୨୦୨୨-୨୩ ଆର୍ଥିକ ବର୍ଷକୁ ନୂଆ ଆଧାର ବର୍ଷ ଭାବେ ବିଚାରକୁ ନିଆଯିବ
ରାଜ୍ୟଗୁଡ଼ିକର ମୋଟ ଘରୋଇ ଉତ୍ପାଦ (ଜିଏସ୍ଡିପି) ହିସାବ ପଦ୍ଧତିରେ ପରିବର୍ତ୍ତନ କରାଯାଇଛି। ସେମାନେ ଆଗକୁ ୨୦୨୨-୨୩ ଆର୍ଥିକ ବର୍ଷକୁ ନୂଆ ଆଧାର ବର୍ଷ ଭାବେ ବିଚାରକୁ ନେଇ ନିଜ ଅର୍ଥନୈତିକ ପ୍ରଦର୍ଶନ ମାପିବେ। ଆଜି ପର୍ଯ୍ୟନ୍ତ ସେମାନେ ୨୦୧୧-୧୨ ଆର୍ଥିକ ବର୍ଷକୁ ଆଧାର ବର୍ଷ ଭାବେ…