Browsing Tag

#metro tv

୩୭ ମୁହାଁ ହେଉଛି ପାରଦ ,ଶରତ ଋତୁରେ ବୈଶାଖ ମାସ ଭଳି ଗ୍ରୀଷ୍ମ ପ୍ରବାହ ଅନୁଭୂତ

ଆଶ୍ୱିନରେ ବୈଶାଖ ତାତି । ୩୭ ମୁହାଁ ହେଉଛି ପାରଦ । ଶରତ ଋତୁର ଆଶ୍ୱିନ ମାସରେ ରାଜ୍ୟରେ ଏବେ ବୈଶାଖ ମାସ ଭଳି ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି । ରାଜ୍ୟର ଅଧିକାଂଶ ସ୍ଥାନରେ ଲଗାତାର ତାପମାତ୍ରା ବୃଦ୍ଧି ପାଇ ଚାଲିଥିବା ବେଳେ ପାରଦ ଏବେ ୩୭ ଡିଗ୍ରୀ ପାଖାପାଖି ପହଞ୍ଚିଲାଣି । ସକାଳ ୮ଟା…

ଯାନ୍ତ୍ରିକ ତ୍ରୁଟି ପାଇଁ ମଝି ଚିଲିକାରେ ଫସିଲା ଡଙ୍ଗା,ଅଟକିଛନ୍ତି ୪୦ ଯାତ୍ରୀ

ମଝି ଚିଲିକାରେ ଫସିଲା ଡଙ୍ଗା । ଅଟକିଛନ୍ତି ୪୦ ଯାତ୍ରୀ । ଯାନ୍ତ୍ରିକ ତ୍ରୁଟି ପାଇଁ ଦୁଇ ଘଣ୍ଟା ହେଲାଣି ଡଙ୍ଗା ଫସି ରହିଛି । ସକାଳ ୭ଟା ବେଳେ ବ୍ରହ୍ମଗିରି ସାତପଡ଼ା ନିକଟରୁ ଡଙ୍ଗା ବାହାରିଥିଲା । ମଝିରେ ମେସିନ୍ ଖରାପ ହୋଇଯିବାରୁ ଡଙ୍ଗାଟି ଫସି ରହିଛି। ଡଙ୍ଗା ଭିତରେ ୪୦ ଜଣ ଯାତ୍ରୀ ଓ…

ଆଜି ଆତ୍ମବିଶ୍ୱାସ ବଢ଼ିବ ଓ ଅଟକିଥିବା କାମ ଆଗକୁ ବଢ଼ିବ

ମେଷ - ଆଜି ଆତ୍ମବିଶ୍ୱାସ ବଢ଼ିବ ଓ ଅଟକିଥିବା କାମ ଆଗକୁ ବଢ଼ିବ । କାର୍ଯ୍ୟକ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିପାରେ । ଆର୍ଥିକ ସ୍ଥିତିରେ ସୁଧାର ଆସିବ ଏବଂ ପୁରୁଣା ପ୍ରାପ୍ୟ ଧନ ମିଳିବାର ସମ୍ଭାବନା ରହିଛି । ପରିବାରରେ ଖୁସିର ପରିବେଶ ରହିବ । ଦୂରଯାତ୍ରା ଯୋଜନା ସଫଳ ହୋଇପାରେ ।…

ବାଦ୍ ପଡ଼ିଥିବା ଯୋଗ୍ୟ ଭୋଟରଙ୍କୁ  ତାଲିକାକୁ ଫେରାଇ ଆଣିବା ପାଇଁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ .ଏ ନେଇ ଓଡ଼ିଶା…

ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର)କୁ ନେଇ ଉପୁଜିଥିବା ବିବାଦକୁ ନେଇ ସୁପ୍ରିମକୋର୍ଟରେ ଚାଲିଛି ଶୁଣାଣି। ଏହି ପ୍ରସଙ୍ଗକୁ ନେଇ ସମଗ୍ର ଦେଶରେ ରାଜନୀତି ଜୋର ଧରିଛି।କେନ୍ଦ୍ର ସରକାର ଏବଂ ନିର୍ବାଚନ ଆୟୋଗଙ୍କୁ କାଠଗଡ଼ାରେ ଛିଡ଼ା କରାଇଲେଣି ବିରୋଧୀ। ଏହା ମଧ୍ୟରେ ଏସଆଇଆର ପ୍ରକ୍ରିୟାରେ…

ଆମେରିକାରେ ମିଳିମିଳା ସଂକ୍ରମଣ,ରାଜ୍ୟରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା

ଆମେରିକାରେ ମିଳିମିଳା ସଂକ୍ରମଣ ପୁଣିଥରେ ଚିନ୍ତା ବଢ଼ାଇଛି । ଦ୍ରୁତ ଗତିରେ ବଢ଼ୁଥିବା ସଂକ୍ରମଣକୁ ନଜରରେ ରଖି ନ୍ୟୁୟର୍କ ଗଭର୍ଣ୍ଣର କ୍ୟାଥି ହୋକୁଲ୍ ସାରା ରାଜ୍ୟରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ଗତ କିଛି ଦଶନ୍ଧି ମଧ୍ୟରେ ଆମେରିକାରେ ମିଳିମିଳା ମାମଲା ବଢ଼ିବା ମଧ୍ୟରେ…

ଛାତ୍ର ସଂସଦ ନିର୍ବାଚନ ପାଇଁ ପୋଲିସର ବଡ଼ ପ୍ରସ୍ତୁତି , SP-DCPଙ୍କ ସହ DGPଙ୍କ ସମୀକ୍ଷା

ଛାତ୍ର ସଂସଦ ନିର୍ବାଚନ ପାଇଁ ପୋଲିସର ବଡ଼ ପ୍ରସ୍ତୁତି ।  SP-DCPଙ୍କ ସହ DGPଙ୍କ ସମୀକ୍ଷା ।  କ୍ୟାମ୍ପସକୁ ଅଣଛାତ୍ର ପ୍ରବେଶ ଉପରେ କଡ଼ା ନଜର । ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଓଡ଼ିଶାର କଲେଜ ଓ ବିଶ୍ୱବିଦ୍ୟାଳୟକୁ ଫେରୁଛି ଛାତ୍ର ସଂସଦ ନିର୍ବାଚନ। ଅକ୍ଟୋବର ୧୫ରେ ମତଦାନ ହେବାକୁ…

ମେଡିସିନ ଦୋକାନରେ ଗ୍ସ କଣ୍ଟ୍ରୋଲ ବ୍ୟୁରୋ ଓ STF ର ଚଢାଉ ,ବେଆଇନ ନିଶାଦ୍ରବ୍ୟ ବିକ୍ରି ନେଇ ଚାଲିଛି ଯାଞ୍ଚ

ମେଡିସିନ ଦୋକାନରେ ରେଡ୍ । ଡ୍ରଗ୍ସ କଣ୍ଟ୍ରୋଲ ବ୍ୟୁରୋ ଓ STF ର ଚଢାଉ । ବେଆଇନ ନିଶାଦ୍ରବ୍ୟ ବିକ୍ରି ନେଇ ଭୁବନେଶ୍ୱରର ବିଭିନ୍ନ ମେଡିସିନ ଦୋକାନରେ ରେଡ୍ ଚାଲିଛି । ମେଡିସିନ ଓ କଫ ସିରପ୍ ମଧ୍ୟ ଯାଞ୍ଚ କରାଯାଉଛି । ସଠିକ ଢଙ୍ଗରେ ବିକ୍ରି ହେଉଛି କି ନାହିଁ ସେନେଇ ଚାଲିଛି ଯାଞ୍ଚ ।…

ବଜେଟ୍ ପ୍ରାଇସ୍ ରେଞ୍ଜରେ ଡୁଆଲ୍ ସ୍କ୍ରିନ୍ ଥିବା ଏକ ନୂଆ ସ୍ମାର୍ଟଫୋନ୍ ଲଞ୍ଚ କରିଛି Honor

Honor ବଜେଟ୍ ପ୍ରାଇସ୍ ରେଞ୍ଜରେ ଡୁଆଲ୍ ସ୍କ୍ରିନ୍ ଥିବା ଏକ ନୂଆ ସ୍ମାର୍ଟଫୋନ୍ ଲଞ୍ଚ କରିଛି । Honorର ଏହି ଫୋନର ବ୍ୟାକରେ Xiaomi 18 Pro ଭଳି ଏକ ସେକେଣ୍ଡାରୀ ସ୍କ୍ରିନ୍ ଦିଆଯାଇଛି । Xiaomiର ଏହି ପ୍ରିମିୟମ୍ ଫୋନକୁ ଗତ ସପ୍ତାହରେ ଘରୋଇ ବଜାରରେ ଲଞ୍ଚ କରାଯାଇଛି । Honorର ଏହି ଫୋନ୍…

ଆଜିଠୁ ଆରମ୍ଭ ହେବ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଟି-୨୦ ଲଢ଼େଇ

ଆଜିଠୁ ଆରମ୍ଭ ହେବ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଟି-୨୦ ଲଢ଼େଇ । ଦୁଇ ଦଳ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ୍ ଆଜି ଲକ୍ଷ୍ନୌର ଭାରତ ରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଏକାନା କ୍ରିକେଟ୍ ଷ୍ଟାଡିୟମ୍ରେ ଖେଳାଯିବ । ଭାରତୀୟ ସମୟ ଅନୁସାରେ ସନ୍ଧ୍ୟା ୭ଟାରୁ ମ୍ୟାଚ୍ ଆରମ୍ଭ ହେବ । ଘରୋଇ ମାଟିରେ…

ପଦାର୍ଥ ବିଜ୍ଞାନ ପାଇଁ ନୋବେଲ୍ ପୁରସ୍କାର ଘୋଷଣା: ନ୍ୟୁଟ୍ରିନୋଗୁଡ଼ିକର ଆବିଷ୍କାର ପାଇଁ ଫ୍ରାନ୍ସିସ୍ ହାଲ୍‌ଜେନ୍ ଙ୍କୁ…

ପଦାର୍ଥ ବିଜ୍ଞାନ ପାଇଁ ମଙ୍ଗଳବାର ନୋବେଲ୍ ପୁରସ୍କାର ବିଜେତାଙ୍କ ନାଁ ଘୋଷଣା କରାଯାଇଛି । ରୟାଲ ସ୍ୱିଡିସ ଏକାଡେମୀ ଅଫ୍ ସାଇନ୍ସେସ୍ ପ୍ରସିଦ୍ଧ ବୈଜ୍ଞାନିକ ଫ୍ରାନ୍ସିସ୍ ହାଲ୍‌ଜେନ୍ (Francis Halzen)ଙ୍କୁ ୨୦୨୬ ମସିହାର ପଦାର୍ଥ ବିଜ୍ଞାନ ନୋବେଲ ପୁରସ୍କାର ପ୍ରଦାନ କରିବାକୁ ନିଷ୍ପତ୍ତି…