ଦିଲ୍ଲୀର ପାଲମ ଅଞ୍ଚଳରେ ଭୟଙ୍କର ଅଗ୍ନିକାଣ୍ଡ: 3 ଶିଶୁ ସମେତ ୭ ମୃତ
ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ । ହୁତୁହୁତୁ ହୋଇ ଜଳିଲା ୫ ମହଲା କୋଠା। ଦିଲ୍ଲୀର ପାଲମ ଅଞ୍ଚଳରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏକ ପାଞ୍ଚ ମହଲା ବିଶିଷ୍ଟ କୋଠାରେ ନିଆଁ ଲାଗିଯିବା ଫଳରେ ୭ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଅନେକ ଗୁରତର ଆହତ ହୋଇଛନ୍ତି । ଉଦ୍ଧାର କରାଯାଇଥିବା ଲୋକଙ୍କ…