Browsing Tag

#metro tv

MV କନଷ୍ଟେବଲ ଆଶୁତୋଷ ମୃଦଙ୍ଗିଆଙ୍କ ପୋଡ଼ି ହେବା ଘଟଣା ,ଚିକିତ୍ସାଧୀନ ଅବସ୍ଥାରେ କନଷ୍ଟେବଲ ଆଶୁତୋଷ ମୃଦଙ୍ଗିଆଙ୍କ…

MV କନଷ୍ଟେବଲ ଆଶୁତୋଷ ମୃଦଙ୍ଗିଆଙ୍କ ପୋଡ଼ି ହେବା ଘଟଣା । ଚିକିତ୍ସାଧୀନ ଅବସ୍ଥାରେ କନଷ୍ଟେବଲ ଆଶୁତୋଷ ମୃଦଙ୍ଗିଆଙ୍କ ମୃତ୍ୟୁ ହୋଇଛି । ଶୁକ୍ରବାର ସକାଳୁ ତାଙ୍କର ଦେହାନ୍ତ ଘଟିଥିବା ଭଉଣୀ ଦେଲେ ସୂଚନା । ଶରୀରର ୯୦ ପ୍ରତିଶତ ପୋଡି ଯିବା ପରେ ଭୁବନେଶ୍ବର ଏମ୍ସର ବର୍ଣ୍ଣ ୱାର୍ଡରେ ଚିକିତ୍ସିତ…

ଓଡ଼ିଶାରେ ପ୍ରବେଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ-ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା

ଓଡ଼ିଶା ଛୁଇଁଲା ମୌସୁମୀ ବାୟୁ । ଓଡ଼ିଶାରେ ପ୍ରବେଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁଲା । ଉତ୍ତର ଓଡ଼ିଶା ଦିଗରୁ ରାଜ୍ୟରେ ପ୍ରବେଶ କଲା ମୌସୁମୀ । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପଟେ, ଗୁରୁବାର ଦିନର ସୂଚନାଥିଲା କି ଓଡ଼ିଶାରେ…

ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀଙ୍କୁ କେଜିରୁ ପିଜି ପର୍ଯ୍ୟନ୍ତ ମିଳିବ ଦେୟ ମୁକ୍ତ ଶିକ୍ଷା

ରାଜ୍ୟରେ ବିଜେପି ସରକାରଙ୍କ ୨ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଡ଼ ଘୋଷଣା କରିଛନ୍ତି। କେଜିରୁ ପିଜି ଦେୟ ମୁକ୍ତ ହେବ। ସେହିପରି ଶିକ୍ଷାକୁ ସାର୍ବଜନୀନ ଓ ଦେୟମୁକ୍ତ କରାଯିବ। ଅର୍ଥାତ୍ କେଜିରୁ ପିଜି ପର୍ଯ୍ୟନ୍ତ ସମସ୍ତଙ୍କୁ ଦେୟ ମୁକ୍ତ ଶିକ୍ଷା ମିଳିବ। ଆର୍ଥିକ…

ଓଡ଼ିଶାରେ ବିଜେପି ସରକାରକୁ ପୂରିଲା ୨ବର୍ଷ ,ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଓଡ଼ିଶାରେ ବିଜେପି ସରକାରକୁ ପୂରିଲା ୨ବର୍ଷ । ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସୋସିଆଲ ମିଡିଆ ‘ଏକ୍ସ’ରେ ଧନ୍ୟବାଦ ବାର୍ତ୍ତା ପୋଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ମୋର ପ୍ରିୟ ଓଡ଼ିଶାବାସୀ, ୧୨ ଜୁନ୍ ୨୦୨୪, ଆଜିକୁ…

ଆଜିର ରାଶିଫଳ

ମେଷ: ଆପଣ ଆପଣଙ୍କ କାମରେ ବାଧାବିଘ୍ନକୁ ଦୂର କରିବେ । ବ୍ୟବସାୟରେ ବାଧା ମାନସିକ ଅଶାନ୍ତି ସୃଷ୍ଟି କରିବ । ଯାତ୍ରାର ଦୀର୍ଘକାଳୀନ ଫଳାଫଳ ମିଳିବ । ବୃଷ: ଆପଣଙ୍କ କାମରେ ଥିବା ବାଧା ଦୂର ହେବ । ସହଯୋଗ ମାଧ୍ୟମରେ ସଫଳତା ହାସଲ କରିବାର ପ୍ରୟାସ ସଫଳ ହେବ । ଆପଣଙ୍କ କାମରେ ସୁବିଧା ବୃଦ୍ଧି…

ନିଛାଟିଆ କୂଅରୁ ଜଣେ ଜୀବନ୍ତ ବ୍ୟକ୍ତି ଉଦ୍ଧାର ,୪ ଦିନ ପରେ କୂଅ ଭିତରୁ ଜୀବନ୍ତ ବ୍ୟକ୍ତି ଉଦ୍ଧାର

ନିଛାଟିଆ କୂଅରୁ ଜଣେ ଜୀବନ୍ତ ବ୍ୟକ୍ତି ଉଦ୍ଧାର । ୪ ଦିନ ପରେ କୂଅ ଭିତରୁ ଜୀବନ୍ତ ବ୍ୟକ୍ତି ଉଦ୍ଧାର ହୋଇଛନ୍ତି । ବିଜେପୁର ସମଲାଇପଦର ନର୍ସରୀରେ ଥିବା ନିଛାଟିଆ କୂଅରୁ ଉଦ୍ଧାର ହୋଇଛନ୍ତି । ୫ ଜଣ ମାଡ଼ ମାରି ମରିଗଲା ଭାବି କୂଅରେ ଫିଙ୍ଗି ଚାଲି ଯାଇଥିଲେ । ବରଗଡ ଜିଲ୍ଲା ବିଜେପୁର ବ୍ଲକ…

ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀର ତାଣ୍ଡବ ଜାରି

ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀର ତାଣ୍ଡବ ଜାରି । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରେ କାଳବୈଶାଖୀ ପ୍ରଭାବରେ ଉପୁଡିଲା ଗଛ, ଛିଡ଼ିଲା ବିଜୁଳି ତାର । ରାସ୍ତାରେ ଗଛ ପଡ଼ି ରାସ୍ତା ଅବରୋଧ ହେବା ସହ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇଛି । ପୁରୁଣା କଟକ- ସମ୍ବଲପୁର ରାସ୍ତାରେ ଗଛ ପଡ଼ିଥିବାରୁ…

ବିରଜା ମନ୍ଦିର ପରିକ୍ରମା ପ୍ରକଳ୍ପରେ ବିଳମ୍ବ ନେଇ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଯାଜପୁର ସାଂସଦ

ବିରଜା ମନ୍ଦିର ପରିକ୍ରମା ପ୍ରକଳ୍ପରେ ବିଳମ୍ବ ନେଇ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଯାଜପୁର ସାଂସଦ ରବୀନ୍ଦ୍ର ବେହେରା । ୧୧୪ କୋଟିର ବିରଜା ପରିକ୍ରମା ପ୍ରକଳ୍ପ କାହିଁକି ଅଟକିଲା ? ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ସାଂସଦ  । ଯାଜପୁର ସହରର ପ୍ରସିଦ୍ଧ ମା’ ବିରଜା…

ଜିରା, ଜୁଆଣି ଏବଂ ମେଥି,ଆପଣଙ୍କ ଶରୀର ପାଇଁ ଏହି ତିନୋଟି ମଧ୍ୟରୁ କେଉଁଟି ସବୁଠାରୁ ଭଲ ?

ସୁସ୍ଥ ରହିବାକୁ ଆମେ କେତେ କ’ଣ ଘରୋଇ ଉପାୟ ଆପଣାଉ। ତା’ ଭିତରେ ଗୁରୁତ୍ବପୂର୍ଣ୍ଣ ହେଉଛି ସକାଳ ସମୟ । ସକାଳୁ କିଛି ପାଣି ଏମିତି ପ୍ରସ୍ତୁତ କରି ରଖିଥାଉ ଯାହାକୁ ପିଇଲେ ପୂରା ଦିନ ହାଲକା ଲାଗେ । ସବୁ ଠିକ୍ ଠାକ୍ ଚାଲେ  । ଯେମିତି ଜିରା ପାଣି, ମେଥି ପାଣି, ତ୍ରିଫଳା ପାଣି । ହେଲେ ତା’…

ଆଜିଠୁ ଫୁଟବଲର ସବୁଠୁ ବଡ଼ ମହାକୁମ୍ଭ ଫିଫା ବିଶ୍ୱକପ୍-୨୦୨୬

ଆଜିଠୁ ଫୁଟବଲର ସବୁଠୁ ବଡ଼ ମହାକୁମ୍ଭ ଫିଫା ବିଶ୍ୱକପ୍-୨୦୨୬ । ବିଶ୍ୱ କ୍ରୀଡ଼ା ଜଗତର ସବୁଠାରୁ ବଡ଼ ଓ ରୋମାଞ୍ଚକର ମହାସମର ପାଇଁ କାଉଣ୍ଟଡାଉନ୍ ଶେଷ । ଆମେରିକା, ମେକ୍ସିକୋ ଓ କାନାଡାର ମିଳିତ ଆନୁକୂଲ୍ୟରେ ଫିଫା ବିଶ୍ୱକପର ମହାଶୁଭାରମ୍ଭ ହେବାକୁ ଯାଉଛି । ଫୁଟବଲ ଇତିହାସରେ ପ୍ରଥମ ଥର…