ଆଜିର ରାଶିଫଳ
ମେଷ: ରାଜନୀତି କ୍ଷେତ୍ରରେ ଉଚ୍ଚାସନ ଲାଭ କରିପାରନ୍ତି। ଶିକ୍ଷାବିତ୍ ହୋଇପାରନ୍ତି। ମାତୃ କଲ୍ୟାଣ ସଦାସର୍ବଦା ରହିବ। ଆୟୁଷ୍ମାନ୍ ଓ ବିଦ୍ବାନ୍ ହେବେ। ବ୍ୟବସାୟ ଲାଭଦାୟକ ହେବ। ସୁସ୍ଥ ରହିବେ।
ବୃଷ: ପ୍ରଭାବଶାଳୀ ହୋଇପାରନ୍ତି। ପୁରୁଷାର୍ଥୀ ହେବେ। ଆଳସ୍ୟ ପରାୟଣ ହୋଇପାରନ୍ତି। ପତ୍ନୀ…