Browsing Tag

#metro tv

ରାଜ୍ୟସ୍ତରୀୟ ଗାନ୍ଧୀ ଜୟନ୍ତୀ ପାଳିତ , ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୁଖ୍ୟମନ୍ତ୍ରୀ

ଗାନ୍ଧୀ ଜୟନ୍ତୀ ଏବଂ ଶାସ୍ତ୍ରୀ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ଲାଲ ବାହାଦୁର ଶାସ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆ ଏକ୍ସରେ କହିଛନ୍ତି, ସତ୍ୟ ଓ ଅହିଂସାର ପ୍ରତୀକ 'ମହାତ୍ମା ଗାନ୍ଧୀ'ଙ୍କ…

ବଙ୍ଗୋପସାଗର ଗଭୀର ଅବପାତ

ପପଶ୍ଚିମ କେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଉପରେ ଥିବା ଡିପ୍ ଡିପ୍ରେସନ୍‌ରେ ସକାଳ ସାଖେ ୬ଟାରେ ପରିଣତ ହୋଇଛି। ଏହା ଘଣ୍ଟା ପ୍ରତି ୧୩ କିଲୋମିଟର ବେଗରେ ଉତ୍ତର-ଉତ୍ତରପଶ୍ଚିମ ଆଡକୁ ଗତି କରୁଛି। ଗୁରୁବାର ଦିନ ୧୮.୦ ଉତ୍ତର ଅକ୍ଷାଂଶ ଏବଂ ୮୫.୬ ପୂର୍ବ ଦ୍ରାଘିମା ନିକଟରେ…

ଦଶହରାର ଆନନ୍ଦକୁ ନିରାଶାରେ ପରିଣତ କରିଛି ଲଘୁଚାପ ବର୍ଷା

ଦଶହରାର ଆନନ୍ଦକୁ ନିରାଶାରେ ପରିଣତ କରିଛି ଲଘୁଚାପ ବର୍ଷା । ଗତକାଲି ରାତିରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁଁ ରାୟଗଡ଼ା ଏକପ୍ରକାର ଶୂନଶାନ୍ ହୋଇଯାଇଛି । ଏପରିକି ଆଜି ମଧ୍ୟାହ୍ନ ୨ଟାରୁ ଅନ୍ଧାର ଘୋଟି ଆସିବା ଯୋଗୁଁ ଷ୍ଟ୍ରିଟ୍ ଲାଇଟ୍ ଜଳୁଥିବା ଦେଖିବାକୁ ମିଳିଛି । ଦଶହରାରେ ଦୁର୍ଗା ପୂଜା…

କଟକ ରେ ପ୍ରବଳ ବର୍ଷା , ଭାଙ୍ଗିଲା ଲାଇଟ୍ ଗେଟ୍

କଟକରେ ଆରମ୍ଭ ହୋଇଗଲା ପ୍ରବଳ ବର୍ଷା ସାଙ୍ଗକୁ ପବନ। ଫିକା ପଡ଼ିଲା ଦୁର୍ଗାପୂଜା। କିଛି ସମୟ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଲେଜ ଛକ ଦୁର୍ଗା ମଣ୍ଡପରେ ପହଞ୍ଚିଥାନ୍ତେ। ହେଲେ ତାପୂର୍ବରୁ ସେଠାରେ ବର୍ଷାପବନ ଯୋଗୁ ସେଠାରେ ଲାଇଟ୍ ଗେଟ୍ ପଡ଼ି ରାସ୍ତା ଅବରୋଧ ହୋଇଛି। ରାଣୀହାଟରୁ…

ପ୍ରଥମ ଥର ପାଇଁ ଭାରତ ମାତାର ପ୍ରତିଛବି ଥିବା ସ୍ମାରକୀ ମୁଦ୍ରା ଉନ୍ନୋଚିତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଦିଲ୍ଲୀରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ଶତବାର୍ଷିକୀ ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ମୋଦୀ ଡକ୍ଟର ଆମ୍ବେଦକର ଆନ୍ତର୍ଜାତୀୟ କେନ୍ଦ୍ରରେ ଆୟୋଜିତ ସମାରୋହରେ ଏକ ସ୍ୱତନ୍ତ୍ର ଭାବରେ ଡିଜାଇନ୍ କରାଯାଇଥିବା ଡାକଟିକଟ ଏବଂ ୧୦୦…

ଭାରତ-ପାକିସ୍ତାନର ଆଉ ଏକ ରୋମାଞ୍ଚ ଭରା ମ୍ୟାଚ ଦେଖିବାକୁ ମିଳିବ ଚତୁର୍ଥ ରବିବାର

ରବିବାର ଆସିବାକୁ ଯାଉଛି, ଭାରତ ଏବଂ ପାକିସ୍ତାନ ପୁଣି ଥରେ ମୁକାବିଲା କରିବାକୁ ପ୍ରସ୍ତୁତ ହେଉଛନ୍ତି। ହଁ, ଆପଣଙ୍କର ଏହି ଚତୁର୍ଥ ରବିବାର ମଧ୍ୟ ବୃଥା ହେବ ନାହିଁ। ଭାରତ-ପାକିସ୍ତାନ ମ୍ୟାଚର ରୋମାଞ୍ଚ ଏହି ରବିବାର ମଧ୍ୟ ଦେଖିବାକୁ ମିଳିବ। କେବଳ ପାର୍ଥକ୍ୟ ଏତିକି ଯେ ଏଥର ଭାରତର ଝିଅମାନେ…

ଓଡ଼ିଶାର ୬ଟି ସ୍ଥାନରେ ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ପାଇଁ ମିଳିଲା ମଞ୍ଜୁରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ଓଡ଼ିଶା ସମେତ ଦେଶର ବେସାମରିକ କ୍ଷେତ୍ରରେ ୫୭ଟି ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଏହି ପ୍ରସ୍ତାବରେ ଓଡ଼ିଶାର ୬ଟି ସ୍ଥାନରେ ନୂତନ କେନ୍ଦ୍ରୀୟ…

ଆମେରିକା ସଟଡ଼ାଉନ

ଆମେରିକାରେ ଏକ ବଡ଼ ସଙ୍କଟ ଦେଖାଦେଇଛି। ଆମେରିକାରେ ଏବେ ବନ୍ଦ ଲାଗୁ ହୋଇଥିବା ଜଣାପଡ଼ିଛି। ଏହାର କାରଣ ହେଉଛି ସେନେଟରେ ରିପବ୍ଲିକାନ୍ କିମ୍ବା ଡେମୋକ୍ରାଟଙ୍କ ପାଣ୍ଠି ବିଲ୍ ପାସ୍ ନହୋଇପାରିବା। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦଳକୁ ସେନେଟରେ ଏକ ଅସ୍ଥାୟୀ ପାଣ୍ଠି ବିଲ୍ ପାସ୍ କରିବା…

ବାସ୍ତବ ଜୀବନରେ ହାତକୁ ଦୁଇ ହାତ ହେଲେ “ବାଲିକା ବଧୂ”

ଆପଣ ଧାରାବାହିକ ବା ସିରିୟଲ ଦେଖିବାକୁ ପସନ୍ଦ କରୁଥିବେ | ଯଦି ଆପଣ ବହୁ ବର୍ଷ ଧରି ହିନ୍ଦୀ ଧାରାବାହିକ ଦେଖୁଥିବେ ତେବେ ନିଶ୍ଚିତ ଭାବେ 'ବାଲିକା ବଧୂ' ତ ଦେଖିଥିବେ | ଆଜି ଏହାର ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ବାସ୍ତବ ଜୀବନରେ ହାତକୁ ଦୁଇ ହାତ ହୋଇଛନ୍ତି | ସୁପରହିଟ୍ ଶୋ…

ଅକ୍ଟୋବର ମାସରୁ ବ୍ୟାଙ୍କ, ସରକାରୀ ବିଭାଗ ଓ ରେଳବାଇରେ କେତେକ ନୂଆ ନିୟମ ଲାଗୁ ହେବାକୁ ଯାଉଛି

ଅକ୍ଟୋବର ମାସରୁ ବ୍ୟାଙ୍କ, ସରକାରୀ ବିଭାଗ ଓ ରେଳବାଇରେ କେତେକ ନୂଆ ନିୟମ ଲାଗୁ ହେବାକୁ ଯାଉଛି। ଅଧିକାଂଶ ନିୟମ ୧ରୁ ଲାଗୁ ହେବ। ଆଇଆର୍‌ସିଟିସି: ଆସନ୍ତାକାଲିଠାରୁ ଆଇଆର୍‌ସିଟିସି ୱେବସାଇଟ୍‌ ଓ ଆପ୍‌ରେ ଅନ୍‌ଲାଇନ ଟିକଟ ସଂରକ୍ଷଣର ନୂଆ ନିୟମ ଲାଗୁ ହେବ।…