ବିଷାକ୍ତ ମଦ ପିଇ ୧୯ ଜଣଙ୍କ ମୃତ୍ୟୁ, ୧୯ ଗିରଫ
ନାଗାଲାଣ୍ଡରେ ବିଷାକ୍ତ ମଦ ପିଇ ୧୯ ଜଣଙ୍କ ମୃତ୍ୟୁ ହୋଇଛି । ଟୁଏନସାଙ୍ଗ ଜିଲ୍ଲାରେ ୧୧ ଜଣ ଏବଂ ମୋକୋକଚୁଙ୍ଗ ଜିଲ୍ଲାରେ ୮ ଜଣଙ୍କର ମୃତ୍ୟୁ ହୋଇଛି । ନାଗାଲାଣ୍ଡରେ ୧୯୯୦ ମସିହାରୁ ମଦ ନିଷେଧ ଆଇନ ଲାଗୁ ରହିଛି, ଯାହା ଅଧୀନରେ ରାଜ୍ୟରେ ମଦ ବିକ୍ରି ଓ ସେବନ ଉପରେ ସମ୍ପୂର୍ଣ୍ଣ ଆଇନଗତ କଟକଣା…