ଭାରତୀୟ କ୍ରିକେଟ୍କୁ ତିନିଟି ଝଟକା
ଗୋଟିଏ ଦିନରେ ଭାରତୀୟ କ୍ରିକେଟ୍କୁ ତିନିଟି ଝଟକା। ଭାରତୀୟ ପୁରୁଷ କ୍ରିକେଟ୍ ଦଳ ଅଷ୍ଟ୍ରେଲିଆରେ ଶୋଚନୀୟ ପ୍ରଦର୍ଶନ କରି ଆଡିଲେଡ୍ ଟେଷ୍ଟ୍କୁ ଲଜ୍ଜାଜନକ ଭାବେ ୧୦ ୱିକେଟ୍ରେ ହାରିଛି। ଭାରତୀୟ ମହିଳା କ୍ରିକେଟ୍ ଦଳ ବ୍ରିସବନରେ ସେହି ଅଷ୍ଟ୍ରେଲିଆ ବିପକ୍ଷ ଦ୍ବିତୀୟ ଦିନିକିଆକୁ ୧୨୨…