ପାକିସ୍ତାନ ସେନା ପକ୍ଷରୁ ଜମ୍ମୁ-କାଶ୍ମୀରର ରାଜୌରୀରେ ଗୁଳି ମାଡ – ଏଡିଡିସି ରାଜ କୁମାର ଥାପା ମୃତ
ସୁଧୁରୁନି ପାକିସ୍ତାନ। ବାରମ୍ବାର ଉସୁକାଇବା ପରି କାମ କରି ସେନା ଜବାନଙ୍କୁ ରଗାଉଛି। ପାକିସ୍ତାନ ପକ୍ଷରୁ ଲଗାତାର ଭାରତ ସୀମାରେ ଗୁଳିମାଡ ହେବାରେ ଲାଗିଛି । ଶନିବାର ମଧ୍ୟ ପାକିସ୍ତାନ ସେନା ପକ୍ଷରୁ ଜମ୍ମୁ-କାଶ୍ମୀରର ରାଜୌରୀରେ ଗୁଳି ମାଡ ଦେଖିବାକୁ ମିଳିଛି। ଫଳରେ ଜମ୍ମୁ-କାଶ୍ମୀରର ଜଣେ…