Browsing Tag

#metro tv

ଆମେରିକାରୁ ସେନସେକ୍ସ ଏବଂ ନିଫ୍ଟିରେ ବୃଦ୍ଧି ହେବା ନେଇ ଖବର ଆସିବା ପରେ ଉଛୁଳିଥିଲା ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ

ବିଗତ କିଛି ଦିନରେ ସେୟାର ବଜାର ଖସିଥିବାରୁ ହଇଚଇ ସୃଷ୍ଟି ହୋଇଛି । ଯାହାପରେ ସୋମବାର ସକାଳୁ କାରବାର ଜୋରଦାର ଭାବେ ଆରମ୍ଭ ହୋଇଛି । ଆମେରିକାରୁ ସେନସେକ୍ସ ଏବଂ ନିଫ୍ଟିରେ ବୃଦ୍ଧି ହେବା ନେଇ ଖବର ଆସିବା ପରେ ଉଛୁଳି ପଡ଼ିଥିଲା ସେୟାର ବଜାର । ଏମିତିକି ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ୩୦-ସେୟାର…

ଦ୍ବିତୀୟ ରାଜ୍ୟ କନିଷ୍ଠ ଭାରୋତ୍ତୋଳନ ଚମ୍ପିଆନସିପ : ମଞ୍ଜିତା, ଅନୁଭବଙ୍କୁ ସ୍ବର୍ଣ୍ଣ

କଳିଙ୍ଗ ଷ୍ଟାଡ଼ିୟମସ୍ଥ ବିଜୁ ପଟ୍ଟନାୟକ ଭାରୋତ୍ତୋଳନ କେନ୍ଦ୍ରରେ ଚାଲିଥିବା ଦ୍ବିତୀୟ ରାଜ୍ୟ କନିଷ୍ଠ ୧୨ ଓ ୧୪ ବର୍ଷରୁ କମ୍‌ ବାଳକ ଓ ବାଳିକା ଭାରୋତ୍ତୋଳନ ଚମ୍ପିଆନସିପର ରବିବାର ତୃତୀୟ ଦିବସ ଖେଳ ଶେଷ ହୋଇଛି। ଏଥିରେ ୧୨ ବର୍ଷରୁ କମ୍‌ ବାଳିକା ୪୫ କିଗ୍ରା ବର୍ଗରେ ଦେବାଂଶୀ…

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ଦର ୫ ପ୍ରତିଶତରୁ ଅଧିକ କମିଛି

ସୋମବାର ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ଦର ୫ ପ୍ରତିଶତରୁ ଅଧିକ କମିଛି । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଉପରେ ହେଉଥିବା ଆକ୍ରମଣକୁ ସାମୟିକ ଭାବେ ବନ୍ଦ କରିବା ପରେ ଏହି ପରିବର୍ତ୍ତନ ଦେଖାଯାଇଛି । ଏଥିରୁ ଦୁଇ ଦେଶ ମଧ୍ୟରେ ଆଲୋଚନା ମାଧ୍ୟମରେ ସମାଧାନ ବାହାରିପାରେ…

ସଂସଦରେ ଗଣ ପରୀକ୍ଷା ସଂଶୋଧନ ବିଲ୍ ଆଗତ

ଦେଶରେ ପେପର ଲିକ୍ ରୋକିବାକୁ ମୋଦି ସରକାର ଆଜି ସଂସଦରେ ଗଣ ପରୀକ୍ଷା ସଂଶୋଧନ ବିଲ୍ ଆଗତ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ଲୋକସଭାରେ ଏହି ବିଲ୍ ଆଗତ କରିଛନ୍ତି । ଗଣ ପରୀକ୍ଷା ସଂଶୋଧନ ବିଲ୍ ମାଧ୍ୟମରେ ମୋଦି ସରକାର ପେପର ଲିକ୍ ମାଫିଆମାନଙ୍କୁ ଦମନ କରିବାକୁ ଚେଷ୍ଟା କରିଛନ୍ତି…

କକରୋଚ୍ ଜନତା ପାର୍ଟି ପରେ ଇ୨୦ ଜନତା ପାର୍ଟି ମୁଣ୍ଡ ଟେକିଛି, ୧୦୦ ପ୍ରତିଶତ ଶୁଦ୍ଧ ପେଟ୍ରୋଲ ମିଳିବା ଦାବି ନେଇ…

ନିଟ୍ ପେପର୍ ଲିକ୍ ମାମଲାରେ କକ୍ରୋଚ୍ ଜନତା ପାର୍ଟିର ଦାବି ପୂରଣ ହୋଇଛି । ସେମାନେ ଆନ୍ଦୋଳନରୁ ହଟିଛନ୍ତି । ଜନ୍ତରମନ୍ତରରେ ଚାଲିଥିବା ଧାରଣା ଶେଷ ହୋଇଛି । ତେବେ ଶିକ୍ଷାବ୍ୟବସ୍ଥାକୁ ନେଇ ହଠାତ କକରୋଚ୍ ପାର୍ଟିର ଆବିର୍ଭାବ ହୋଇଥିଲା । ଏବେ ସମାନ ଢଙ୍ଗରେ ଆଉ ଏକ ଦଳ ମୁଣ୍ଡ ଟେକିଛି…

ପୁସ୍ତକ ତ୍ରୁଟିକୁ ନେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ

ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ନବୀନ । ପୁସ୍ତକ ତ୍ରୁଟିକୁ ନେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପୁସ୍ତକ ତ୍ରୁଟିକୁ ନେଇ ନବୀନ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି ।  ବିଜେଡି ଦୁଇରୁ…

ଆଜି ନୀଳାଦ୍ରି ବିଜେ,ମହାପ୍ରଭୁ ରସଗୋଲା ଦେଇ ମା’ ଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ

ଆଜି ନୀଳାଦ୍ରି ବିଜେ । ଶ୍ରୀଜଗନ୍ନାଥ ସଂସ୍କୃତିର ସବୁଠାରୁ ଆବେଗମୟ ପର୍ବ । ମହାପ୍ରଭୁଙ୍କ ଘରବାହୁଡ଼ା ଓ ରସଗୋଲା ଦିବସର ଆଧ୍ୟାତ୍ମିକ ଗାଥା । ବିଶ୍ୱପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ଯାତ୍ରା ବା ରଥଯାତ୍ରାର ସବୁଠାରୁ ଭାବପୂର୍ଣ୍ଣ, ମାଧୁର୍ଯ୍ୟମୟ ଏବଂ ନାଟକୀୟ ଅନ୍ତିମ ପର୍ବ ହେଉଛି ‘ନୀଳାଦ୍ରି…

‘ଇଣ୍ଡିଆନ୍ ଆଇଡଲ୍ ସିଜନ୍–୧୬’ର ବିଜେତା ଭାବେ ଇତିହାସ ସୃଷ୍ଟି କଲେ ଓଡ଼ିଶା ଝିଅ ଜ୍ୟୋତିର୍ମୟୀ ନାୟକ

ଓଡ଼ିଶା ପାଇଁ ଆସିଛି ଏକ ଗର୍ବର ମୁହୂର୍ତ୍ତ।  ଜ୍ୟୋତିର୍ମୟୀ ନାୟକ ସୋନି ଟିଭିର ଲୋକପ୍ରିୟ ରିଆଲିଟି ଶୋ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍–୧୬’ର ବିଜେତା ଭାବେ ଇତିହାସ ସୃଷ୍ଟି କରିଛନ୍ତି। ସେ ପ୍ରଥମ ଓଡ଼ିଆ ପ୍ରତିଯୋଗୀ ଭାବେ ‘ଇଣ୍ଡିଆନ୍ ଆଇଡଲ୍ ବିଜୟୀ ହୋଇ ରାଜ୍ୟକୁ ଗୌରବାନ୍ୱିତ କରିଛନ୍ତି।…

ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ପରଲୋକ , ଭଟଲି ନିର୍ବାଚନମଣ୍ଡଳୀର ତିନି ଥର ବିଧାୟକ ଥିଲେ ସୁଶାନ୍ତ ସିଂ

ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ପରଲୋକ । ଭଟଲି ନିର୍ବାଚନମଣ୍ଡଳୀର ତିନି ଥର ବିଧାୟକ ଥିଲେ ସୁଶାନ୍ତ ସିଂ । ରାଜଧାନୀ ଭୂବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ସୁଶାନ୍ତ ସିଂଙ୍କ ପରଲୋକ ହୋଇଛି । ସୁଶାନ୍ତ ସିଂହ ଦୀର୍ଘଦିନ ଧରି ଗୁରୁତର ଅସୁସ୍ଥତାରେ ପୀଡ଼ିତ ଥିଲେ । ସେଠାରେ ତାଙ୍କର…

ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆଜି ଏକ ଭଲ ଦିନ ହେବ । ଆପଣଙ୍କ ବୃତ୍ତିଗତ ପ୍ରୟାସରେ ସଫଳତା ଆନନ୍ଦ ଏବଂ ନୂତନ ଶକ୍ତି ଆଣିବ । କାର୍ଯ୍ୟକ୍ଷେତ୍ରରେ କାର୍ଯ୍ୟଭାର ଅଧିକ ରହିବ, କିନ୍ତୁ ଆପଣଙ୍କ ପ୍ରୟାସ ସଫଳତା ସୁନିଶ୍ଚିତ କରିବ । ବ୍ୟବସାୟିକ ନିଷ୍ପତ୍ତି ଫଳପ୍ରଦ ହେବ । ଆପଣଙ୍କୁ ଆପଣଙ୍କ ପରିବାରରୁ ପୂର୍ଣ୍ଣ ସମର୍ଥନ…