ଫୋନପେ’ ୱାଲେଟ୍ ସେବା ବ୍ୟବହାର କରୁ ନାହଁନ୍ତି କି , ତେବେ ଲାଗୁ ହେବ ୧୦୦ଟଙ୍କାର ମେଣ୍ଟେନାନ୍ସ ଫି’
ଡିଜିଟାଲ୍ ପେମେଣ୍ଟ ଆପ୍ ‘ଫୋନପେ’ (PhonePe) ନିଜର ୱାଲେଟ୍ ସେବାକୁ ନେଇ ଏକ ନୂଆ ନିୟମ ଲାଗୁ କରିଛି। କମ୍ପାନୀର ନୂଆ ନିୟମ ଅନୁଯାୟୀ, ଯଦି ଜଣେ ବ୍ୟବହାରକାରୀ ନିଜ ୱାଲେଟକୁ ଦୀର୍ଘ ଦିନ ଧରି ବ୍ୟବହାର କରୁ ନାହାଁନ୍ତି, ତେବେ ତାଙ୍କୁ ୧୦୦ ଟଙ୍କା ପର୍ଯ୍ୟନ୍ତ ମେଣ୍ଟେନାନ୍ସ ଫି’ ଦେବାକୁ…