟଙ୍କାରୁ ଅଧିକ କ୍ଷତି ସହିବାକୁ ପଡ଼ିଛି। ୨୦୨୪ ସେପ୍ଟେମ୍ବରର ସୂଚନା…