Browsing Tag

#metro tv

ଲୋକସେବା ଭବନ ପରିସରକୁ ‘ତମାଖୁମୁକ୍ତ ଅଞ୍ଚଳ’ ଘୋଷଣା

ଜନସ୍ୱାସ୍ଥ୍ୟର ସୁରକ୍ଷା, ସ୍ୱଚ୍ଛ ଓ ସୁସ୍ଥ ପରିବେଶ ସୃଷ୍ଟି ତଥା ତମାଖୁ ବ୍ୟବହାରର କୁପ୍ରଭାବରୁ କର୍ମଚାରୀ ଓ ସାଧାରଣ ଲୋକଙ୍କୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ଲୋକସେବା ଭବନ ପରିସରକୁ ‘ତମାଖୁମୁକ୍ତ ଅଞ୍ଚଳ’ ଭାବେ ଘୋଷଣା କରାଯାଇଛି । ଏ ସମ୍ପର୍କରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ…

ଚଳିତ ମାସ ୨୨ରେ ଭାରତୀୟ ବଜାରରେ ଲଞ୍ଚ ହେବ OnePlus N6 Lite

ଭାରତୀୟ ବଜାରରେ ନୂଆ ବଜେଟ୍ ଫ୍ରେଣ୍ଡଲି ସ୍ମାର୍ଟଫୋନ୍ OnePlus N6 Lite ଲଞ୍ଚ କରିବାର ପ୍ରସ୍ତୁତି କରୁଛି । କମ୍ପାନୀ ଏହି ଫୋନକୁ ୨୨ ସେପ୍ଟେମ୍ବର ୨୦୨୬ ମସିହାରେ ଭାରତରେ ପ୍ରଚଳନ କରିବ । ଫୋନରେ ୬.୭୫ଇଞ୍ଚର ଡିସପ୍ଲେ ପ୍ରଦାନ କରାଯାଇପାରେ । ଯାହା ୧୨୦Hz ରିଫ୍ରେଶ ରେଟ ଏବଂ ଆକ୍ବା ଟଚ୍କୁ…

ଘୁଞ୍ଚିଲା ଦାରା ସିଂ ମୁକ୍ତି ମାମଲାର ଶୁଣାଣି,୩ ସପ୍ତାହ ସମୟ ମାଗିଲେ ଦାରାଙ୍କ ଓକିଲ

ସୁପ୍ରିମକୋର୍ଟରେ ଘୁଞ୍ଚିଲା ଦାରା ସିଂ ମୁକ୍ତି ମାମଲାର ଶୁଣାଣି । ଅଧିକ ୩ ସପ୍ତାହ ସମୟ ମାଗିଲେ ଦାରାଙ୍କ ଓକିଲ ଏ.ପି ସିଂହ । OSSRBର ରିଜେକ୍ସନ ଅର୍ଡରକୁ ସମୀକ୍ଷା କରିବାକୁ ସମୟ ମାଗିଲେ । ଏହା ପୂର୍ବରୁ ଓଡ଼ିଶା ଷ୍ଟେଟ୍ ସେଣ୍ଟେନ୍ସ ରିଭ୍ୟୁ ବୋର୍ଡ ଦାରା ସିଂଙ୍କ ସମୟ ପୂର୍ବରୁ ମୁକ୍ତି…

ଡବ୍ଲ୍ୟୁସିପିଏଲ୍‌ ଖେଳିବାକୁ ଯାଉଛନ୍ତି ଭାରତୀୟ ମହିଳା ଦଳର ୱିକେଟ୍‌ ରକ୍ଷକ ବ୍ୟାଟର ସୁଷମା ବର୍ଗା

ଭାରତୀୟ ମହିଳା ଦଳର ୱିକେଟ୍‌ ରକ୍ଷକ ବ୍ୟାଟର ସୁଷମା ବର୍ଗା ମହିଳା କ୍ୟାରିବିୟାନ ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁସିପିଏଲ୍‌) ଖେଳିବାକୁ ଯାଉଛନ୍ତି। ଅନ୍ୟ ଭାରତୀୟ ୱିକେଟ୍‌ ରକ୍ଷକ ବ୍ୟାଟର ୟାସ୍ତିକା ଭାଟିଆଙ୍କ ସ୍ଥାନରେ ସୁଷମା ଟ୍ରିନ୍‌ବାଗୋ ନାଇଟ୍‌ ରାଇଡର୍ସ (ଟିକେଆର୍‌) ଦଳରେ ସ୍ଥାନ…

ରାଜଧାନୀରେ ଗର୍ଜିଲେ କନିଷ୍ଠ ଶିକ୍ଷକ,ସରକାରଙ୍କ ବିଜ୍ଞପ୍ତି ସତ୍ତ୍ୱେ ନିୟମିତ ହେଉ ନାହାନ୍ତି ୧୩ ହଜାରରୁ ଊର୍ଦ୍ଧ୍ୱ…

ରାଜଧାନୀରେ ଗର୍ଜିଲେ କନିଷ୍ଠ ଶିକ୍ଷକ । ସ୍ଥାୟୀ ନିଯୁକ୍ତି ଦାବିରେ ଲୋୟର ପିଏମଜିରେ ବିଶାଳ ଗଣଧାରଣା । ​ସରକାରଙ୍କ ବିଜ୍ଞପ୍ତି ସତ୍ତ୍ୱେ ନିୟମିତ ହେଉ ନାହାନ୍ତି ୧୩ ହଜାରରୁ ଊର୍ଦ୍ଧ୍ୱ କନିଷ୍ଠ ଶିକ୍ଷକ-ଶିକ୍ଷୟିତ୍ରୀ । ​ହାଇକୋର୍ଟଙ୍କ ରହିତାଦେଶ ପରେ ସତ୍ୟପାଠ ଦାଖଲରେ ସରକାରୀ ବିଳମ୍ବ…

ଯମରାଜାଙ୍କ ଲୁକରେ କ୍ରିକେଟର ବୀରେନ୍ଦ୍ର ସେହ୍ବାଗ, ଜାଣନ୍ତୁ ଏହା ପଛର କାରଣ କ’ଣ

କ୍ରିକେଟ ମଇଦାନରେ ଚଉକା, ଛକା ବର୍ଷା କରିବା ପରେ ବୀରେନ୍ଦ୍ର ସେହ୍ବାଗ ପୁଣିଥରେ ନୂଆ ଅନ୍ଦାଜରେ ନଜର ଆସିଛନ୍ତି । ସୋସିଆଲ ମିଡିଆରେ ସେହ୍ବାଗଙ୍କ କିଛି ଫଟୋ ଭାଇରଲ ହେଉଛି, ଯାହାକୁ ଦେଖି ଫ୍ୟାନ୍ସ ଆଶ୍ଚର୍ଯ୍ୟ ହୋଇଛନ୍ତି । ସେହ୍ବାଗ ଯମରାଜାଙ୍କ ଲୁକରେ କିଛି ଫଟୋ ଇନଷ୍ଟାଗ୍ରାମ ଆକାଉଣ୍ଟରେ…

ଭୁବନେଶ୍ବର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ଗ୍ରହଣ କଲେ କେନ୍ଦ୍ର ସରକାର ,ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶ…

ଆସିଲା ବଡ଼ ଖବର । ଭୁବନେଶ୍ବର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ଗ୍ରହଣ । ଜଗମୋହନ ମୀନାଙ୍କ ଗ୍ରହଣ କଲେ କେନ୍ଦ୍ର ସରକାର ।ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି । ୨୦୧୩ ବ୍ୟାଚ୍ ଆଇପିଏସ୍ ଜଗମୋହନ ମୀନା IPS ଚାକିରି ଛାଡିବା ପାଇଁ ଆବେଦନ କରିଥିଲେ । ଗତ…

ସେମିକନ୍ ଇଣ୍ଡିଆ ୨୦୨୬ର ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ, ଭାରତ ସମେତ ୫୨ ଦେଶର କମ୍ପାନୀ କରିବେ ଅଂଶଗ୍ରହଣ

ନୂଆଦିଲ୍ଲୀର ଯଶୋଭୂମିରେ ଚାଲିଥିବା ସେମିକନ୍ ଇଣ୍ଡିଆ ୨୦୨୬ର ଉଦ୍ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେପ୍ଟେମ୍ବର ୧୭ରୁ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ତିନିଦିନିଆ ଗ୍ଲୋବାଲ୍ ଇଭେଣ୍ଟରେ ୫୨ଟି ଦେଶର ୬୦୦ରୁ ଅଧିକ କମ୍ପାନୀ ଓ ଷ୍ଟାର୍ଟଅପ୍ ଅଂଶଗ୍ରହଣ କରୁଛନ୍ତି ।…

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୬ତମ ଜନ୍ମଦିନ,ଦେଶବ୍ୟାପୀ ସେବା ସଂକଳ୍ପ ଅଭିଯାନ ଆରମ୍ଭ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୬ତମ ଜନ୍ମଦିନ। ଦୃଢ଼ ସଂକଳ୍ପ ଓ ନିରନ୍ତର କର୍ମଯୋଗର ପ୍ରତୀକ ନରେନ୍ଦ୍ର ମୋଦ ନିଜ ଜୀବନର ୭୬ତମ ବର୍ଷରେ ପଦାର୍ପଣ କରିଛନ୍ତି । ‘ସବକା ସାଥ୍, ସବକା ବିକାଶ, ସବକା ବିଶ୍ୱାସ ଏବଂ ସବକା ପ୍ରୟାସ’ର ମୂଳମନ୍ତ୍ର ନେଇ ଭାରତକୁ ବିଶ୍ୱ ଦରବାରରେ ଏକ…

ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ , ୨୩ରୁ ରାଜ୍ୟରେ ପ୍ରବଳ ବର୍ଷା ଆଶଙ୍କା

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ । ୨୩ରୁ ରାଜ୍ୟରେ ପ୍ରବଳ ବର୍ଷା ଆଶଙ୍କା । ରାଜ୍ୟରେ ପୁଣି ସକ୍ରିୟ ହେବାକୁ ଯାଉଛି ମୌସୁମୀ ବାୟୁ । ବଙ୍ଗୋପସାଗରରେ ଆଗାମୀ ୧୯ ତାରିଖ ବେଳକୁ ଆଉ ଏକ ନୂତନ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆସନ୍ତା ୨୩…