Browsing Tag

#metro tv

ମହଙ୍ଗା ପଡିଲା ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ,ନିଲମ୍ବିତ ହେଲେ କଂଗ୍ରେସର ୩ ବିଧାୟକ

ମହଙ୍ଗା ପଡିଲା ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ । ନିଲମ୍ବିତ ହେଲେ କଂଗ୍ରେସର ୩ ବିଧାୟକ । ସୋଫିଆ ଫିର୍ଦ୍ଦୋସ, ରମେଶ ଜେନା ଓ ଦାଶରଥି ଗମାଙ୍ଗଙ୍କୁ ସସ୍ପେଣ୍ଡ କଲା କଂଗ୍ରେସ । ସେହିଭଳି କଟକ ନଗର ସଭାନେତ୍ରୀ ଗିରିବାଳା ବେହେରାଙ୍କୁ ବହିଷ୍କାର କଲା କଂଗ୍ରେସ । ରମେଶ, ସୋଫିଆ ଓ…

ଆହୁରି ୫ ଦିନ ଘଡ଼ଘଡ଼ି ସହ ବର୍ଷା

ଆହୁରି ୫ ଦିନ ଘଡ଼ଘଡ଼ି ସହ ବର୍ଷା । ପୂର୍ବଭାରତ ଉପରେ ରହିଥିବା ସବଟ୍ରପିକାଲ ପଶ୍ଚିମୀ ଜେଟ୍ ଷ୍ଟ୍ରିମ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେଉଛି । ରାଜ୍ୟରେ ଆସନ୍ତା ୫ ଦିନ ଧରି ଘଡ଼ଘଡ଼ି ଓ ବର୍ଷା ପବନ ସହିତ କୁଆପଥର ବର୍ଷା ସମ୍ଭାବନା ରହିଛି। ସେହିପରି ୭ଦିନ…

ଜାଣନ୍ତୁ କିପରି କଟିବ ଆଜିର ଦିନ

ମେଷ: ଆଜି ଏକ ମିଶ୍ରିତ ଦିନ ହେବ । ବ୍ୟବସାୟ ଏବଂ ଆର୍ଥିକ ଲାଭରେ ଆପଣଙ୍କୁ ସଫଳତା ମିଳିବ, କିନ୍ତୁ ଅନାବଶ୍ୟକ ଖର୍ଚ୍ଚ ବଢ଼ିପାରେ । ଆପଣଙ୍କ ମନ ଅଶାନ୍ତ ରହିପାରେ । ଧାର୍ମିକ ଏବଂ ସାମାଜିକ କାର୍ଯ୍ୟକଳାପରେ ଟଙ୍କା ଖର୍ଚ୍ଚ ହେବ । ପ୍ରିୟଜନଙ୍କ ସହିତ ମତଭେଦ ସମ୍ଭବ । କୋର୍ଟ ମାମଲାରେ…

ଦୁବାଇ ଆନ୍ତର୍ଜାତୀୟ ବିମାନ ବନ୍ଦର ନିକଟରେ ବଡ଼ ଧରଣର ଡ୍ରୋନ୍ ଆଟାକ୍

ଆମେରିକା-ଇସ୍ରାଏଲ-ଇରାନ ମଧ୍ୟରେ ଚାଲିଥିବ ଯୁଦ୍ଧ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି । ସୋମବାର ସକାଳୁ ସକାଳୁ ଦୁବାଇ ଆନ୍ତର୍ଜାତୀୟ ବିମାନ ବନ୍ଦର ନିକଟରେ ବଡ଼ ଧରଣର ଡ୍ରୋନ୍ ଆଟାକ୍ ହୋଇଛି । ଏହି ଆକ୍ରମଣରେ ଏୟାରପୋର୍ଟ ନିକଟରେ ଥିବା ଏକ ଇନ୍ଧନ ଟ୍ୟାଙ୍କରେ ଭୟଙ୍କର ବିସ୍ଫୋରଣ ହୋଇଛି ।…

ସରିଛି ରାଜ୍ୟସଭା ନିର୍ବାଚନ, ୩ ରାଜ୍ୟସଭା ଆସନ ହାତେଇବାରେ ସଫଳ ହେଲା ବିଜେପି

ସରିଛି ରାଜ୍ୟସଭା ନିର୍ବାଚନ। ଆସିଛି ଫଳାଫଳ। ଯାହା ଆଶା କରାଯାଉଥଲା… ସେୟା ହିଁ ଘଟିଲା। ୩ ରାଜ୍ୟସଭା ଆସନ ହାତେଇବାରେ ସଫଳ ହେଲା ବିଜେପି। ବିଜେପିର ଦୁଇ ପ୍ରାର୍ଥୀ ମନମୋହନ ସାମଲ ଏବଂ ସୁଜିତ କୁମାର ବିଜୟୀ ହୋଇଥିବା ବେଳେ, ଦଳ ସମର୍ଥିତ ସ୍ବାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ ଚତୁର୍ଥ…

ରୁଷକୁ ଏୟାରଲିଫ୍ଟ ହେଲେ ମୋଜତାବା ଖାମେନି ,ରାଷ୍ଟ୍ରପତି ଭବନ ପରିସରରେ ଥିବା ଏକ ଘରୋଇ ହସ୍ପିଟାଲରେ ତାଙ୍କର…

ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନିଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ମୋଜତାବା ଦାୟିତ୍ବ ଗ୍ରହଣ କରିଥିଲେ । କିନ୍ତୁ ପରେ ରିପୋର୍ଟ ଆସିଲା ଯେ, ଖାମେନିଙ୍କ ଉପରେ ହୋଇଥିବା ଆକ୍ରମଣରେ ମୋଜତାବା ମଧ୍ୟ ଗୁରୁତର ହୋଇଥିଲେ । ତାଙ୍କର ଗୋଟିଏ ଗୋଡ଼ କଟି ଯାଇଥିଲା ଏବଂ ସେ…

ନିର୍ଦ୍ଧାରିତ ସମୟ ପୂର୍ବରୁ ସରିଲା ରାଜ୍ୟସଭା ଭୋଟିଂ : ଜଣେ କି ଦୁଇ ଜଣ ନୁହେଁ ୧୧ ଜଣ ବିଧାୟକ ଏବଂ ବିଧାୟିକା କ୍ରସ…

ନିର୍ଦ୍ଧାରିତ ସମୟ ପୂର୍ବରୁ ସରିଲା ରାଜ୍ୟସଭା ଭୋଟିଂ। ଯାହା ଆଶଙ୍କା କରାଯାଉଥିଲା ତାହା ହିଁ ହେଲା। ଆଶାଠୁ ଢେର ଅଧିକ ହେଲା କ୍ରସ ଭୋଟିଂ। ବୋଧହୁଏ ଓଡ଼ିଶା ରାଜନୀତିରେ ରାଜ୍ୟସଭା ନିର୍ବାଚନରେ ଏମିତି କ୍ରସ ଭୋଟିଂ କେବେ ହୋଇ ନ ଥିବ। ଜଣେ କି ଦୁଇ ଜଣ ନୁହେଁ ୧୧ ଜଣ ବିଧାୟକ ଏବଂ…

ଓସ୍କାର ରେଡ୍ କାର୍ପେଟରେ ଈଶା ଅମ୍ବାନୀ, ଭିଣ୍ଟେଜ୍ ଗାଉନ୍ ପିନ୍ଧି ଆଲୋଚନାର ବିଷୟ ପାଲଟିଛି

ଭାରତୀୟ ବ୍ୟବସାୟୀ ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ଝିଅ ଈଶା ଅମ୍ବାନୀ । ମାର୍ଚ୍ଚ ୧୫ ତାରିଖରେ ଲସ୍ ଆଞ୍ଜେଲସରେ ଅନୁଷ୍ଠିତ ୯୮ତମ ଏକାଡେମୀ ପୁରସ୍କାର ଓସ୍କାର ୨୦୨୬ର ରେଡ୍ କାର୍ପେଟରେ ଏକ ଚମତ୍କାର ଉପସ୍ଥିତି ଦେଖାଇଛନ୍ତି। ତାଙ୍କ ସ୍ୱାମୀ ଆନନ୍ଦ ପିରାମଲଙ୍କ…

ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ ଭାରତର ବିମାନସେବା ଶିଳ୍ପ ଉପରେ ପଡ଼ିଛି ,୩୩.୫ ପ୍ରତିଶତ କମିଲା ଅନ୍ତର୍ଜାତୀୟ ଉଡ଼ାଣ…

ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ ଭାରତର ବିମାନସେବା ଶିଳ୍ପ ଉପରେ ପଡ଼ିଛି। ଫେବ୍ରୁଆରି ୨୮ ତାରିଖରେ ହଠାତ୍‌ ଯୁଦ୍ଧ ଆରମ୍ଭ ହେବା କାରଣରୁ ସେଠାକାର ଅନେକ ଦେଶରେ ଆକାଶମାର୍ଗ ବନ୍ଦ ହୋଇଯାଇଥିଲା। ଏଥିସହିତ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ଫଳରେ ବିମାନ ଇନ୍ଧନ ବି ମହଙ୍ଗା…

ନିର୍ବାଚନ ପାଇଁ ଘୁଞ୍ଚି ପାରେ ଆଇପିଏଲ

ବିସିସିଆଇ ଆଇପିଏଲ ପାଇଁ ଖେଳସୂଚୀ ଜାରି କରିଛି । ନିର୍ବାଚନକୁ ନଜରରେ ରଖି ଏପ୍ରିଲ୧୨ତାରିଖ ଯାଏଁ ବିସିସିଆଇ ଖେଳସୂଚୀରେ ବିଭିନ୍ନ ମ୍ୟାଚ୍ ରହିଛି । ଯେଉଁଥିରେ୨୦ଟି ମୁକାବିଲା ଖେଳାଯିବ । ତେବେ ରବିବାର୪ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ହେବାକୁ ଥିବା ବିଧାନସଭା ନିର୍ବାଚନ…