Browsing Tag

#metro tv

ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ପରଲୋକ , ଭଟଲି ନିର୍ବାଚନମଣ୍ଡଳୀର ତିନି ଥର ବିଧାୟକ ଥିଲେ ସୁଶାନ୍ତ ସିଂ

ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ପରଲୋକ । ଭଟଲି ନିର୍ବାଚନମଣ୍ଡଳୀର ତିନି ଥର ବିଧାୟକ ଥିଲେ ସୁଶାନ୍ତ ସିଂ । ରାଜଧାନୀ ଭୂବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ସୁଶାନ୍ତ ସିଂଙ୍କ ପରଲୋକ ହୋଇଛି । ସୁଶାନ୍ତ ସିଂହ ଦୀର୍ଘଦିନ ଧରି ଗୁରୁତର ଅସୁସ୍ଥତାରେ ପୀଡ଼ିତ ଥିଲେ । ସେଠାରେ ତାଙ୍କର…

ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆଜି ଏକ ଭଲ ଦିନ ହେବ । ଆପଣଙ୍କ ବୃତ୍ତିଗତ ପ୍ରୟାସରେ ସଫଳତା ଆନନ୍ଦ ଏବଂ ନୂତନ ଶକ୍ତି ଆଣିବ । କାର୍ଯ୍ୟକ୍ଷେତ୍ରରେ କାର୍ଯ୍ୟଭାର ଅଧିକ ରହିବ, କିନ୍ତୁ ଆପଣଙ୍କ ପ୍ରୟାସ ସଫଳତା ସୁନିଶ୍ଚିତ କରିବ । ବ୍ୟବସାୟିକ ନିଷ୍ପତ୍ତି ଫଳପ୍ରଦ ହେବ । ଆପଣଙ୍କୁ ଆପଣଙ୍କ ପରିବାରରୁ ପୂର୍ଣ୍ଣ ସମର୍ଥନ…

ଚତୁର୍ଦ୍ଧାମୂର୍ତ୍ତିଙ୍କ ଅଧରପଣା ନୀତି ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ

ଶ୍ରୀକ୍ଷେତ୍ରରେ ଦୁର୍ଲଭ ସୁନାବେଶ ବା ରାଜରାଜେଶ୍ୱର ବେଶ ଶେଷ ହେବା ପରେ ଆଜି ପବିତ୍ର ଦ୍ୱାଦଶୀ ତିଥିରେ ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଅଧରପଣା ନୀତି ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ ହୋଇଛି। ଆଜି ବିଳମ୍ବିତ ରାତିରେ ମହାପ୍ରଭୁଙ୍କ ଏହି ସ୍ୱତନ୍ତ୍ର ନୀତିକାନ୍ତି ସମ୍ପୂର୍ଣ୍ଣ ହୋଇଥିଲା।…

ଚୀନ୍‌ରେ ପ୍ରକୃତିର କରାଳ ରୂପ ,ଘୂର୍ଣ୍ଣିଝଡ଼ ‘ନୌଲ୍’ ସ୍ଥଳଭାଗ ଛୁଇଁଛି,୩ ଲକ୍ଷରୁ ଅଧିକ ଲୋକ ସ୍ଥାନାନ୍ତର, ବିମାନ ଓ…

ଚୀନ୍‌ରେ ପ୍ରକୃତିର କରାଳ ରୂପ । ରବିବାର ଦକ୍ଷିଣ ଚୀନ୍‌ ଉପକୂଳବର୍ତ୍ତୀ ଅଞ୍ଚଳରେ ଶକ୍ତିଶାଳୀ ଘୂର୍ଣ୍ଣିଝଡ଼ ‘ନୌଲ୍’ ସ୍ଥଳଭାଗ ଛୁଇଁଛି। ଘଣ୍ଟା ପ୍ରତି ୧୪୫ କିଲୋମିଟର ବେଗରେ ପବନ ବହିବା ସହ ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ସମ୍ପୂର୍ଣ୍ଣ ଭାବରେ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଗୁଆଙ୍ଗଡୋଙ୍ଗ…

Oppo ର ଦମଦାର୍ ସ୍ମାର୍ଟଫୋନ ଲଞ୍ଚ , Oppo K15 5G ରହିଛି ଅନେକ ଦମଦାର୍ ଫିଚର୍ସ

Oppo ନିଜର ବଜେଟ୍ ଫ୍ରେଣ୍ଡଲି K ସିରିଜ୍ରେ ଆଉ ଏକ ନୂଆ 5G ସ୍ମାର୍ଟଫୋନ ଲଞ୍ଚ କରିଛି । Oppo K15 Series ର ଏହି ନୂଆ ସ୍ମାର୍ଟଫୋନରେ 8000mAh ବ୍ୟାଟେରୀ ଓ 50MP କ୍ୟାମେରା ଭଳି ଦମଦାର ଫିଚର ଦିଆଯାଇଛି ।  ଏହା K15 ସିରିଜର ତୃତୀୟ ସ୍ମାର୍ଟଫୋନ, ଯାହା ଚୀନ୍ରେ ଲଞ୍ଚ ହୋଇଛି । ଏହା…

ନୂଆ ଇଲେକ୍ଟ୍ରିକ୍ ସ୍କୁଟର ‘Honda QC3’ ଲଞ୍ଚ କରିବ ହୋଣ୍ଡା କମ୍ପାନୀ

ପେଟ୍ରୋଲ-ଡିଜେଲ୍‌ ଦର ବୃଦ୍ଧି ଏବଂ ପରିବେଶ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଏବେ ଭାରତରେ ଇ-ଭେଇକିଲ୍‌ର ଚାହିଦା ବଢ଼ୂଛି । ଏହି ରେସରେ ପ୍ରତିଷ୍ଠିତ ଗାଡ଼ି ନିର୍ମାତା ହୋଣ୍ଡା ମଧ୍ୟ ପଛରେ ନାହିଁ । ହୋଣ୍ଡା କମ୍ପାନୀ ନିଜର ନୂଆ ଇଲେକ୍ଟ୍ରିକ୍ ସ୍କୁଟର 'Honda QC3' ଲଞ୍ଚ କରିବାକୁ ଯାଉଛି। ଏହି…

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳିଲେ ପ୍ରହ୍ଲାଦ ଯୋଶୀ

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ କେନ୍ଦ୍ର ସରକାର ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନେଇଛନ୍ତି ପ୍ରହ୍ଲାଦ ଯୋଶୀ । ସେ ନିଜର ବର୍ତ୍ତମାନର ଦାୟିତ୍ୱ ସହ ଶିକ୍ଷା ମନ୍ତ୍ରଣାଳୟର କାର୍ଯ୍ୟଭାର ମଧ୍ୟ ସମ୍ଭାଳିବେ । ପ୍ରହ୍ଲାଦ ଯୋଶୀ ବର୍ତ୍ତମାନ ଖାଦ୍ୟ,…

ପ୍ରାୟ ୨ ବର୍ଷ ପରେ କମବ୍ୟାକ କରିବ ବଲିଉଡ୍‌ ବାର୍ବିଡଲ କ୍ୟାଟ୍ରିନା କୈଫ୍‌,‘ସ୍ପିରିଟ୍’ରେ ଏଣ୍ଟ୍ରି କରିପାରନ୍ତି…

ବଲିଉଡ୍‌ ବାର୍ବିଡଲ କ୍ୟାଟ୍ରିନା କୈଫ୍‌। ଏବେ ଇଣ୍ଡଷ୍ଟ୍ରିରୁ ଦୂରରେ ଅଛି । ଖାସ କରି ମାଆ ହେବା ପରେ ସେ ତାଙ୍କ ପୁଅ ସହ ଅଧିକ ସମୟ ବିତାଉଛନ୍ତି । କିନ୍ତୁ ଶୁଣିବାକୁ ମିଳୁଛି କି ପ୍ରଭାସଙ୍କ ଅପକମିଂ ଫିଲ୍ମ ‘ସ୍ପିରିଟ୍’ରେ ଏଣ୍ଟ୍ରି କରିପାରନ୍ତି କ୍ୟାଟ୍ରିନା କୈଫ । ଏନେଇ ତାଜା ରିପୋର୍ଟରୁ…

ଇତିହାସ ରଚିଲେ ଭାରତର ଅନାହତ ସିଂହ,ପ୍ରଥମ ଜୁନିଅର ଭାବେ ସ୍କ୍ୱାଶ୍ ଚାମ୍ପିଅନ୍

କାନାଡ଼ାରେ ଅନୁଷ୍ଠିତ ବିଶ୍ୱ ଜୁନିୟର ସ୍କ୍ୱାଶ୍ ଚାମ୍ପିଅନସିପରେ ଭାରତର ଅନାହତ ସିଂହ ଚାମ୍ପିଅନ ଆଖ୍ୟା ଅର୍ଜନ କରି ଇତିହାସ ରଚିଛନ୍ତି। ସେ ଫାଇନାଲରେ ଇଜିପ୍ଟର ରୁକାୟା ସାଲେମଙ୍କୁ ୧୧-୩, ୧୧-୭, ୧୧-୯ ସେଟରେ ପରାସ୍ତ କରିଥିଲେ। ଭାରତର ପ୍ରଥମ ଖେଳାଳି ଭାବେ ସେ ଜୁନିୟର ବିଶ୍ୱ ଚାମ୍ପିଅନ…

ଭୁବନେଶ୍ୱରରେ ପୁଣି ହିଟ୍ ଆଣ୍ଡ୍ ରନ୍ , ତମାଣ୍ଡୋ ଫୁଟ୍ ଓଭରବ୍ରିଜ୍ ନିକଟରେ ଧକ୍କା ଦେଲା ଅଜଣା ଗାଡ଼ି,ମିଳିଲା ମୃତକଙ୍କ…

ଭୁବନେଶ୍ୱରରେ ପୁଣି ହିଟ୍ ଆଣ୍ଡ୍ ରନ୍ । ତମାଣ୍ଡୋ ଫୁଟ୍ ଓଭରବ୍ରିଜ୍ ନିକଟରେ ଧକ୍କା ଦେଲା ଅଜଣା ଗାଡ଼ି । ବରମୁଣ୍ଡା ଯାଏଁ ଘୋଷାଡ଼ି ନେଲା ଆଉ ଏକ ଗାଡ଼ି । ଦୁର୍ଘଟଣା ଥିଲା ଭୟଙ୍କର । ଦେଖିଥିଲେ ଛାତି ଥରିଉଠିଥାନ୍ତା । ବରମୁଣ୍ଡା ବସ୍‌ଷ୍ଟାଣ୍ଡ ସମ୍ମୁଖରୁ ମିଳିଲା ମୃତକଙ୍କ ମୁଣ୍ଡ ବିହୀନ…