Browsing Tag

#metro tv

ସର୍ବନିମ୍ନ ପେନସନ୍‌ ରାଶି ମାସିକ ୭୫୦୦ ଟଙ୍କାକୁ ବଢ଼ାଇବା ପାଇଁ ଦାବି

କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍‌ଓ) ଅଧୀନରେ କାର୍ଯ୍ୟରତ ଘରୋଇ କ୍ଷେତ୍ରର କର୍ମଚାରୀମାନେ ସେମାନଙ୍କ ସର୍ବନିମ୍ନ ପେନସନ୍‌ ରାଶି ମାସିକ ୭୫୦୦ ଟଙ୍କାକୁ ବଢ଼ାଇବା ପାଇଁ ବହୁବର୍ଷ ହେଲା ଦାବି କରିଆସୁଛନ୍ତି। ଏଥିପାଇଁ ଇପିଏସ୍‌(କର୍ମଚାରୀ ପେନସନ୍‌ ଯୋଜନା)-୯୫…

୧୦ ବର୍ଷ ପରେ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କଲେ କାର୍ତ୍ତିକ ଆର୍ଯ୍ୟନ

ବଲିଉଡର ଫ୍ଲିମ ଷ୍ଟାର କାର୍ତ୍ତିକ ଆର୍ଯ୍ୟନ ରିଏଲ ଲାଇଫରେ ପାଇଛନ୍ତି ଏକ ବଡ଼ ସଫଳତା । ରିଲ ଲାଇଫରେ ଜଣେ ମେଗା ଷ୍ଟାର ପରିଚୟ ପାଇବା ପରେ ଏକାଡେମିକ ଲାଇଫରେ ପାଇଛନ୍ତି ନୂଆ ପରିଚୟ । ୧୦ ବର୍ଷର କଠିନ ପରିଶ୍ରମ ପରେ ଇଞ୍ଜିନିୟର ଭାବରେ ଡିଗ୍ରୀ ହାସଲ କରିଛନ୍ତି କାର୍ତ୍ତିକ । ଆଜି ନିଜ କଲେଜରୁ…

ସ୍ପେଶ ଡକିଂ ମିଶନର ସାଟେଲାଇଟସ ଡକିଂ ଟ୍ରାଏଲ କରିଛି ଇସ୍ରୋ

ଆଜି ସ୍ପେଶ ଡକିଂ ମିଶନର ସାଟେଲାଇଟସ ଡକିଂ ଟ୍ରାଏଲ କରିଛି ଇସ୍ରୋ । SDX01 ଓ SDX02 ଉଭୟ ସାଟେଲାଇଟକୁ ସଫଳତାର ସହ 15 ମିଟର ଓ ପରେ ପୁଣି ଥରେ 3 ମିଟର ଦୂରତାକୁ ଆଣିଥିଲା । ମିଶନ ସଫଳ ହେଲେ ଭାରତ ମହାକାଶରେ ନିଜର ସ୍ପେଶ ଷ୍ଟେସନ ସ୍ଥାପନ କରିବା ସହ ମହାକାଶରେ 'ଡକିଙ୍ଗ' ଟେକ୍ନୋଲୋଜି…

ଚାମ୍ପିଅନ୍ସ ଟ୍ରଫି ମ୍ଯାଚରେ ଟୀମ ଇଣ୍ଡିଆରୁ ବାଦ୍ ପଡିବେ ଜସପ୍ରୀତ ବୁମରା

ଫେବ୍‌ଆରୀରେ ହେବାକୁ ଥିବା ଆଇସିସି ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଭାରତକୁ ବଡ଼ ଝଟକା ଲାଗିଛି । ଟିମର ଷ୍ଟାର ବୋଲର ଜସପ୍ରୀତ ବୁମରା ଆହତ ସମସ୍ୟା କାରଣରୁ ଟୁର୍ଣ୍ଣାମେଣ୍ଟର କିଛି ମ୍ୟାଚ୍ ଖେଳିନପାରନ୍ତି । ଗ୍ରୁପ ଷ୍ଟେଜ ମ୍ୟାଚରୁ ବୁମରା ବାଦ୍ ପଡିପାରନ୍ତି । ବୁମରା ପିଠି ଯନ୍ତ୍ରଣାରେ ଛଟପଟ…

ପୁରୀରେ ବାଗେଶର ବାବାଙ୍କ ପକ୍ଷରୁ ପ୍ରବଚନ କାର୍ଯ୍ୟକ୍ରମ

ଶ୍ରୀ ବାଗେଶର ଜନ ସେବା ସେମିତି ଆନୁକୁଲ୍ୟରେ ଲାଇଟ ହାଉସ ସ୍ଥିତ ଏକ ହୋଟେଲ ପରିସରରେ ପଣ୍ଡିତ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କ ପକ୍ଷରୁ ପ୍ରବଚନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି ପ୍ରବଚନ ଆଜି ବି ଜାରି ରହିଛି। ଏହା ଗତ ୧୦ ତାରିଖ ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ବେଳେ ୧୫ ତାରିଖ…

ମହାକୁମ୍ଭ ଉପଲକ୍ଷେ ଓଡ଼ିଶାରୁ ପ୍ରୟାଗରାଜକୁ ଗଡ଼ିଲା ସ୍ଵତନ୍ତ୍ର ବସ

ଓଡ଼ିଶାର ବିଭିନ୍ନ ଜିଲାରୁ ପ୍ରୟାଗରାଜକୁ ସ୍ବତନ୍ତ୍ର ବସ ଗଡିଛି। ଭିଡିଓ କନଫରେନ୍ସିଂ ଜରିଆରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୁଭାରମ୍ଭ କରିଛନ୍ତି। ମହାକୁମ୍ଭ ଉପଲକ୍ଷେ ଏହି ବସ୍‌ ସେବା ଆରମ୍ଭ କରାଯାଇଛି। ପୁରୀ-ଅଯୋଧ୍ୟା, ବ୍ରହ୍ମପୁର- ଅଯୋଧ୍ୟାକୁ ଏହି ସ୍ବତନ୍ତ୍ର ବସ ସେବା ଆରମ୍ଭ…

ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେ ଏସ ଜୟଶଙ୍କର

ଡୋନାଲ୍ଡ ଟ୍ରମ୍ପ୍‌ ଜାନୁଆରୀ ୨୦ରେ ଦ୍ୱିତୀୟ ଥର ପାଇଁ ଆମେରିକାର ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବେ। ତାଙ୍କ ଶପଥ ଗ୍ରହଣ ଉତ୍ସବରେ ବିଶ୍ୱର ଅନେକ ବଡ଼ ନେତା ଯୋଗଦେବେ। ଅନ୍ୟପକ୍ଷରେ ଭାରତ ପକ୍ଷରୁ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍‌. ଜୟଶଙ୍କର ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ।…

କାଲିଫର୍ଣ୍ଣିଆରେ ଭୟଙ୍କର ଜଙ୍ଗଲ ନିଆଁରେ ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି

କାଲିଫର୍ଣ୍ଣିଆରେ ଅଗ୍ନି ବିପର୍ଯ୍ୟୟ ଭୟଙ୍କର ହେଉଛି । ଥମିବା ବଦଳରେ ନୂଆ ଅଞ୍ଚଳକୁ ଗ୍ରାସୁଛି ଜଙ୍ଗଲ ନିଆଁ । ବଢ଼ୁଛି ଲସ୍ ଏଞ୍ଜେଲସ୍ ପାଇଁ ଅଗ୍ନି ବିପତ୍ତି । ଜୁନୁଆରୀ ୭ରେ ଆରମ୍ଭ ହୋଇଥିଲା ଜଙ୍ଗଲ ନିଆଁ । ଏବେ ୩୬ ହଜାର ଏକର ଜଙ୍ଗଲକୁ ଜାଳି ପୋଡି ପାଉଁଶ କରି ଦେଲାଣି । ଗୋଟିଏ ପରେ ଗୋଟିଏ…

ପୁରୀରେ ମହାପ୍ରଭୁଙ୍କ ଦର୍ଶନ କଲେ ବାଗେଶ୍ୱର ବାବା

ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କଲେ ବାଗେଶ୍ୱର ଧାମର ବାବା ଧୀରେନ୍ଦ୍ର କ୍ରୀଷ୍ନା ଶାସ୍ତ୍ରୀ । କଡା ସୁରକ୍ଷା ମଧ୍ୟରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଶ୍ରୀମନ୍ଦିରକୁ ଯିବା ପୂର୍ବରୁ ବ୍ୟାରିକେଡରେ ଅପେକ୍ଷା କରିଥିବା ଭକ୍ତଙ୍କୁ ଅଭିବାଦନ ଜଣାଇଥିଲେ ବାବା ।…

ଊତ୍ତରପ୍ରଦେଶର କନୌଜ ରେଳଷ୍ଟେଶନରେ ଭୁଶୁଡ଼ିଲା ବିଲ୍ଡିଂ

ଊତ୍ତରପ୍ରଦେଶର କନୌଜ ରେଳଷ୍ଟେଶନରେ ଏକ ନିର୍ମାଣାଧୀନ ବିଲ୍ଡିଂର ଛାତ ଶନିବାର ଭୁଶୁଡ଼ି ପଡ଼ିବାରୁ ଅନେକ ଶ୍ରମିକ ଭଗ୍ନାବଶେଷ ତଳେ ପୋତିହୋଇ ରହିଥିବା ଆଶଙ୍କା କରାଯାଉଛି। ଷ୍ଟେଶନର ସୌନ୍ଦର୍ଯ୍ୟକରଣ ପାଇଁ ଏକ ଦୁଇମହଲା ବିଲ୍ଡିଂ ନିର୍ମାଣ ଚାଲିଥିବାବେଳେ ଏହା ଭୁଶୁଡ଼ି ପଡ଼ିଥିଲା। ସେତେବେଳେ…