Browsing Tag

#metro tv

ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ଏହି ୬ ପ୍ରକାର ଅଟା, ଜାଣନ୍ତୁ କଣ

ଆପଣ ପ୍ରତିଦିନ ରୁଟି ଖାଉଥିବେ। ଭାରତରେ ଭାତ-ଡାଲମା ସହିତ, ରୁଟି-ସନ୍ତୁଳା ଏବଂ ରୁଟି- ଡାଲମା ହେଉଛି ଲୋକଙ୍କ ମୁଖ୍ୟ ଖାଦ୍ୟ। ଏଠାକାର ଲୋକମାନେ ପ୍ରତିଦିନ ଗହମ ଅଟା ରୁଟି ନିଶ୍ଚିତ ଭାବରେ ଖାଆନ୍ତି। ଏହି ଶସ୍ୟ ବହୁତ ପୁଷ୍ଟିକର ଏବଂ ସ୍ବାସ୍ଥ ପାଇଁ    ହୀତକର ମଧ୍ୟ। ତଥାପି, ଆପଣ ଗହମ…

ଦିଲ୍ଲୀରେ ପ୍ରବଳ ବର୍ଷା , 4 ମୃତ

ଶୁକ୍ରବାର ସକାଳେ ପ୍ରବଳ ବର୍ଷା ପବନ ଏବଂ ଶିଳାବୃଷ୍ଟି ଯୋଗୁ ଦିଲ୍ଲୀ ଏବଂ ଏନ୍‌ସିଆର୍‌ରେ ୪୦ ରୁ ଅଧିକ ବିମାନର ମାର୍ଗ ପରିବର୍ତ୍ତନ କରାଯାଇଛି। କେବଳ ସେତିକି ନୁ‌ହେଁ, ପ୍ରାୟ ୧୦୦ଟି ବିମାନ ବିଳମ୍ବ ମଧ୍ୟ ହୋଇଛି। ବର୍ଷା ସହିତ ପ୍ରବଳ ପବନ ବହିବା ଫଳରେ ଦ୍ୱାରକାର ଚାଷ ଜମିରେ…

ଆଜି ଭକ୍ତଙ୍କ ପାଇଁ  ଖୋଲିଲା ବାବା କେଦାରନାଥଙ୍କ ମନ୍ଦିର

ଖୋଲିଲା ବାବା କେଦାରନାଥଙ୍କ ମନ୍ଦିର। କେଦାରନାଥ ବାବାଙ୍କ ମନ୍ଦିରର ମୁଖ୍ୟଫାଟକ ଆଜି ଭକ୍ତଙ୍କ ପାଇଁ ଖୋଲା ଯାଇଛି। ୧୩ କ୍ଵିଣ୍ଟାଲ ଫୁଲରେ ଝଲସୁଛି ପୁରା ମନ୍ଦିର। ଆଜି ସକାଳ ୭ଟାରେ ରୀତି ନୀତି ସହ ଭକ୍ତମାନଙ୍କ ପାଇଁ ମନ୍ଦିର ଖୋଲାଯାଇଥିଲା। ଏହି ସମୟରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର…

ଆଜିର ରାଶିଫଳ

ମେଷ:-ବନ୍ଧୁ ଆପଣଙ୍କୁ ସାହାଯ୍ୟ କରିବା ପାଇଁ କହିବେ। ବେପାରରେ ଯଥେଷ୍ଟ ଲାଭ ପାଇବେ। କୌଣସି ଜରୁରୀ ଅଧିବେଶନରେ ଯୋଗ ଦେବେ। ଭଉଣୀଙ୍କୁ କିଛି ଉପହାର ଦେଇପାରନ୍ତି। ବୃଷ:-ଅଧିକ ସମୟ ଧାର୍ମିକ ଓ ଆଧ୍ୟାତ୍ମିକ ଗିତିବିଧିରେ ବ୍ୟସ୍ତ ରହିବେ। ନିଜର କାମକୁ ନେଇ ଯେତିକି…

 ପୂର୍ବତନ କେନ୍ଦ୍ରମନ୍ତ୍ରୀ ଗିରିଜା ବ୍ୟାସଙ୍କର ପରଲୋକ

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଗିରିଜା ବ୍ୟାସଙ୍କର ପରଲୋକ ହୋଇଛି । ସେ ଘରେ ଆରତୀ କରୁଥିବା ସମୟରେ ତାଙ୍କ କପଡାରେ ନିଆଁ ଲାଗିଯିବାରୁ ଗୁରୁତର ହୋଇଥିଲେ । ପୂଜା କରିବା ସମୟରେ ନିଆଁ ଲାଗିଯିବାରୁ ତାଙ୍କର ଶରୀରର ପ୍ରାୟ ୯୦ ପ୍ରତିଶତ ଜଳିଯାଇଥିଲା । ଅହମ୍ମଦାବାଦର ଜାୟଡସ୍‌ ହସ୍‌ପିଟାଲ୍‌ରେ…

ସ୍ବାମୀଙ୍କ ଠାରୁ ଅଲଗା ହେଲେ ଅଲିମ୍ପିକ୍ସ ପଦକ ବିଜୟିନୀ ମୁଷ୍ଟିଯୋଦ୍ଧା ଏମ୍‌ସି ମେରିକମ୍

ଅଲିମ୍ପିକ୍ସ ପଦକ ବିଜୟିନୀ ତଥା ପାଞ୍ଚ ଥର ବିଶ୍ବବିଜୟିନୀ ମହାନ ମହିଳା ମୁଷ୍ଟିଯୋଦ୍ଧା ଏମ୍‌ସି ମେରିକମ୍ ପତି କରୁଙ୍ଗ ଅଙ୍ଖୋଲର ଓରଫ ଓନଲରଙ୍କୁ ଛାଡ଼ପତ୍ର ଦେଇଛନ୍ତି। ଉଭୟଙ୍କ ସହମତି ତଥା ପରିବାରବର୍ଗଙ୍କ ଉପସ୍ଥିତିରେ ମଣିପୁରର ପାରମ୍ପରିକ ରୀତିନୀତି ଅନୁସାରେ ଛାଡ଼ପତ୍ର ଚୂଡ଼ାନ୍ତ…

KIIT ବିଶ୍ୱବିଦ୍ୟାଳୟରେ ପୁଣି ଜଣେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା

KIIT ବିଶ୍ୱବିଦ୍ୟାଳୟରେ ପୁଣି ଜଣେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ସାମ୍ନାକୁ ଆସିଛି। ଏହା ବିଶ୍ୱବିଦ୍ୟାଳୟର ପରିଚାଳନା ଓ ଛାତ୍ରୀଙ୍କ ସୁରକ୍ଷା ଉପରେ ଗମ୍ଭୀର ପ୍ରଶ୍ନ ଉଠିଥିବା ବେଳେ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଘଟଣାସ୍ଥଳରେ ଇନ୍ଫୋସିଟି ଥାନା ପୋଲିସ ପହଞ୍ଚି ତଦନ୍ତ…

ଆଜି ଅନ୍ତର୍ଜାତୀୟ ଶ୍ରମିକ ଦିବସ

ଆଜି ଅନ୍ତର୍ଜାତୀୟ ଶ୍ରମିକ ଦିବସ । ପ୍ରତ୍ୟେକ ବର୍ଷ ପରି ଚଳିତବର୍ଷ ମେ ୧ ତାରଖକୁ ଅନ୍ତର୍ଜାତୀୟ ଶ୍ରମିକ ଦିବସ ଭାବେ ସାରା ବିଶ୍ଵର କୋଣ ଅନୁକୋଣରେ ପାଳନ ହେଉଛି । ହେଲେ ଆଜି ଦିନରେ ବି କାମ ପାଇଁ ମଣିଷ ହାଟରେ ଭିଡ଼ । ଶ୍ରମିକର ଲୁହ ଲହୁରେ ତିଆରି ହୋଇଛି ତାଜ ମହଲଠୁ ନେଇ…

ଆସନ୍ତାକାଲି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ

ଆସନ୍ତାକାଲି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ । ଅପରାହ୍ନ 4ଟାରେ ବୋର୍ଡ ଅଫିସରେ ପ୍ରକାଶ ପାଇବ ପରୀକ୍ଷା ଫଳ । ସନ୍ଧ୍ୟା 6ଟା ପରଠୁ ଓ୍ୱେବସାଇଟରେ ଉପଲବ୍ଧ ହେବ ରେଜଲ୍ଟ । www.bseodisha.ac.inରେ ଉପଲବ୍ଧ ହେବ ପରୀକ୍ଷା ଫଳ । ମାଟ୍ରିକ ପରୀକ୍ଷା ଦେବା ପରେ ୫ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ…

ଲାହୋର-କରାଚିରେ ଏୟାର ସ୍ପେସ ବନ୍ଦ

ଘନଉଛି ଯୁଦ୍ଧ ସ୍ଥିତି ।  ଭାରତରେ ଆକ୍ସନ ହେଲେ ପାକିସ୍ତାନରେ ଦେଖିବାକୁ ମିଳୁଛି ହଲଚଲ । ଗତକାଲି ଭାରତ ପାକିସ୍ତାନ ପାଇଁ ଏୟାର ସ୍ପେସ୍ ବନ୍ଦ କରିବା ପରେ ଆଜି ନିଜ ସୁରକ୍ଷାକୁ ଦୃଷ୍ଟିରେ ରଖି ପାକିସ୍ତାନ ଲାହୋର-କରାଚିରେ ଏୟାର ସ୍ପେସକୁ ବନ୍ଦ କରିଛି । ତେବେ ମେ’ ୧ରୁ ମେ’ ୩୧ରୁ ଯାଏଁ  …