Browsing Tag

#metro tv

ମହଙ୍ଗା ହେବ ଇଣ୍ଡିଗୋ ଯାତ୍ରା: ଇଣ୍ଡିଗୋ ଘରୋଇ ଓ ଅନ୍ତର୍ଜାତୀୟ ଉଡ଼ାଣରେ ଫ୍ୟୁଏଲ୍ ଚାର୍ଜ ବଢ଼ାଇଛି

ବିମାନରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ବଡ଼ ଖବର। ଏଭିଏସନ୍ ଟର୍ବାଇନ୍ ଫ୍ୟୁଏଲ୍ ଦାମ ଗୋଟିଏ ମାସ ମଧ୍ୟରେ ୧୪ ପ୍ରତିଶତରୁ ଅଧିକ ବଢ଼ିବା ପରେ ଇଣ୍ଡିଗୋ ଘରୋଇ ଓ ଅନ୍ତର୍ଜାତୀୟ ଉଡ଼ାଣରେ ଫ୍ୟୁଏଲ୍ ଚାର୍ଜ ବଢ଼ାଇଛି। କମ୍ପାନୀ କହିଛି ଯେ ଏଭିଏସନ୍ ଟର୍ବାଇନ୍ ଫ୍ୟୁଏଲର ଦାମ ଆକାଶ ଛୁଇଁଛି । ଏହା…

ଫିଲ୍ମ ସିଟିରେ ଭୟଙ୍କର ଅଗ୍ନିକାଣ୍ଡ,ରାପର୍ ବାଦଶାହ, ଏମ୍.ଏସ୍. ଧୋନି ଏବଂ ଅନେକ ନାମୀଦାମୀ କଳାକାର ସୁଟିଂରେ ଥିଲେ…

ମୁମ୍ବାଇ ଗୋରେଗାଓଁ ସ୍ଥିତ ଦାଦାସାହେବ ଫାଲକେ ଚିତ୍ରନଗରୀ ବା ଫିଲ୍ମ ସିଟିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଫିଲ୍ମ ସିଟିର 'ପ୍ରାଇମ୍ ଫୋକସ୍ ଷ୍ଟୁଡିଓ'ରେ ହଠାତ୍ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ସବୁଠାରୁ ବଡ଼ କଥା ହେଲା, ଯେତେବେଳେ ଏହି ଅଗ୍ନିକାଣ୍ଡ ଘଟିଲା, ଠିକ୍ ସେହି ସମୟରେ ସେଠାରେ…

ଆଜିଠାରୁ ନିଶୁଳ୍କ ହବିଷିଆଳୀ ଯୋଜନା ପାଇଁ ଅନଲାଇନ୍ ଆବେଦନ,ଅକ୍ଟୋବର ୨୬ରୁ ନଭେମ୍ବର ୨୪ ପର୍ଯ୍ୟନ୍ତ କାର୍ତ୍ତିକ ବ୍ରତ…

ଆଜିଠୁ ହବିଷିଆଳୀଙ୍କ ଅନଲାଇନ୍ ଆବେଦନ । ଆଜିଠାରୁ ନିଶୁଳ୍କ ହବିଷିଆଳୀ ଯୋଜନା ପାଇଁ ଅନଲାଇନ୍ ଆବେଦନ । edistrict.odisha.gov.in ପୋର୍ଟାଲ୍ ରେ ହେବ ଆବେଦନ । ଧାର୍ଯ୍ୟ ସଂଖ୍ୟା ପୂରଣ ହେବା ପର୍ଯ୍ୟନ୍ତ ଚାଲିବ ଅନଲାଇନ୍ ରେଜିଷ୍ଟ୍ରେସନ୍ । ଅକ୍ଟୋବର ୨୬ରୁ ନଭେମ୍ବର ୨୪ ପର୍ଯ୍ୟନ୍ତ…

ଭାରତୀୟ ନୌସେନାର ଶକ୍ତି ବଢ଼ାଇବା ଦିଗରେ ଆଉ ଏକ ବଡ଼ ପଦକ୍ଷେପ,ଭାରତର ପ୍ରଥମ ସ୍ୱଦେଶୀ FSS ‘ସୂର୍ଯ୍ୟ’ କୁ ଲଞ୍ଚ୍ କଲେ…

ଭାରତୀୟ ନୌସେନାର ଶକ୍ତି ବଢ଼ାଇବା ଦିଗରେ ଆଉ ଏକ ବଡ଼ ପଦକ୍ଷେପ ।  ଭାରତର ପ୍ରଥମ ସ୍ୱଦେଶୀ Fleet Support Ship ବା FSS ‘ସୂର୍ଯ୍ୟ’ କୁ ଲଞ୍ଚ୍ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।  ବିଶାଖାପାଟଣାସ୍ଥିତ ହିନ୍ଦୁସ୍ତାନ ଶିପୟାର୍ଡ ଲିମିଟେଡ୍ ରେ ଭାରତର ପ୍ରଥମ ସ୍ୱଦେଶୀ ‘ସୂର୍ଯ୍ୟ’…

ନା’କୁ କେବଳ ଶରତ,ଗ୍ରୀଷ୍ମ ଜ୍ବାଳାରେ ସନ୍ତୁଳି ହେଉଛି ଜନଜୀବନ

ଏଇଟା ଅକ୍ଟୋବର ନା ମାର୍ଚ୍ଚ ମାସ?ଏତେ ଟାଇଁଟାଇଁ ଖରା ଯେ ଦେହ ମୁଣ୍ଡ ଝାଇଁ ଝାଇଁ କରି ଦେଉଛି। ଖାଲି ଦିନ ନୁହେଁ,ରାତି ବି ଥଣ୍ଡା ପଡୁନି । ନା’କୁ କେବଳ ଶରତ,ଗ୍ରୀଷ୍ମ ଜ୍ବାଳା ଯାଉନି। ବିଶେଷଜ୍ଞଙ୍କ ମତ,ସୁପର ଏଲ୍- ନିନୋ ପ୍ରକୋପ ଏଥର ଶୀତକୁ ହଜାଇ ଦେବ। ଅକ୍ଟୋବରରୁ ଝଲକ ଦେଖାଇଲାଣି।…

କଙ୍ଗୋ ନଦୀରେ ଘଟିଛି ଭୟଙ୍କର ନୌକା ଦୁର୍ଘଟଣା,୩୦ ମୃତ ଅନେକ ଲୋକ ନିଖୋଜ

କଙ୍ଗୋ ନଦୀରେ ଘଟିଛି ଭୟଙ୍କର ନୌକା ଦୁର୍ଘଟଣା । ଦୁଇଟି ମୋଟରଚାଳିତ ଡଙ୍ଗା, କାଠ ନୌକା ମଧ୍ୟରେ ଧକ୍କା ହେବା ଫଳରେ ଅତି କମରେ ୩୦ ଜଣଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣା ପରେ ଅନେକ ଲୋକ ଏବେବି ନିଖୋଜ ଥିବା ଜଣାପଡ଼ିଛି । ସ୍ଥାନୀୟ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚିଛନ୍ତି । ସ୍ଥାନୀୟ…

ଜାଣନ୍ତୁ କିପରି କଟିବ ଆଜିର ଦିନ

ମେଷ- ଅଯଥା ତର୍କ କିମ୍ବା କ୍ରୋଧରେ କଥା କହିଲେ ସମ୍ପର୍କ ଖରାପ ହୋଇପାରେ। ଟଙ୍କା ଦେଣନେଣରେ ସାବଧାନ ରୁହନ୍ତୁ। ନୂଆ ନିଷ୍ପତ୍ତି ନେବା ବଦଳରେ ଅଧୁରା କାମ ସାରିବା ଭଲ। ଯାତ୍ରା କିମ୍ବା ବାହାର କାମରେ ଅସୁବିଧା ହୋଇପାରେ। ବୃଷ- କାର୍ଯ୍ୟକ୍ଷେତ୍ରରେ ଧୀରେ ଧୀରେ ଭଲ ସ୍ଥିତି ତିଆରି ହେବ।…

ଭାରତ ଏବଂ ସ୍ୱିଜରଲାଣ୍ଡ ମଧ୍ୟରେ ବାଣିଜ୍ୟିକ ଚୁକ୍ତି , ଭାରତରେ ୧୦୦ ବିଲିୟନ୍ ଆମେରିକୀୟ ଡଲାରର ନିବେଶ ଏବଂ ୧୦ ଲକ୍ଷ…

ଭାରତ ଏବଂ ସ୍ୱିଜରଲାଣ୍ଡ ମଧ୍ୟରେ ଦ୍ୱିପାକ୍ଷିକ ସଂପର୍କ ନୂଆ ସ୍ତରରେ ପହଞ୍ଚିଛି । ଉଭୟ ଦେଶ ମଧ୍ୟରେ ବାଣିଜ୍ୟିକ ସହଯୋଗକୁ ବୃଦ୍ଧି କରିବା ପାଇଁ ଅନେକ ବଡ଼ ନିଷ୍ପତ୍ତି ନିଆଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ସ୍ୱିଜରଲ୍ୟାଣ୍ଡର ରାଷ୍ଟ୍ରପତି ଗାଇ ପାର୍ମେଲିନଙ୍କ ମଧ୍ୟରେ ଆଲୋଚନା…

ନିଜର ଅପଡେଟେଡ୍ Elevate SUVକୁ ୬ ଅକ୍ଟୋବର ରେ ଭାରତରେ ଲଞ୍ଚ କରିବାକୁ ଯାଉଛି Honda

Honda Cars India ନିଜର ଅପଡେଟେଡ୍ Elevate SUVକୁ ୬ ଅକ୍ଟୋବର ୨୦୨୬ରେ ଭାରତରେ ଲଞ୍ଚ କରିବାକୁ ଯାଉଛି । ବିଶେଷ କଥା ହେଉଛି, ଭାରତ ଏହି ନୂଆ Elevateକୁ ପାଇବାରେ ପ୍ରଥମ ବଜାର ହେବ । କମ୍ପାନୀ ୧ ଅକ୍ଟୋବରରୁ ଏହାର ପ୍ରି-ଲଞ୍ଚ ବୁକିଂ ମଧ୍ୟ ଆରମ୍ଭ କରିଛି । ଗ୍ରାହକମାନେ ଦେଶବ୍ୟାପୀ…

୮ ବର୍ଷ ପରେ ହେବ ଛାତ୍ରସଂସଦ ନିର୍ବାଚନ: ଅକ୍ଟୋବର ୧୫ରେ ଛାତ୍ର ସଂସଦ ନିର୍ବାଚନ,୭ ତାରିଖରେ ପ୍ରକାଶ ପାଇବ ବିଜ୍ଞପ୍ତି

୮ ବର୍ଷ ପରେ ହେବ ଛାତ୍ରସଂସଦ ନିର୍ବାଚନ। ଘୋଷଣା ହେଲା ତାରିଖ। ଅକ୍ଟୋବର ୧୫ରେ ଛାତ୍ର ସଂସଦ ନିର୍ବାଚନ।୧୬ରେ ଶପଥଗ୍ରହଣ ସମାରୋହ। ଗଣମାଧ୍ୟମକୁ ସୂଚନା ଦେଲେ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ଦଶହରା ଛୁଟି ପୂର୍ବରୁ ସରିବ ସମସ୍ତ ପ୍ରକ୍ରିୟା। ୭ ତାରିଖରେ ପ୍ରକାଶ ପାଇବ ବିଜ୍ଞପ୍ତି।୯…