ସାମନ୍ଥାଙ୍କ ନାମରେ ଏକ ମନ୍ଦିର ନିର୍ମାଣ କରିଛନ୍ତି ପ୍ରଶଂସକ
ଅଭିନେତ୍ରୀଙ୍କ ପାଇଁ ମନ୍ଦିର ତିଆରି କଲେ ଫ୍ୟାନ୍ସ। ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସାମନ୍ଥା ରୁଥ୍ ପ୍ରଭୁ ନିକଟରେ ତାଙ୍କର ୩୮ତମ ଜନ୍ମଦିନ ପାଳନ କରିଛନ୍ତି। ଅଭିନେତ୍ରୀଙ୍କ ଏହି ଜନ୍ମଦିନ ବହୁତ ସ୍ୱତନ୍ତ୍ର ଥିଲା କାରଣ ଏଥର ତାଙ୍କୁ ତାଙ୍କ ପ୍ରଶଂସକମାନଙ୍କ ଠାରୁ ଏକ…