ବର୍ଷା ଋତୁରେ ଘରେ ଫଙ୍ଗସ୍ ସମସ୍ୟା ସ୍ୱାସ୍ଥ୍ୟ ପାଇଁ ବିପଦ
ବର୍ଷା ଋତୁରେ ବାୟୁରେ ଆର୍ଦ୍ରତା ବଢ଼ିବା ସହ ଘରେ ଫଙ୍ଗସ୍ ସମସ୍ୟା ମଧ୍ୟ ବଢ଼ିଥାଏ। ଲଗାତାର ବର୍ଷା, କମ୍ ସୂର୍ଯ୍ୟକିରଣ, ଘରେ ବାୟୁ ଚଳାଚଳର ଅଭାବ ଏବଂ ଛାତ କିମ୍ବା ପାଇପ୍ରୁ ପାଣି ଲିକେଜ୍ ଯୋଗୁଁ କାନ୍ଥ, ଛାତ ଓ ଆସବାବପତ୍ରରେ ଆର୍ଦ୍ରତା ଜମିଥାଏ। ଦୀର୍ଘ ସମୟ ଧରି ଓଦା ରହିଲେ ଫଙ୍ଗସ୍…