Browsing Tag

#metro tv

ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ହଷ୍ଟେଲ ରେ ଛାତ୍ରୀଙ୍କ ଆତ୍ମହତ୍ୟା

ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ହଷ୍ଟେଲ ରେ ଛାତ୍ରୀଙ୍କ ଆତ୍ମହତ୍ୟା  ।  +୨ ଦ୍ୱିତୀୟ ବର୍ଷର ଛାତ୍ରୀ । ଉତ୍କଳିକା ସ୍ୱାଇଁ। କେନ୍ଦ୍ରାପଡ଼ା ଜିଲ୍ଲାର ୩ ଜଣିଆ ରୁମ୍ ହଷ୍ଟେଲରେ ରୁହନ୍ତି ।  କେହି ନଥିବା ବେଳେ ବେକରେ ଓଢଣୀ  ଲଗାଇ ଆତ୍ମହତ୍ୟା କରିଛନ୍ତି  । ସୁଚନା ଅନୁଯାୟୀ ଗତକାଲି ରାତିରେ…

ଜିମ୍‌ରେ ରଶ୍ମିକା ମନ୍ଦାନା ଆହତ

ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଗୋଡ଼ରେ ଆଘାତ ଲାଗିଛି। ସେ ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ କରି ୪ଟି ଫଟୋ ଶେୟାର କରିବା ସହ ଏହି ସୂଚନା ଦେଇଛନ୍ତି। ଉକ୍ତ ଫଟୋଗୁଡ଼ିକରେ ରଶ୍ମିକାଙ୍କର ଆଘାତପ୍ରାପ୍ତ ଗୋଡ଼ ଦୃଶ୍ୟମାନ ହେଉଛି। ଏହାସହ ତାଙ୍କ ଗୋଡ଼ରେ ପ୍ଲାଷ୍ଟର କରାଯାଇଛି ଏବଂ ସେ ବିଶ୍ରାମ…

ଆଇପିଏଲ ୨୦୨୫ ସିଜିନ୍ ୨୩ ମାର୍ଚ୍ଚରୁ ଆରମ୍ଭ ହେବ

ଆଇପିଏଲ ୨୦୨୫ ସିଜିନ୍ ୨୩ ମାର୍ଚ୍ଚରୁ ଆରମ୍ଭ ହେବ |ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଉପାଧ୍ୟକ୍ଷ ରାଜୀବ ଶୁକ୍ଳା ଏହା ପ୍ରକାଶ କରିଛନ୍ତି। ରାଜୀବ ଶୁକ୍ଳା କହିଛନ୍ତି ଯେ ଆଇପିଏଲ ୨୦୨୫ ସିଜିନ୍ ୨୩ ମାର୍ଚ୍ଚରୁ ଆରମ୍ଭ ହେବ। ଅର୍ଥାତ୍ ଏହି ଦିନ ଟୁର୍ଣ୍ଣାମେଣ୍ଟର ଉଦଘାଟନୀ…

ମହାକୁମ୍ଭର ଶୁଭାରମ୍ଭରେ ଶୁଭେଚ୍ଛା ଜଣାଇଲେଲେ ମୋଦି

ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ସମାବେଶ ‘ମହାକୁମ୍ଭ ୨୦୨୫’ ସୋମବାର ପବିତ୍ର ନଗରୀ ପ୍ରୟାଗରାଜରେ ଆରମ୍ଭ ହୋଇଛି। ଏହି ପବିତ୍ର ଅବସରରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ଭକ୍ତ, ସନ୍ଥ, ମହାତ୍ମା, କଳ୍ପବାସୀ ଏବଂ ପରିଦର୍ଶକଙ୍କୁ ସ୍ବାଗତ କରିଥିଲେ ଏବଂ ମହାକୁମ୍ଭର ପ୍ରଥମ ସ୍ନାନ ପାଇଁ…

କଣ ରହିଛି ଆଜିର ରାଶିଫଳ ?

ମେଷ : ଆଜି ମଙ୍ଗଳ ଓ ଶନିଙ୍କ ଷଡାଷ୍ଟକ ସ୍ଥିତି ଯୋଗୁ କୌଣସି କାମ ଶୃଙ୍ଖଳିତ ହେବନାହିଁ। ସ୍ବାସ୍ଥ୍ୟ ସମସ୍ୟା ଦିନକୁ ଦିନ ଖରାପ ଦିଗକୁ ଗତି କରୁଥିବାରୁ ଚିନ୍ତିତ ରହିବେ। ଆନୁଷ୍ଠାନିକ କାମରେ ସଫଳତା ପାଇବାରେ ଜଣେ ପୁରୁଣା ବନ୍ଧୁ ସାହାଯ୍ୟ କରିବେ। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ…

ଆଜିଠୁ ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଆୟୁସ୍ମାନ ଯୋଜନା ପାଇଁ ଏମ୍ଓୟୁ ସ୍ବାକ୍ଷର ହେବ

ଆଜିଠୁ ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଦିନ ୨ଟାରେ ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ହେବ ଏମ୍ଓୟୁ । ଏନେଇ ସବୁ ପ୍ରସ୍ତୁତି ଶେଷ ହୋଇଛି। ଆଜି ବିଜ୍ଞାନ ଭବନରେ ଚୁକ୍ତିନାମା ସ୍ବାକ୍ଷରିତ ହେବ । ଆୟୁସ୍ମାନ…

ଆଜିଠାରୁ ୨୨ ତାରିଖ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପରିଦର୍ଶନ ପାଇଁ ଖୋଲା ରହିବ ରାଜଭବନ ଉଦ୍ୟାନ

ରାଜଭବନ ଉଦ୍ୟାନ ଆଜିଠାରୁ ୨୨ ତାରିଖ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପରିଦର୍ଶନ ପାଇଁ ଖୋଲା ରହିବ। କେବଳ ମୋବାଇଲ ଆପ୍ ପଞ୍ଜୀକରଣ ମାଧ୍ୟମରେ ସର୍ବସାଧାରଣଙ୍କ ପ୍ରବେଶ ପାଇଁ ଅନୁମତି ଦିଆଯିବ ଏବଂ ରାଜଭବନ ଉଦ୍ୟାନ ପରିଦର୍ଶନ ପାଇଁ କୌଣସି ପ୍ରବେଶ ଶୁଳ୍କ ଦେବାକୁ ପଡ଼ିବ ନାହିଁ। ଏଥିନିମନ୍ତେ ପ୍ଲେ…

ଆଜିଠୁ ମହାକୁମ୍ଭ ମେଳା

ଆଜିଠୁ ମହାକୁମ୍ଭ ମେଳା । ୧୪୪ ବର୍ଷ ପରେ ଏଭଳି ଅଲୌକିକ ଭାରତୀୟ ସଂସ୍କୃତି, ଆଧ୍ୟାତ୍ମିକ ଓ ଆସ୍ଥାର ପ୍ରତୀକ ହେଉଛି ମହାକୁମ୍ଭ। ଶ୍ରଦ୍ଧାଳୁଙ୍କୁ ସ୍ୱତନ୍ତ୍ର ଅନୁଭୂତି ଦେବାକୁ ସବୁ ପ୍ରକାର ପ୍ରସ୍ତୁତି ହୋଇଛି । ଦେଶର ସମସ୍ତ ପ୍ରମୁଖ ଆଖଡ଼ାରୁ ସାଧୁ ସନ୍ଥ ପହଞ୍ଚି ସାରିଲେଣି । ଜାନୁଆରୀ ୧୩ରୁ…

ଦେବଜିତ ସାଇକିଆ ହେଲେ ବିସିସିଆଇର ନୂଆ ସମ୍ପାଦକ

ବିସିସିଆଇ ବାର୍ଷିକ ସାଧାରଣ ବୈଠକ ଆଜି ମୁମ୍ବାଇରେ ଆୟୋଜିତ ହୋଇଛି । ଏହି ବୈଠକରେ ବିସିସିଆଇର ନୂଆ ସଚିବ ଓ କୋଷାଧ୍ୟକ୍ଷ ନିର୍ବାଚନ ହୋଇଛି । ଦେବଜିତ ସାଇକିଆଙ୍କୁ ବିସିସିଆଇ ସାଧାରଣ ସମ୍ପାଦକ ନିର୍ବାଚିତ ହୋଇଥିବା ବେଳେ ପ୍ରଭତେଜ ଭାଟିଆଙ୍କୁ କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି ।…

ଏଚ୍‌ଏମ୍‌ପି : ସର୍ଭେଲାନ୍ସ ପାଇଁ ଜିଲ୍ଲା ଗୁଡ଼ିକୁ ନିର୍ଦେଶ

ଏଚ୍‌ଏମ୍‌ପି ଭାଇରସ୍‌କୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ସଚିବ ଡାକ୍ତର ବିଜୟ ମହାପାତ୍ର । କହିଛନ୍ତି, ଏଚ୍‌ଏମ୍‌ପିଭି ନେଇ ବର୍ତ୍ତମାନ ସୁଦ୍ଧା କିଛି ଗାଇଡଲାଇନ ଏଯାଏଁ ଆସିନି। କେନ୍ଦ୍ର ଓ ଏନ୍‌ସିଡିସିର ବୈଷୟିକ ପରାମର୍ଶଦାତା କମିଟିର ନିର୍ଦେଶକୁ ଅପେକ୍ଷା…