Browsing Tag

#metro tv

ଗୋଟିଏ ଟ୍ରାକରେ ଦୁଇଟି ଟ୍ରେନ୍‌ ସାମ୍ନାସାମ୍ନି ଧକ୍କା,କୌଣସି ମୃତାହତର ସୂଚନା ନାହିଁ

ଟ୍ରେନରେ ସୁରକ୍ଷିତ ଯାତ୍ରାକୁ ନେଇ ଉଠିଲା ପ୍ରଶ୍ନ। ବାହାନଗାରେ ଏତେ ବଡ଼ ଦୁର୍ଘଟଣା ପରେ ବି ପଶୁନି ଚେତା। ତାହା ପୁଣି କୌଣସି ଉପାନ୍ତ ଅଞ୍ଚଳରେ ନୁହେଁ ବରଂ ଖୋଦ୍‌ ରାଜ୍ୟର ରାଜଧାନୀରେ ଘଟିଛି । ଗୋଟିଏ ଟ୍ରାକ୍‌ରେ ଦୁଇଟି ଟ୍ରେନ୍‌ । ରାଜ୍ୟର ସବୁଠୁ ବଡ଼ ରେଳ ଷ୍ଟେସନ ନିକଟରେ ଘଟିଛି ଏହି…

ଆଗାମୀ ୩ ଦିନ ଭିତରେ ଓଡ଼ିଶା ଛୁଇଁବ ମୌସୁମୀ

ଆଗାମୀ ୩ ଦିନ ଭିତରେ ଓଡ଼ିଶା ଛୁଇଁବ ମୌସୁମୀ । ଆସନ୍ତା ୧୩ ତାରିଖ ବେଳକୁ ଦୁଇରୁ ୪ ଡିଗ୍ରୀ ସେଲସିୟସ ତାପମାତ୍ରା ହ୍ରାସ ପାଇବ । ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆଗାମୀ ଦୁଇ ଦିନ ଯାଏ ଲାଗି ରହିବ ଗରମ ଗୁଳୁଗୁଳି । ଦିନ ତାପମାତ୍ରାରେ କୌଣସି ପରିବର୍ତ୍ତନ…

ଆଜିର ରାଶିଫଳ

ମେଷ: ଆଜି ଆପଣ ଆଧ୍ୟାତ୍ମିକତା ଆଡ଼କୁ ଆକର୍ଷିତ ହେବେ । କୋର୍ଟ ମାମଲାରେ ଅସୁବିଧା ହୋଇପାରେ । ଆପଣଙ୍କ କଥାରେ ସଂଯମ ରଖନ୍ତୁ । ଯାତ୍ରା ଯୋଜନା ହୋଇପାରେ । ବୃଷ: ଏକ ନୂତନ ପ୍ରକଳ୍ପ ଆରମ୍ଭ କରିବା ଲାଭଦାୟକ ହେବ । ପିଲାମାନଙ୍କ ସହିତ ପାରସ୍ପରିକ କ୍ରିୟା ଭଲ ହେବ । ଆୟ ବୃଦ୍ଧି ହେବ ।…

ଏଥର ରଜ ପର୍ବ ଉପଲକ୍ଷେ ସୋମବାରରେ ଖୋଲା ରହିବ ‘ନନ୍ଦନକାନନ’

ସୋମବାର (୧୫.୦୬.୨୦୨୬) ଦିନ ଖୋଲା ରହିବ ‘ନନ୍ଦନକାନନ’। ଏଥର ରଜ ପର୍ବ ଉପଲକ୍ଷେ ସୋମବାରରେ ଖୋଲା ରହିବ ‘ନନ୍ଦନକାନନ’ ପ୍ରାଣୀ ଉଦ୍ୟାନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନ। ବାରଙ୍ଗ ସ୍ଥିତ ‘ନନ୍ଦନକାନନ’ ବୁଲିବାକୁ ମୁଖ୍ୟ ପର୍ବ ପର୍ବାଣୀ ରଜ,ଦଶହରା ଆଦି ସମୟରେ ପ୍ରବଳ ଭିଡ ହେଉଥିବା ଦେଖାଯାଏ। ଚଳିତ…

ବ୍ରେନ୍ ଟ୍ୟୁମରର ଲକ୍ଷଣ

ଆଜିକାଲିକା ଜୀବନଶୈଳୀ ଏବଂ ଖାଦ୍ୟପେୟ ପାଇଁ ଆମର ଅନେକ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେଇଥାଏ । ସେହି ସବୁ ସମସ୍ୟାକୁ ବେଳେବେଳେ ଆମେ ଅନେକ ସମୟରେ ଅଣଦେଖା କରି ଦେଇଥାଉ । ଯାହା ପରବର୍ତ୍ତୀ ମୂହୁର୍ତ୍ତରେ ବଡ଼ ସମସ୍ୟା ସୃଷ୍ଟି କରିଥାଏ । ବ୍ରେନ୍ ଏକ ଏପରି ଅଂଶ ଯାହା ଆମ ଶରୀର ପାଇଁ ଖୁବ୍…

ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ମୃତ୍ୟୁ ଘଟଣା, ପୁରୁଷ ବନ୍ଧୁ ମୋ ଭଉଣୀ ପାଖରୁ ୮ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସାମଗ୍ରୀ ନେଇ…

ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତ୍ୟୁ ଘଟଣାରେ ଖୋଲିଛି ଆଉ ଏକ ଫର୍ଦ୍ଦ । ପୁରୁଷ ବନ୍ଧୁ ମୋ ଭଉଣୀ ପାଖରୁ ୮ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସାମଗ୍ରୀ ନେଇ ସାରିଛି । ଏମିତି କହିଛନ୍ତି ଚନ୍ଦ୍ରିକାଙ୍କ ମାମୁ ଝିଅ ଭଉଣୀ । ଯେତେବେଳେ ଯାହା କହିଛନ୍ତି ଭଉଣୀ କିଣି ଦେଇଛନ୍ତି । ସେହି ଭଲ…

ସବୁଠାରୁ ଶସ୍ତା ଫୋନ୍ ଲଞ୍ଚ କଲା Realme,ଜାଣନ୍ତୁ ଏହାର ଫଚର୍ସ

Realme ଭାରତରେ ଏହାର ସବୁଠାରୁ ଶସ୍ତା ଫୋନ୍ ଲଞ୍ଚ କରିଛି । ଯାହାର ବ୍ୟାଟେରୀ 8000mAh ରହିଛି । ଏହି Realme ଫୋନଟି ଏକ ପାୱାରଫୁଲ୍ ବ୍ୟାଟେରୀ, ମିଲିଟ୍ରି-ଗ୍ରେଡ୍ ଡ୍ୟୁରେବିଲିଟି ଏବଂ IP65 ୱାଟର ଏବଂ ଡଷ୍ଟ ରସିଷ୍ଟାନ୍ସ ପ୍ରଦାନ କରେ । ଏହା Realme P4 ସିରିଜର ସବୁଠାରୁ ଶସ୍ତା ଫୋନ୍ ।…

ପରାଜିତ ପ୍ରାର୍ଥୀ ମାନଙ୍କୁ ନେଇ ବୈଠକ କଲେ ବିଜେଡ଼ି ସୁପ୍ରିମୋ ନବୀନ, ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଦେଲେ ପରାମର୍ଶ

ଆଜି ଶଙ୍ଖ ଭବନଠାରେ ୨୦୨୪ ସାଧାରଣ ନିର୍ବାଚନରେ ପରାଜିତ ପ୍ରାର୍ଥୀ ମାନଙ୍କ ସହ ବିଜେଡି ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଏକ ସାଙ୍ଗଠନିକ ବୈଠକ କରିଛନ୍ତି। ଏଥିରେ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଦଳର ସାଙ୍ଗଠନିକ ସ୍ଥିତି ଓ ସ୍ଥାନୀୟ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି । ଆଗକୁ ରାଜ୍ୟରେ…

ମହିଳା ଟି୨୦ ବ୍ୟାଟର ମାନ୍ୟତାରେ ଭାରତୀୟ ଅଧିନାୟିକା ହରମନପ୍ରୀତ କୌର ଶୀର୍ଷ ୧୦ରେ

ଆଇସିସି ମହିଳା ଟି୨୦ ବିଶ୍ବକପ୍‌ ମେ’ ୧୨ରୁ ଜୁଲାଇ ୫ ପର୍ଯ୍ୟନ୍ତ ଇଂଲଣ୍ଡରେ ଖେଳାଯିବ। ଏହା ପୂର୍ବରୁ ମଙ୍ଗଳବାର ପ୍ରକାଶିତ ମହିଳା ଟି୨୦ ବ୍ୟାଟର ମାନ୍ୟତାରେ ଭାରତୀୟ ଅଧିନାୟିକା ହରମନପ୍ରୀତ କୌର ଶୀର୍ଷ ୧୦ରେ ରହିଛନ୍ତି। ହରମନପ୍ରୀତ ଗୋଟିଏ ସ୍ଥାନ ଉଠି ୧୧ରୁ ୧୦ମ ସ୍ଥାନରେ ପହଞ୍ଚିଥିବା…

ଆଇଏଏସ୍ ଅଧିକାରୀ ସୁଜାତା ଆର୍. କାର୍ତ୍ତିକେୟନ ବିଜେଡିରେ ଯୋଗଦାନ ପ୍ରାୟ ନିଶ୍ଚିତ – ବରିଷ୍ଠ ନେତା ମନ୍ମଥ…

ବିଜୁ ଜନତା ଦଳ ରେ ଖୁବ୍‌ଶୀଘ୍ର ପୂର୍ବତନ ଆଇଏଏସ୍ ଅଧିକାରୀ ସୁଜାତା ଆର୍. କାର୍ତ୍ତିକେୟନ (ପାଣ୍ଡିଆନ) ଯୋଗଦେବେ ବୋଲି ଦଳର ବରିଷ୍ଠ ନେତା ମନ୍ମଥ ରାଉତରାୟ ଏକ ବଡ଼ ଏବଂ ବିସ୍ଫୋରକ ବୟାନ ଦେଇଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ, ସୁଜାତାଙ୍କ ବିଜେଡିରେ ଯୋଗଦାନ ପ୍ରାୟ ନିଶ୍ଚିତ ଏବଂ ଏହା “ଶତ…