Browsing Tag

#metro tv

ଗିରଫ ହେବା ପରେ ପ୍ରାୟ ୪ ଘଣ୍ଟା ପରେ ମାଡ୍ରାସ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ପୁଲିସ ମୁକ୍ତ ହେଲେ ଷ୍ଟାଲିନ

ଫିଲ୍ମ ଅଭିନେତ୍ରୀ ତ୍ରିଷାଙ୍କୁ ନେଇ ଦ୍ବିଅର୍ଥବୋଧକ ମନ୍ତବ୍ୟ ଦେବା ଘଟଣାରେ ଗିରଫ ହୋଇଥିଲେ ତାମିଲନାଡୁ ବିଧାନସଭାର ବିରୋଧୀ ଦଳ ନେତା ଉଦୟନିଧି ଷ୍ଟାଲିନ । ମାଡ୍ରାସ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କୁ ପ୍ରାୟ ୪ ଘଣ୍ଟା ପରେ ପୁଲିସ ମୁକ୍ତ କରିଛି । ଡିଏମକେ ନେତା ଷ୍ଟାଲିନଙ୍କୁ…

ଗୁଜରାଟରେ ଚାନ୍ଦିପୁରା ଭାଇରସ୍ ଆତଙ୍କ ,  ଏହି ଆତଙ୍କ ଯୋଗୁଁ ୨୨ ଜଣ ଶିଶୁଙ୍କର ମୃତ୍ୟୁ

ଗୁଜରାଟରେ ଚାନ୍ଦିପୁରା ଭାଇରସ୍ ଆତଙ୍କ ।  ଏହି ଆତଙ୍କ ଯୋଗୁଁ ୨୨ ଜଣ ଶିଶୁଙ୍କର ମୃତ୍ୟୁ ଘଟିଛି । ​ଗୁଜରାଟରେ ମାରାତ୍ମକ ଚାନ୍ଦିପୁରା ଭାଇରସର ଗମ୍ଭୀର ସ୍ୱାସ୍ଥ୍ୟ ସଙ୍କଟ ସୃଷ୍ଟି କରିଛି । ସାଧାରଣ ଜ୍ବର ଭଳି ଦେଖାଯାଉଥିବା ଏହି ରୋଗ କିଛିଦିନ ଭିତରେ ମସ୍ତିଷ୍କକୁ ଆକ୍ରାନ୍ତ କରି ଜୀବନପ୍ରତି…

ଆଜିଠାରୁ ୮ ତାରିଖ ଯାଏ ପୁରା ରାଜ୍ୟକୁ ବିଜୁଳି ଘଡଘଡି ସହ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

୫ ଦିନ ପ୍ରବଳ ବର୍ଷା । ଆଜିଠାରୁ ୮ ତାରିଖ ଯାଏ ପୁରା ରାଜ୍ୟକୁ ବିଜୁଳି ଘଡଘଡି ସହ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆଜି ୧୦ ଜିଲ୍ଲାରେ ପ୍ରବଳ ବର୍ଷା ସହ ୩୦ ରୁ ୪୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ରହିଛି । କାଲି ଅତିପ୍ରବଳ ବର୍ଷା ପାଇଁ ମୟୂରଭଞ୍ଜକୁ…

ଗଞ୍ଜାମ ତପ୍ତପାଣିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ,ପ୍ରଟୋକଲ ଭାଙ୍ଗି ଗାଡ଼ିରୁ ଓହ୍ଲାଇ କଲେଜ ଛାତ୍ରୀ ଓ ପିଲାମାନଙ୍କୁ…

ଗଞ୍ଜାମ ତପ୍ତପାଣିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ  ।  ରାଷ୍ଟ୍ରପତିଙ୍କ ଗସ୍ତ ଲାଗି ଉତ୍ସବ ମୁଖର ହୋଇ ଉଠିଛି ତପ୍ତପାଣି  l  କଡ଼ା ସୁରକ୍ଷା ବଳୟରେ କନ୍ଧୁଣୀ ଦେବୀଙ୍କ ପୀଠରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ।  ମାଆ କନ୍ଧୁଣୀ ଦେବୀଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରିଛନ୍ତି ରାଷ୍ଟ୍ରପତି  l   …

ଆଜି ରାଷ୍ଟ୍ରପତିଙ୍କ ସ୍ବତନ୍ତ୍ର ଟ୍ରେନ ଯାତ୍ରା , ରାଷ୍ଟ୍ରପତିଙ୍କ ୩ ଦିନିଆ ଓଡ଼ିଶା ଗସ୍ତରେ ଆଜି ଦ୍ୱିତୀୟ ଦିନ

ଆଜି ରାଷ୍ଟ୍ରପତିଙ୍କ ସ୍ବତନ୍ତ୍ର ଟ୍ରେନ ଯାତ୍ରା । ରାଷ୍ଟ୍ରପତିଙ୍କ ୩ ଦିନିଆ ଓଡ଼ିଶା ଗସ୍ତରେ ଆଜି ଦ୍ୱିତୀୟ ଦିନ । ବ୍ରହ୍ମପୁର ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସକାଳ ୯ଟାରେ ଭୁବନେଶ୍ବର ରେଳ ଷ୍ଟେସନରୁ ବ୍ରହ୍ମପୁର ଅଭିମୁଖେ ଯାତ୍ରା କରିବେ । ୧୦ଟି କୋଚ ବିଶିଷ୍ଟ ସ୍ୱତନ୍ତ୍ର…

ଯୁବପିଢିଙ୍କୁ ବଡ଼ ବାର୍ତ୍ତା ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ,ବିକଶିତ ଓଡ଼ିଶା, ବିକଶିତ ଭାରତ ପାଇଁ ଦକ୍ଷ ଯୁବଶକ୍ତି…

ବିକଶିତ ଓଡ଼ିଶା, ବିକଶିତ ଭାରତ ପାଇଁ ଦକ୍ଷ ଯୁବଶକ୍ତି ଆବଶ୍ୟକ। କଟକରୁ ଯୁବପିଢିଙ୍କୁ ବଡ଼ ବାର୍ତ୍ତା ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। କଟକ ବାଆଁରା ଠାରେ ନବନିର୍ମିତ ଜଗଦ୍ ଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟର ଉଦଘାଟନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଅବସରରେ ସେ…

ଜାଣନ୍ତୁ କିପରି କଟିବ ଆଜିର ଦିନ

ମେଷ : ଆଜି ମେଷ ରାଶି ପାଇଁ ଦିନଟି ସାଧାରଣ ରହିବ । ବ୍ୟବସାୟରେ ଆୟ ବୃଦ୍ଧି ପାଇବ ଏବଂ କଠିନ ପରିଶ୍ରମର ଭଲ ଫଳ ମିଳିବ । ସରକାରୀ କାର୍ଯ୍ୟରେ ସଫଳତା ଆସିପାରେ । ପରିବାରରେ ଅଯଥା ଯୁକ୍ତିତର୍କରୁ ଦୂରେଇ ରୁହନ୍ତୁ । ବନ୍ଧୁଙ୍କ ସହଯୋଗରେ ଚାକିରି କିମ୍ବା ନୂଆ ସୁଯୋଗ ମିଳିପାରେ ।…

ଓୟୁଏଟିର ପିଜି ଏବଂ ପିଏଚ୍.ଡି ଛାତ୍ରଛାତ୍ରୀଙ୍କ ପାଇଁ ଷ୍ଟାଇପେଣ୍ଡ ଘୋଷଣା

ରାଜ୍ୟରେ କୃଷି ଶିକ୍ଷା ଓ ଗବେଷଣାକୁ ଆଗକୁ ନେବା ପାଇଁ ଓଡ଼ିଶା ସରକାରଙ୍କ କୃଷି ବିଭାଗ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ପିଜି ଏବଂ ପିଏଚ୍.ଡି ଛାତ୍ରଛାତ୍ରୀଙ୍କ ପାଇଁ ମାସିକ ଭତ୍ତା (ଷ୍ଟାଇପେଣ୍ଡ) ଘୋଷଣା କରାଯାଇଛି । ଉପମୁଖ୍ୟମନ୍ତ୍ରୀ ତଥା…

ବନ୍ୟା ପ୍ରଭାବିତଙ୍କ ପାଇଁ ପ୍ରାରମ୍ଭିକ ପର୍ଯ୍ୟାୟରେ ୧୧୦ କୋଟି ଟଙ୍କାର ସହାୟତା ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ…

ଚଳିତ ବନ୍ୟା ପରିସ୍ଥିତିରେ ପ୍ରଭାବିତ ପ୍ରତ୍ୟେକ ପରିବାରଙ୍କ ପାଖରେ ରାଜ୍ୟ ସରକାର ଦୃଢ଼ତାର ସହ ଛିଡ଼ା ହୋଇଛନ୍ତି। ବନ୍ୟା ମୁକାବିଲା, ଉଦ୍ଧାର, ରିଲିଫ୍ ଓ ପୁନର୍ବାସ କାର୍ଯ୍ୟକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଜାରି ରହିଛି। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ…

ପୁଣିଥରେ ଭୁଶୁଡ଼ିଲା କ୍ୟୁବାର ଜାତୀୟ ବିଦ୍ୟୁତ ଗ୍ରୀଡ୍‌,ବିଦ୍ୟୁତ ସରବରାହ ସମ୍ପୂର୍ଣ୍ଣ ବନ୍ଦ

କ୍ୟୁବାର ଜାତୀୟ ବିଦ୍ୟୁତ ଗ୍ରୀଡ୍‌ ପୁଣିଥରେ ଭୁଶୁଡ଼ି ପଡ଼ିବା ଫଳରେ ସାରା ଦେଶରେ ପୁନର୍ବାର ବିଦ୍ୟୁତ ସରବରାହ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଦେଶର ସରକାରୀ ଶକ୍ତି ନିଗମ 'ୟୁନିୟନ୍‌ ଇଲେକ୍ଟ୍ରିକା' (UNE) ସୋସିଆଲ ମିଡିଆ ମାଧ୍ୟମରେ ଏହି ସୂଚନା ଦେଇଛି। ରାଜଧାନୀ ହାଭାନା ସମେତ ଦେଶର…