Browsing Tag

#metro tv

ଜୁନ ୨୮ ବଦଳରେ ଜୁଲାଇ ୫ରେ ହେବ ଓଟିଇଟି ପରୀକ୍ଷା – ମାଧ୍ୟମିକ ଶିକ୍ଷା ପରିଷଦ

ପୁଣି ଘୁଞ୍ଚିଲା ଓଟିଇଟି ପରୀକ୍ଷା । ଜୁନ ୨୮ ରେ ହେବାକୁ ଥିବା ଏହି ଓଟିଇଟି ପରୀକ୍ଷା ଜୁଲାଇ ୫ ତାରିଖରେ କରିବାକୁ ସ୍ଥିର କରିଛି ମାଧ୍ୟମିକ ଶିକ୍ଷା ପରିଷଦ। ଆରଆଇ ଅମିନ ପରୀକ୍ଷା ପାଇଁ ଏହି ପରୀକ୍ଷାକୁ ଘୁଞ୍ଚାଇଲା ବୋର୍ଡ । ମାଧ୍ୟମିକ ଶିକ୍ଷା ପରିଷଦ ଦ୍ଵାରା ପରିଚାଳିତ ଓଟିଇଟି ପରୀକ୍ଷା…

ଭିଜିଲାନ୍ସ ଜାଲରେ ସମ୍ବଲପୁର CADA ନିର୍ବାହୀ ଯନ୍ତ୍ରୀ ପଦ୍ମଲୋଚନ ନାୟକ,୧୫ଟି ଦାମୀ ପ୍ଲଟ ଠାବ କଲା ଭିଜିଲାନ୍ସ

ସମ୍ବଲପୁର CADA ନିର୍ବାହୀ ଯନ୍ତ୍ରୀ ପଦ୍ମଲୋଚନ ନାୟକଙ୍କ ୧୫ ଦାମୀ ପ୍ଲଟ ଠାବ । ରେଡ୍ ବେଳେ ୧୫ଟି ଦାମୀ ପ୍ଲଟ ଠାବ କଲା ଭିଜିଲାନ୍ସ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର କାଡ଼ା (କମାଣ୍ଡ ଏରିଆ ଡେଭେଲପମେଣ୍ଟ ଅଥରିଟି) ବିଭାଗର ଏକ୍ସିକ୍ୟୁଟିଭ୍ ଇଞ୍ଜିନିୟର ପଦ୍ମଲୋଚନ ନାୟକଙ୍କ…

ରଥଯାତ୍ରା ପାଇଁ ଦ୍ଵିତୀୟ ସମନ୍ଵୟ ବୈଠକ: ରଥ ଟଣା ଓ ପହଣ୍ଡି କୁ ଶୃଙ୍ଖଳିତ କରିବା ପାଇଁ ସର୍ବାଧିକ ଗୁରୁତ୍ଵ

ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ଦ୍ଵିତୀୟ ସମନ୍ଵୟ ବୈଠକ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ପୁରୀ ଟାଉନ ହଲ୍‌ରେ ଅନୁଷ୍ଠିତ ହୋଇଛି । ବୈଠକରେ ରଥ ନିର୍ମାଣ, ସ୍ଵାସ୍ଥ୍ୟ ଓ ପରିମଳ, ବିଦ୍ୟୁତ୍ ଯୋଗାଣ, ପାନୀୟ ଜଳ ଯୋଗାଣ ସୁରକ୍ଷା, ପରିବହନ ବ୍ୟବସ୍ଥା, ରାସ୍ତାଘାଟ…

ପୁରୁଷମାନେ ଦୈନିକ ୩୦ ଗ୍ରାମରୁ ଅଧିକ ଏବଂ ମହିଳାମାନେ ୨୦ ଗ୍ରାମରୁ ଅଧିକ ସନ୍ତୃପ୍ତ ଚର୍ବି ଗ୍ରହଣ କରିବା ଉଚିତ ନୁହେଁ:…

ସୁସ୍ଥ ଜୀବନଶୈଳୀ ପାଇଁ ସନ୍ତୁଳିତ ଖାଦ୍ୟାଭ୍ୟାସ ଅତ୍ୟନ୍ତ ଜରୁରୀ। ଶରୀର ପାଇଁ ଚର୍ବି ଆବଶ୍ୟକ ହୋଇଥିଲେ ମଧ୍ୟ ଏହାର ପରିମାଣ ଓ ପ୍ରକାର ପ୍ରତି ସଚେତନ ରହିବା ଆବଶ୍ୟକ। ବିଶେଷଜ୍ଞମାନଙ୍କ ମତରେ, ଅତ୍ୟଧିକ ପରିମାଣରେ ସନ୍ତୃପ୍ତ ଚର୍ବି ଓ ଚିନିଯୁକ୍ତ ଖାଦ୍ୟର ସେବନ ରକ୍ତରେ କୋଲେଷ୍ଟେରଲ୍‌ର…

୪୮ ଘଣ୍ଟା ମଧ୍ୟରେ ସାରା ରାଜ୍ୟକୁ ମୌସୁମୀ ବାୟୁ ଛୁଇଁବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ

ଆଗକୁ ବଢିବା ସହ ରାଜ୍ୟରେ ସକ୍ରିୟ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ୪୮ ଘଣ୍ଟା ମଧ୍ୟରେ ସାରା ରାଜ୍ୟକୁ ଛୁଇଁବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାର ବଲାଙ୍ଗୀର ଓ ସୁନ୍ଦରଗଡ଼ ସମେତ ଅନେକ ଅଞ୍ଚଳକୁ ଛୁଇଁସାରିଛି। ଆଗାମୀ ୪୮ ଘଣ୍ଟା ମଧ୍ୟରେ ଏହା…

ଆଜିର ରାଶିଫଳ

ମେଷ: ଆପଣଙ୍କ ଜୀବନସାଥୀ କିମ୍ବା ବନ୍ଧୁମାନଙ୍କ ସହିତ ମିଶି କାମ କରିବା ଦ୍ୱାରା ଲାଭ ମିଳିବ । ଆପଣଙ୍କର ଏକାନ୍ତ ମନୋଭାବ ତ୍ୟାଗ କରନ୍ତୁ । ମଧ୍ୟାହ୍ନ ପରେ ଲାଭଦାୟକ କାମରେ ବାଧା ଦୂର ହେବ । ଆପଣଙ୍କ କାମ ସୁଗମ ଭାବରେ ଆଗକୁ ବଢ଼ିବ, ଏବଂ ଆଗକୁ ଯିବାର ପଥ ମଧ୍ୟ ପ୍ରଶସ୍ତ ହେବ । ଇଚ୍ଛିତ…

ଅଯୋଧ୍ୟା ରାମ ମନ୍ଦିରର ଦାନ ଅର୍ଥ ଚୋରି ମାମଲା: ଦାନ ଅର୍ଥ ଗଣତିରେ ନିୟୋଜିତ ୪୦ ଜଣଙ୍କୁ ହଟାଇ ଦିଆଯାଇଛି

ଅଯୋଧ୍ୟା ରାମ ମନ୍ଦିରର ଦାନ ଅର୍ଥ ଚୋରି ମାମଲାରେ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ବଡ଼ ପଦକ୍ଷେପ ନେଇଛି । ପ୍ରଭୁ ଶ୍ରୀରାମ ମନ୍ଦିର ଦାନ ହୋଇଥିବା ରାଶି ଚୋରି ମାମଲାରେ ୪୦ ଜଣଙ୍କୁ ହଟାଇ ଦିଆଯାଇଛି । ଏମାନେ ଦାନ ଅର୍ଥ ଗଣତିରେ ନିୟୋଜିତ ଥିଲେ । ବ୍ୟାଙ୍କ୍ ଓ ଟ୍ରଷ୍ଟ ପକ୍ଷରୁ…

ରାଜ୍ୟର ବିଭିନ୍ନ ସ୍ଥାନର ଭୁଲ୍ ଇଂରାଜୀ ନାମର ସଂଶୋଧନ,ଏ ନେଇ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ବିଜ୍ଞପ୍ତି…

ରାଜ୍ୟର ବିଭିନ୍ନ ସ୍ଥାନର ଭୁଲ୍ ଇଂରାଜୀ ନାମର ସଂଶୋଧନ କରାଯାଇଛି । ଏ ନେଇ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ୨୬ ଜିଲ୍ଲାର ବିଭିନ୍ନ ସ୍ଥାନର ଭୁଲ୍ ଇଂରାଜୀ ନାମ ସଂଶୋଧନ ହୋଇଛି । Angulର ଇଂରାଜୀ ନାମ ସଂଶୋଧନ ହୋଇ ANUGOLA ହୋଇଛି । ସେହିପରି…

ନବୀନଙ୍କ ଅଭିଯୋଗ ପରେ କେନ୍ଦ୍ରର କାର୍ଯ୍ୟାନୁଷ୍ଠାନ,ଜିତୁ ମୁଣ୍ଡାଙ୍କ କ୍ଲେମରେ ଅବହେଳା ପାଇଁ ଓଡ଼ିଶା ଗ୍ରାମ୍ୟ…

ନବୀନଙ୍କ ଅଭିଯୋଗ ପରେ କେନ୍ଦ୍ରର କାର୍ଯ୍ୟାନୁଷ୍ଠାନ । କେନ୍ଦୁଝରର ଜିତୁ ମୁଣ୍ଡାଙ୍କ କ୍ଲେମରେ ଅବହେଳା ପାଇଁ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ମ୍ୟାନେଜର ନିଲମ୍ବିତ । କେନ୍ଦୁଝର ଜିଲ୍ଲା ମଲ୍ଲୀପଶି ସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରେ ଜଣେ ମୃତ ଜମାକାରୀଙ୍କ ଜମା ରାଶି ପ୍ରଦାନରେ ହୋଇଥିବା…

୭୯୯ ଟଙ୍କାରେ କିଣନ୍ତୁ ଏହି ଫୋନ

Jio ପୁଣିଥରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କମ୍ପାନୀ ଏକ 4G ଫିଚର୍ ଫୋନ୍ ଲଞ୍ଚ କରିଛି । ଏହି ଫିଚର୍ ଫୋନ୍ Jio Bharat ସିରିଜ୍ ରେ ଉପସ୍ଥାପନ କରାଯାଇଛି । କମ୍ପାନୀ ଏହି ସିରିଜ୍ ରେ ଅନେକ ଫିଚର୍ ଫୋନ୍ ବଜାରରେ ପ୍ରଚଳନ କରିସାରିଛି । ଏହି ନୂଆ ଫିଚର୍ ଫୋନ୍ Jio Bharat V4 ନାମରେ…