ନାଇଡ଼ୁ କମିଶନ ତଦନ୍ତ ରିପୋର୍ଟ ଗାଏବ୍ ଘଟଣା,ଗୃହ ବିଭାଗ ଯୁଗ୍ମ ସଚିବଙ୍କ ଅଫିସରେ ପହଞ୍ଚିଲା କ୍ୟାପିଟାଲ ଥାନା ପୋଲିସ
ନାଇଡ଼ୁ କମିଶନ ତଦନ୍ତ ରିପୋର୍ଟ ଗାଏବ୍ ଘଟଣା । ଗୃହ ବିଭାଗ ଯୁଗ୍ମ ସଚିବଙ୍କ ଅଫିସରେ ପହଞ୍ଚିଲା କ୍ୟାପିଟାଲ ଥାନା ପୋଲିସ । ଯୁଗ୍ମ ସଚିବ ଶରତ ଚନ୍ଦ୍ର ମାରାଣ୍ଡିଙ୍କୁ ପଚରାଉଚରା କରିଛି । ବୁଧବାର କ୍ୟାପିଟାଲ ଥାନାରେ ଗୃହ ବିଭାଗର ଯୁଗ୍ମ ସଚିବ ଶରତ ଚନ୍ଦ୍ର ମାରାଣ୍ଡି ଏତଲା ଦେଇଥିଲେ । ଏହା…